ମୁଁ ମାଆ ହେବା ପାଇଁ ଚାଂହୁଥିଲି,ହେଲେ ଅନୁଭବ ମୋତେ କୌଣସି ପ୍ରକାରର ସହଯୋଗ କଲେନି !

ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ ମହାନ୍ତିଙ୍କ ଦୁଇ ଦୁଇଟି ଭିଡ଼ିଓ ପରେ ଶେଷରେ ମୁହଁ ଖୋଲିଲେ ବର୍ଷା । ଆଉ ବଖାଣିଲେ ସତ ଘ-ଟଣା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଅନୁଭବଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଭିଡ଼ିଓ ପରେ ମୁହଁ ଖୋଲିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସ୍ବାମୀଙ୍କୁ କାଉଣ୍ଟର କରି ପଚାରିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ।

ଥାନାରେ ଏତଲା ଦେଲା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ରଖିଥିଲେ ନିଜ ପକ୍ଷ । ଫ୍ୟାନକ୍ଲବ ମାଧ୍ୟମରେ ସ୍ବାମୀଙ୍କ ଉପରେ ବର୍ଷିଥିଲେ ପତ୍ନୀ ବର୍ଷା । ଏହାସହ ଅନୁଭବଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ମାରିଛନ୍ତି ସେ ତେରଚ୍ଛା ପ୍ରଶ୍ନ ବାଣ । ଫଳରେ ନିଜ ବୈବାହିକ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଦମ୍ପତି । ସେପଟେ, ଅଭିିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ତୃତୀୟ ଭିଡିଓ । ଯାହା ଏବେ ବହୁତ ଭାଇରଲ ହବାରେ ଲାଗିଛି ।

ଏବେ ଅନୁଭବ କହୁଛନ୍ତି ବାହାଘର ଗୋଟେ ଦିନ ପରେ ବି ସେମାନେ ଏକାଠି ହଉନାହାନ୍ତି ଯାହା ଦୁଃ-ଖ ଘ-ଟଣା।ସେ କହୁଛନ୍ତି ବର୍ଷ ତାଙ୍କ ସହ ସହଯୋଗ କରୁନାହାନ୍ତି।ତୋ ସେ ବାହାଘର ପରେ ସେ ତାଙ୍କ ଓକିଲ କୁ ନେଇ ୪୭ ପେଜ୍ ରେ ସେ ଲେଖିଛନ୍ତି ବାହାଘର ପରେ ଚଉଠି ରାତିରେ ତାଙ୍କ ପତ୍ନୀ ବର୍ଷ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ମନା କରିଥିଲେ।ଆଉ ସେ ମଧ୍ୟ ରାଜି ହୋଇଯାଇଥିଲେ।ସେମାନେ ବହୁତ ଜାଗାକୁ ବୁଲିବା ପାଇଁ ଯାଇଥିଲେ କିନ୍ତୁ ସେମାନଙ୍କ ଭିତରେ କିଛି ହେଲାନାହିଁ।ସେ ଅନୁଭବଙ୍କୁ ତାଙ୍କ ପାଖକୁ ଆସିବା ପାଇଁ ମନା କରୁଥିଲେ।ଅପର ପକ୍ଷରେ ବର୍ଷ କହୁଛନ୍ତି ତାଙ୍କୁ ଶାରୀ-ଟିକ ସ-ମ୍ପର୍କ ରଖିବା ପାଇଁ ଅନୁଭବ ଆଗ୍ରହ ପ୍ରକାଶ କରୁନଥିଲେ ଯେଉଁଥି ପାଇଁ କି ସେ ଏତେ ପର୍ଯ୍ୟନ୍ତ ମାଆ ହୋଇ ନାହାନ୍ତି।

ଅନୁଭବ ସେ ସବୁ କାମ କରିବା ପାଇଁ ମନା କରିଛନ୍ତି।ତୋ କଣ ପାଇଁ ଏମିତି ବର୍ଷା କଣ ଅନୁଭବ ଙ୍କ ସକ୍ଷମ ବାହାରେ ଏସବୁ କାମ।ସେ ସବୁ କାମ କରିବା ବେଳେ ଅନୁଭବ ରାକ୍ଷସ ପାଲଟି ଯାଉଥିଲେ ଯାହା ଫଳରେ ବର୍ଷା ତାହା ସାହିପାରୁ ନଥିଲେ।କଣ ରହିଛି ଏହାର ରହସ୍ୟ ।ଏହା କେତେ ବିଶ୍ବାସଯୋଗ୍ୟ? କେତେ ଗ୍ରହଣୀୟ ? ଯେଉଁ ଭାଇ-ଭଉଣୀ ମାନ୍ୟବରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଥରେ ଭାବି ଦେଖନ୍ତୁ ଏଇଟା ପ୍ରାକଟିକାଲି ପସିବଲ କି ?” ତେବେ ଅନୁଭବ ମହାନ୍ତିଙ୍କର ଏହି କଥାଟିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଜନ ସାଧାରଣ । ଲୋକେ କହୁଛନ୍ତି ସେ ଜଣେ ବହୁତ ଭଲ କଳାକାର ହୋଇଥିବାର ପ୍ରମାଣ ତାଙ୍କର ଅଭିନୟରୁ ହିଁ ପ୍ରମାଣିତ ହୋଇ ଯାଉଛି ।

Leave a Reply

Your email address will not be published. Required fields are marked *