ଗୋଟିଏ ପୁଅ ଗୋଟିଏ ଝିଅ କୁ ବାହା ହେଇ ସ୍ତ୍ରୀ ଭାବରେ ୬ ବର୍ଷ ରହିବା ପରେ ମଧ୍ୟ ସ୍ତ୍ରୀ କୁ ଛୁଇଁଲା ନାହିଁ,ତାହାଲେ ସମସ୍ୟା ଟା ପୁରୁଷ ର ନଥିଲା କହିଲେ ଅନୁଭବ ମହାନ୍ତି।

ନାମ ନନେଇ ପୁରୁଷତ୍ଵ ଉପରେ ପ୍ରଶ୍ନ ଉଠାଇଲେ, ପୃଥିବୀର ୮ମ ଆଶ୍ଚର୍ଯ୍ୟ,ଏମିତି କିଛି ଲେଖି ଅନୁଭବ ଙ୍କୁ ଟା-ର୍ଗେ-ଟ କଲେ ବର୍ଷା ଙ୍କ ଫ୍ୟାନ।ମାନ୍ୟବର ତାଙ୍କ ସ୍ତ୍ରୀ ଙ୍କ ସହ ଆମେରିକା,ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ, ମୁମ୍ବାଇ,ଚେନ୍ନାଇ ଏମିତି କେତେ ଜାଗା ବୁଲୁଛନ୍ତି। ଏକାଠି ରହିଲେ ଏକାଠି ଖାଇଲେ,ମାତ୍ର ସ୍ତ୍ରୀ ବର୍ଷା ତାଙ୍କୁ ସାମାନ୍ୟ ଛୁଇଁବା ପାଇଁ ଦେଲେନି ? ଏହା ପୃଥିବୀର ୮ମ ଆଶ୍ଚର୍ଯ୍ୟ,ବିଶ୍ୱାସ ନହେଲେ ବି ବିଶ୍ୱାସ କରିବା ପାଇଁ ପଡ଼ିବ। ଆଉ ଯଦି ଏହି କଥା ଟି ସତ ତାହାଲେ ପୁରୁଷ ର କିଛି ସମସ୍ୟା ନଥିଲା ତ ? ବର୍ଷାଙ୍କ ଫ୍ୟାନସ ଏମିତି କିଛି ।

ନିଜ ସ୍ତ୍ରୀ ଙ୍କୁ ବଦନାମ କରି ଓଡ଼ିଶା ବାହାରେ ରହୁଥିବା ସ୍ତ୍ରୀ ଙ୍କୁ ବାହା ହେବା ପାଇଁ ଏହା କୌଣସି ଷ-ଡ଼ଯ-ନ୍ତ୍ର ନୁହେ ତ।କଣ ପାଇଁ ମାନ୍ୟବର ଦିଲ୍ଲୀରେ ସୋସିଆଲ ମିଡିଆ ରେ ଅଧିକରୁ ଅଧିକ କମେଣ୍ଟ ପାଇଁ ଏତେ ପଇସା ଖର୍ଚ୍ଚ କରିଛନ୍ତି । ନିଜ ସ୍ତୀ କୁ ଏକ ପାରିଲେନି ନା ତାଙ୍କ ଲୋକପ୍ରିୟତା କୁ ସହୀ ପାରିଲେନି,ଯେଉଁ ପାଇଁ ଏକ ସ୍ପେସିଆଲ୍ ଟିମ୍ ଗଠନ କରି ପ୍ରବଳ ପଇସା ଖର୍ଚ୍ଚ କରିଛନ୍ତି,କଣ ପାଇଁ ଏତେ ଡର । ଏତେ ଷ-ଡ଼ଯ-ନ୍ତ୍ର କରି ଗୋଟେ ବାପ ଛେ-ଉଣ୍ଡ ଝିଅ କୁ ହଇ-ରାଣ କରିବା ଠିକ୍ ନା ସବୁ କିଛି ଠିକ୍ ଠାକ୍ କରି ସମାଧାନ କରିନେବା ତା ଠିକ୍ ।

ମାନ୍ୟବର ତାଙ୍କ ସ୍ତ୍ରୀ ଙ୍କୁ ପ୍ରଶ୍ନ କରୁଛନ୍ତି ପୁଣି ଚ୍ୟା-ଲେ-ଞ୍ଜ ବି କରୁଛନ୍ତି ତାହା ପୁଣି ସୋସିଆଲ ମିଡିଆରେ। କଣ ତାଙ୍କ ପକରେ ତାଙ୍କ ସ୍ତ୍ରୀ ର ଫୋନ ନମ୍ୱର୍ ନାହି ଓ ନମ୍ୱର୍ କଣ ବ୍ଲକ ଲିଷ୍ଟ୍ ରେ ପଡ଼ିଛି ଓନବ୍ଲକ କରି କଥା ହେଇହବନି। ମାନ୍ୟବର ସୋସିଆଲ ମିଡିଆକୁ ବ୍ୟବହାର କରି ଜଣଙ୍କୁ ଏମିତି ଅପମାନ କରିବା ଦ୍ୱାରା ଜନସମାଜ୍ ଉପରେ ଏହାର କୁପ୍ର-ଭାବ ପଡୁଛି ।

ଯାହାଦ୍ବାରା ଆଗାମୀ ଦିନରେ ଲୋକ ମାନେ ନ୍ୟା-ୟାଳ-ୟ ଓ ପ୍ରଶା-ସନ ଉପରେ ଭରସା ଉଠିଯିବ,ରାସ୍ତାଘାଟ ଯେଉଁଠି ପରି ସେଇଠି ଭିଡ଼ିଓ କରି ପ୍ରତି-ଶୋଧ ନେବେ। ଜନସମାଜ ଅସୁର-କ୍ଷିତ ହେଇ ଚାଲିବେ।ଯଦି ଜଣେ ଲ ମେକର୍ କାନ୍ଦି ରାତିରେ ସୋସିଆଲ ମିଡିଆରେ ଭିଡ଼ିଓ ବନେଇ ନିଜ ସ୍ତ୍ରୀ ର ଚରିତ୍ର ବିଷୟରେ କହିବେ ତାହାଲେ ସାଧାରଣ ଜନତା ତାଙ୍କ ଠାରୁ ଏହି ଶିକ୍ଷା ଗ୍ରହଣ କରିବେ ତ ?

Leave a Reply

Your email address will not be published. Required fields are marked *