ମାଳିସାହିରେ ଖୁସିର ଆସର,କହିଲେ ମୋ ଦେହ,ଯାହାକୁ ଇଛା ମୁଁ ତାକୁ ଦେବି…….

ଭାରତ ଏପରି ଏକ ଦେଶ ଯେଉଁଠାରେ ଅନେକ ପ୍ରକାର ଲୋକ ରହିବା ସହିତ ଅନେକ ଧରଣ ର ପେଶା ବୃତ୍ତି ମଧ୍ୟ ରହିଛି । ତେବେ ଏକ ପେଶା ରହିଛି ଦେହଜୀବୀ ବୃତ୍ତି । ଏହାକୁ ସମସ୍ତେ ଏକ କଳ-ଙ୍କିତ ବୃତ୍ତି ବୋଲି କହିଥାନ୍ତି । ତେବେ ଏହି ବୃତ୍ତି ରେ ଅନେକ ମହିଳା ନିଜ ଇଚ୍ଛା ରେ ଆସିଥାନ୍ତି ତା ଅନେକ ମହିଳା ପରିସ୍ଥିତି ଚାପ ରେ ପଡ଼ି ପାଦ ରଖିଥାନ୍ତି । ତେବେ ଆଉ କିଛି ଜଣଙ୍କ ଠାରେ ଏପରି ଘ-ଟଣା ଘଟିଥାଏ ଯେ କିଛି ଦଲାଲ ମହିଳା ଙ୍କୁ ବାଧ୍ୟ କରି ବିକ୍ରୀ କରି ଦେଇଥାନ୍ତି ।

ସେ କହୁଛନ୍ତି ମୋ ଦେହ ମୁଁ ଯାହା କୁ ବି ଦେବୀ ତମେ କହିବା ପାଇଁ କିଏ ।ଯଦି ମୋ ଦେହ କୁ ତମେ ବେବହାର କରିକି ନିଜର ମନ କୁ ଶାନ୍ତି ଦଇପାରୁଛ।ଆଉ ତମ ସେହି ଲୁଲୁପୋ ଦୂ-ର୍ଷ୍ୟ ଦେଖିବା ପାଇଁ ମୋ ବସିଛି।ତମେ ମୋତେ କହିପାର ମୁ ଗୋଟେ ସେ-କ୍ସ କାମଚାରୀ, ଆଉ ମୁଁ ଗୋଟେ ଯୌ-ନ କର୍ମଚାରୀ ।

ମୋ ଦେହ ମୁ ଯାହାକୁ ବି ଦେବୀ ତମେ ଆଉ କହିବା ପାଇଁ ନଥିବ କି ରକଟକ କରିବା ପାଇଁ ମଧ୍ୟ ନଥିବ ଯଦି ମୁଁ ମୋ ଦେହକୁ ବିକି ତମ ମନ କୁ ଶାନ୍ତି ଦେଇପାରୁଚି ତାହେଲେ ମୁଁ ତମଠୁ ବହୁତ ଭଲ।ତମେ ମୋତେ ତମ ନିଜ କାମ ରେ ବ୍ୟାବହାର କରିପାରୁଛ ତାହେଲେ ତମେ ମୋ ଦୟା ରେ ବଞ୍ଚିଚ।ତମେ ମୋତେ ଆଉ ରେଡ ଲାଇଟ ର ପା-ପି-ନୀ ଝିଅ ମୋତେ କହିପାରିବନି ତମେ।କାରଣ ମୋ ପାଇଁ ତମ ଯୌ-ନ ଶାନ୍ତି ପାରୁଛି।ନା ତମେ ମୋତେ ଗି-ର-ଫ କରିପାରିବ ନ ମୋତେ ସେଇ ଅନ୍ଧ କାର ଭିତ ର କୁ ନେଇକି କିଛି କରିପାରିବ ଏବେ ତମେ ମୋ ସହ କିଛି ବି କରିପାରିବନି।

ନା ତମେ ମୋ ପିଲା ଠାରୁ ମୋତେ ଅଲଗା କରିପାରିବ ମୋ ପିଲା ମାନେ ବି ଇ-ଯତ ସହ ବଂଚିବେ।ଏବେ ସୁପ୍ରିମ କୋଟ ମୋତେ ମଞ୍ଜୁରୀ ଦେଇଛି ନା ପୋ-ଲି-ସ ମୋ ଉପରେ ଜୁ-ଲମ କରିପାରିବେ ନା କେହି ମୋ ଫୋଟୋ ଦେଖେଇପାରିବେ।ତମେ ମୋତେ ଚରି-ତ୍ର ହୀନ ବୋଲି କହି ପାରିବନି,ମୁ ଏଇ ଅନ୍ଧାର ଗଳିରେ ବଞ୍ଚିବି ମୋ ଦେହ ସହ ମୋ ଦେହ ମୋ ଇଛା ମୁ ଯାହା ବି କରେ।କେହି ମୋତେ ଏବେ କିଛି କହିବେନି।

Leave a Reply

Your email address will not be published. Required fields are marked *