ବର୍ଷା ତ ସାଙ୍ଗରେ ରହିବା ପାଇଁ ଚାହୁଁଛନ୍ତି, ତା ହେଲେ କାହିଁକି ବାରମ୍ବାର ବାରମ୍ବାର ସ୍ଵାମୀଙ୍କ ନାମରେ କେ-ସ ଦେଉଛନ୍ତି ?

ପୁଣି ଥରେ ବର୍ଷା ଓ ଅନୁଭବଙ୍କ ବିବାଦ ସାମ୍ନାକୁ ଆସିଚି । କିଛି ଦିନ ପୂର୍ବେ ଏହା ଏକ ପାରିବାରିକ ଝ-ଗ-ଡା ଭାବେ ସାମ୍ନାକୁ ଆସୁଥିଲା ଆଉ ସେହି ମା-ମ-ଲା ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ହେବା ପରେ ପରିବାର ସାମ୍ନାକୁ ଆସିଥିଲ ଆଉ ଏବେ ସାରା ଓଡ଼ିଶା ବାସୀ ସାମ୍ନାକୁ ଆସିଥିଲା । ତେବେ ଏହି କଥା କିଛିଦିନ ପୂର୍ବରୁ ଥମି ଯାଇଥିଲେ ମଧ୍ୟ ଏବେ ପୁଣି ଥରେ ଅନୁଭବ ଏହାକୁ ନେଇ ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି ।

ଯାହାକୁ ନେଇ ତାଙ୍କୁ ପୁଣି ଥରେ ବି-ବା-ଦ ଘେରକୁ ଆସିବାକୁ ପଢ଼ିଛି। ସେ ସୋସିଆଲ ମିଡ଼ିଆରେ ଆସି ଏକ ଲାଇଭ ଭିଡିଓରେ କହିଥିଲେ କି ବିବାହର ପ୍ରଥମ ଦିନରୁ ବର୍ଷା କେବେ ହେଲେ ଅନୁଭବକୁ ସ୍ବାମୀ ହେବାର ଅଧିକାର ଦେଇ ନାହାନ୍ତି।

ଆଉ ଏହି ଘଟ-ଣାକୁ ନେଇ ଏବେ ଜନସାଧାରଣଙ୍କ ପ୍ରତୀ-କିୟା ମଧ୍ୟ ରହିଛି । ଏହା ବ୍ୟତୀତ ବର୍ଷାଙ୍କ ଓକିଲଙ୍କ କହିବା ଅନୁସାରେ ଅନୁଭବ ପ୍ରଥମେ ବର୍ଷାକୁ ଡି-ଭ-ର୍ସ ଦେବାକୁ ପିଟି-ସନ ଦା-ଖଲ କରିଥିଲେ । ଯଦି ସେ ବର୍ଷାଙ୍କ ଠୁ ଡି-ଭ-ର୍ସ ଚାହୁଥିଲେ ତାହାଲେ ସେ ଏବେ ପୁଣି କାହିକି ସେ କଥାକୁ ସୋସିଆଲ ମିଡିଆ ପ୍ରକାଶ କରିଛନ୍ତି । ବୋଲି ପ୍ରଶ୍ନ ଉଠାଇଛନ୍ତି।

ଆଉ ଏହା ମଧ୍ୟ କହିଛନ୍ତି କି ବର୍ଷା କେବେ ହେଲେ ବି ଅନୁଭବ କୁ ଗୋଟେ ସ୍ବାମୀ ହେବାର ଅଧିକାର ଦେଇ ନାହାନ୍ତି । 2008 ରେ ଭଲ ପାଇବା ଆରମ୍ଭ ହେବା ପରେ 2014ରେ ସେ ବିବାହ କରିଥିଲେ। ଏହା ପର ଠାରୁ ବର୍ଷା କେବେ ହେଲେ ବି ଅନୁଭବ କୁ ତାଙ୍କର ସ୍ବାମୀ ହେବ ର ମର୍ଯ୍ୟା-ଦା ଦେଇ ନାହାନ୍ତି।ସେମାନେ କେବେ ଗୋଟେ ସ୍ବାମୀ ଓ ସ୍ତ୍ରୀ ଭଳି ରହି ନାହାନ୍ତି ବୋଲି କୁହା ଯାଇଥିଲା ।

Leave a Reply

Your email address will not be published. Required fields are marked *