ଝିଅ ଭାବି ପୁଅ ସହ ବାହାଘର ଆଉ ରାତିସାରା ଦୁଷ୍ଟକଥା…..

ବିବାହକୁ ନେଇ ସମସ୍ତଙ୍କ ମନର ଉତ୍କଣ୍ଠା ଏବଂ ସମସ୍ତେ ନିଜର ଜୀବନ ସାଥିକୁ ଏକ ସ୍ବପ୍ନ ଅଙ୍କିଥାନ୍ତି |କିଏ ପ୍ରଥମ ଦେଖାରେ ମନରେ ତାଙ୍କୁ ଜୀବନ ସାଥି ରୂପେ ସ୍ୱୀକାର କରିନିଅନ୍ତି |ଆଉ କିଏ ଏଏହାକୁ ସମୟ ଅତିବାହିତ କରିବାର ମାଧ୍ୟମ ରୂପେ ଦେଖନ୍ତି |କିଏ ଧୋ-କାର ସ୍ୱୀକାର ହେଇଥିବା ବେଳେ କିଏ ପୁଣି ସଫଳତାର ମୁକୁଟ ସଯାଏ |ଆଜିର ଦୁନିଆରେ ପ୍ରେମ ସାଧାରଣ ଭାବେ ସୋସିଆଲ ମିଡ଼ିଆରେ ବେସି ମାତ୍ରାରେ ଭାଇରଲ ହେବାକୁ ଲାଗୁଛି |ପ୍ରଥେମେ ବନ୍ଧୁତା ଆଉ ତା ପ୍ରେମ ଗଢି ଉଠିଛି |ସେପରି ଏକ ଘଟଣାର ସ୍ୱୀକାର ହେଇଛନ୍ତି ଜଣେ ଯୁବକ ଆସନ୍ତୁ ଜାଣିବା |

ରଙ୍ଗ ନମ୍ବରରେ ପ୍ରେମ ଏହା ଏପରି ଏକ ମା-ଦକ-ତା ଯାହା ସମସ୍ତଙ୍କୁ ରୋମାଞ୍ଚକ କରି ପକେଇବ |ରାତି ରାତି ଉଜାଗର ହୋଇ ରହିବା ଶୋଇବାର ଅଭିନୟ କରିବା ସାମ୍ନା ଵାଲାର ଫୋନକୁ ଅପେକ୍ଷା କରିବା କିଛି ସମୟ ପାଇଁ ନେଟୱର୍କ ଚାଲିଗଲେ ପାଗଳ ହେଇ ଉଠିବା ପରସ୍ପରର ଟିକେ ସୁଖ ଦୁଃ-ଖ ସେଇ ଫା-ଜିଲା-ମୀ କଥା ଏସବୁ କେତେ ରୋମାଞ୍ଚକର ଲାଗେ |ସେ ରଙ୍ଗ ନମ୍ବରରେ ଫ-ସି ଯାଇଥିଲେ ଯୁବକ ଜଣଙ୍କ |ନମ୍ବର ଲାଗିଥିଲା ଜଣେ ଯୁବତୀ ପାଖକୁ କିନ୍ତୁ ସେ ଯୁବତୀ ନଥିଲେ ଜଣେ ଯୁବକ ଥିଲେ |

