ଦେହ ବ୍ୟବସାୟର ଷ୍ଟିଂ ଅପ-ରେ-ସନ: ମୋର ସବୁ ଭଲମାଲ, ଦୋକାନ ପାଖରେ ଠିଆ ହେଇଥା… ଡାକିଲେ ଆସିବୁ….

ଯୁବକ ଜଣକ ସାଇକଲ ରେ ଜଣେ ମହିଳା ଜଣକ ପାଖରେ ପହଞ୍ଚିଛନ୍ତି ।ଯୁବକ ଜଣକ ସାଇକଲଟିକୁ ଦୋକାନ ପାଖରେ ଷ୍ଟାଣ୍ଡ କରି ଦୋକାନ ପଛପଟେ ଥିବା ଏକ ଘରକୁ ଯାଇଛନ୍ତି ଓ ସେଠାରେ ଥିବା ମହିଳା ଜଣଙ୍କ ସହ କଣ କଥା ହଉଛନ୍ତି ।ମହିଳା ଙ୍କ ସହ କଥା ସରିବା ପରେ ହାତକୁ ଟଙ୍କା ବଢ଼େଇଦେଉଛନ୍ତି । ମହିଳା ଜଣକ ଯୁବକ କୁ ଦୋକାନ ପାଖକୁ ପଠେଇଦେଇ ସେଠାରେ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ ।ଯୁବକ ମଧ୍ୟ ତାଙ୍କ କଥା ମାନି ଦୁକାନ ପାଖରେ ମହିଳା ଙ୍କ ଇ-ଶା-ରା କୁ ଅପେକ୍ଷା କରି ବସିଥିଲେ । ଏହାପରେ ଦୋକାନ ଭିତରେ ବସିଥିବାର ଜଣେ ଯୁବକ କୁ ଇ-ଶା-ରା ଦେଉଛନ୍ତି,ଆଉ ଯୁବକ ପୁଣି ଥରେ ସେହି ମହିଳା ପାଖକୁ ଯାଉଛନ୍ତି ।

ଟଙ୍କା ମୂଲଚାଲ ବି ହଉଛି, ବଢ଼େଇଦେଉଛନ୍ତି ବି ଟଙ୍କା। ୫୫୦ ଟଙ୍କା ରେ କଥା ଫିକ୍ସ ହେଇଥିଲା । ଯୁବକ ଜଣଙ୍କ ମହିଳାଙ୍କୁ ସେଇଠି ପଚାରୁଛନ୍ତି କି ପିଲା ଭଲ ଅଛନ୍ତି ଟି? ମହିଳା ଜଣଙ୍କ କହୁଛନ୍ତି ମୋର ସବୁ ଝିଅ ଗୁଡ଼ାକ ଭଲ ଅଛନ୍ତି,ମୋର ସବୁ ଗୁଡା ଭଲ ମାଲ୍। ଆଉ ଏହାପରେ ଅନ୍ଧାରୀ ଗୁ-ମ୍ଫା ଭଳିଆ ସେହି ଘର ଭିତରକୁ ମହିଳା ଯୁବକ ଜଣଙ୍କୁ ନେଇ ଯାଉଛନ୍ତି ।

ଅନ୍ଧାରିଆ ହେଇଥିବା ସେହି ଆଜବେଷ୍ଟ ଘରର ରୁମ୍ ଭିତରେ ରୁମ୍ ଆଉ ସେଇ ରୁମ୍ ଭିତରେ ଆଉ ଗୋଟେ ରୁମ୍ । ମହିଳା ଜଣକ ସେହି ଅନ୍ଧା-ରିଆ ରୁମ୍ ଭିତରକୁ ନେଇଯାଉଛନ୍ତି ଯୁବକଙ୍କୁ । ଆଉ ଏହାପରେ ଦେହରୁ ସବୁ କପଡ଼ା ଖୋଲି ଉଲ-ଗ୍ନ ଅବସ୍ଥାରେ ସେହି ଯୁବକ ଜଣଙ୍କ ଆଗରେ ଛିଡ଼ା ହେଇଯାଇଥିଲା ମହିଳା,ଏହାପରେ ଚାଲୁଛି ଦେ-ହ କାର-ବାର ।ଆଉ ଏହା ହେଉଛି ଖୋର୍ଦ୍ଧା ରେ ଧରା ପଡ଼ିଥିବା ସେ-କ୍ସ କାରବାର ର କିଛି ଷ୍ଟିଂ ଅପ-ରେସନ ଯାହା ଏବେ ସାମ୍ନାକୁ ଆସିଛି। ସରକାରୀ ଜାଗା ଉପରେ ଚାଲିଥିଲା ଏହି ସେ-କ୍ସ କାର-ବାର।

ଜାତୀୟ ରାଜପଥ ରେ ଆଗରେ ଚାଲିଥିଲା ଚିକେନ ସେଣ୍ଟର ଆଉ ପଛରେ ଥିଲା ସରକାରୀ ଅଫିସ ତା ପଛରେ ଚାଲିଥିଲା ଏହି ବେ-ଶ୍ୟା କାର-ବାର । ବାଲୁଗାଁ ଏସ ପି ଡି ଓ ଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥା-ନା ଅଧିକାରୀ ଏହି ବେ-ଶ୍ୟାଗା-ର ଉପରେ ଚ-ଢାଉ କରିଥିଲେ ଓ ସେହି ମହିଳା ଜଣଙ୍କୁ ଉଠାଇ ନେଇଛନ୍ତି ମାତ୍ର ମହିଳା ଯେମିତି ପୋ-ଲି-ସ ଗାଡ଼ି ଭିତରେ ହସ ମଜାରେ ବସିଛନ୍ତି ଜଣା ପଡ଼ୁଛି ଫେରିଲେ ସେ ପୁଣି ଏହି ବ୍ୟବସାୟ କୁ ଫେରିବେ । ଶୁଣିବା ଅନୁସାରେ ଲୋକାଲ ଝିଅ ମାନଙ୍କୁ ୨-୩ ହଜାର ଟଙ୍କା ଆଉ ଟାଉନ୍ ଝିଅ ମାନଙ୍କୁ ୧୦-୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍ ଫି-କ୍ସ୍ କରୁଥିଲେ ଏହି ମହିଳା ।

Leave a Reply

Your email address will not be published. Required fields are marked *