ଯୁବତୀ ଭାବି ବାହା ହୋଇପଡିଲେ ଯୁବକଙ୍କୁ,15ଦିନର କଥା ବାର୍ତାରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ |ଦୁଇଜଣ ଦୁହେଁଙ୍କୁ ଫୋଟ ଦେବା ନେବା ମଧ୍ୟ୍ୟ ଚାଲିଲା |ତା ପରେ ବିବାହ କରିବାକୁ ନିଷ୍ପତି ନେଲା ପୁଅଟି |ପଶ୍ଚିମବଙ୍ଗର ଉତ୍ତର ପ୍ରବୀସା ଜିଲ୍ଲା ଆଲୋକ କୁମାର ମିସ୍ତ୍ରୀଙ୍କ ସହିତ କେଦ୍ରାପଡ଼ା ମାରାୟିନା ଥା-ନ ଅନ୍ତର୍ଗତ ବିଶ୍ଵନାଥ ମଣ୍ଡଳ ଙ୍କ ଝିଅ ମେଘନା ମଣ୍ଡଳ ଙ୍କ ବନ୍ଧୁତା ଆରମ୍ଭ ହେଲା ମେଘନା ବହୁତ ସୁନ୍ଦର ଥିଲା ମେଘନାର କଥା ମେଘନା ରୀଲ ସବୁ ପାଗଳ କରି ଥିଲା ଆଲୋକକୁ ବିବାହ କରିବାର ପ୍ରତିଶୃତି ଦେବା ପରେ ଆଲୋକ ମେଘନାକୁ ଚଣ୍ଡୀଖୋଲ ଠାରେ ଅପେକ୍ଷା କରିଥିଲେ |ମେଘନା ଆସି ପହଂଚିଲା ପରେ ଦୁଇଜଣ ଭଦ୍ରକ ବାସୁଦେବପୁର କାସିଆକୁ ଚାଲି ଆସିଲେ ସେଠାରେ ଆଲୋକର ମାମୁଁ ଘର ଥିଲା |

ଆଲୋକର ମାମୁଁ ପୁଅ ରବି ଭାଉଜ ଆସି କହି ଘରକୁ ପଛୁଡି ନେଇଥିଲେ |ଭାଉଜ ବନ୍ଧା ପନା କରି ଭିତରକୁ ନେଲେ ସବୁ ଆଡେ ହୁଳହୁଳିର ଶବ୍ଦ |ବୋହୂ ହାତରେ ଥିଲା ମେହେନ୍ଦି ଏବଂ ହାତରେ ନାଲି ଚୁଡ଼ି |ମୁଣ୍ଡରେ ହାତ ଉଡ଼ନୀ ପକାଇ ନୂଆ ବହୁ ଗୃହ ପ୍ରବେଶ କରିଥିଲେ |ନବାଗତ ବର କନ୍ୟାଙ୍କୁ ଦେଖିବା ପାଇଁ ଘର ପାଖରେଯେ କେତେ ଲମ୍ବା ଧାଡି ଆପଣ ଅନୁମାନ କରିପାରୁଥିବେ |ଭୋଜି ଭାତର ଆୟୋଜନ ହେଲା ସମସ୍ତେ ନବବଧୂକୁ ଆଶୀର୍ବାଦ ମଧ୍ୟ୍ୟ ଦେଲେ |

ନିକଟରେ ସବିତା ମଣ୍ଡଳ ସେଠାକୁ ଚାଲି ଆସିଲେ |ଆଉ ହଠାତ ଅକାଶରୁ ପାହାଡ଼ ଚିଣ୍ଡିଲା ପରି ସବୁ ଚିଣ୍ଡି ଗଲା ସେ ଚିହ୍ନି ପକାଇଲେ ମେଘନା କୁ ସବିତା କହିଲେ ସେ ଝିଅ ନୁହେଁ ପୁଅ ସେ ମୋ ପୁତୁରା ହିସାବ ହେବ କଥା ପ୍ରକଟ ହୋଇଗଲା ଚାରିଆଡେ |ଫିଟି ଗଲା ନୂଆ ବହୁର ଗୁମର ତା ପରେ ସମସ୍ତେ ତାର ଶାଢ଼ୀ ଫିଟାଇ ପକାଇଲେ ଆଉ ଜାଣିଲେ ସେ ଝିଅ ନୁହେଁ ପୁଅ |ମେଘନା କୁ ଗ୍ରାମ ଲୋକ ମାଡ଼ ମା-ରି-ବା ଆରମ୍ଭ କରିଦେଲେ ଏବଂ ଆଉ କଉ ପୁଅ ସହ କଥା ହେବାକୁ ମଧ୍ୟ୍ୟ ମନା କଲେ |

Leave a Reply

Your email address will not be published. Required fields are marked *