ସ୍ତ୍ରୀ ବଏଫ୍ରେଣ୍ଡକୁ ଧରି ଘରେ ରହୁଛି, ସ୍ୱାମୀ ଷ୍ଟେସନରେ ଶୋଉଛି..ପୁରୁଷମାନେ କଣ ର-କ୍ତମାଂ-ସରେ ଗଢା ନୁହଁ କି ..

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘ-ଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘ-ଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘ-ଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘ-ଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘ-ଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘ-ଟ-ଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏହିଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘ-ଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘ-ଟଣା ସବୁ ଘ-ଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘ-ଟଣା ଦେଖିବାକୁ ପାଉଥିବେ।କାରଣ ଏହିଭଳି କିଛି ଘ-ଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ପୁରୁଷ ମାନଙ୍କ ଉପରେ ବହୁତ ଅତ୍ୟା-ଚାର ହୋଉଛି ଯାହା ଏହା କୌଣସି ବି ପଦକ୍ଷେପ ନିଆଯାଉନାହିଁ।

ବରିଷ୍ଠ ଓକିଲଙ୍କ କହିବା ଅନୁସାରେ ମହିଳା ମାନଙ୍କ କଥା ଅଧିକ ଗୁରୁତ୍ବ ଦିଆଯାଉଛି ଆଉ ପୁରୁଷ ମାନଙ୍କୁ ଦିଆଯାଉନାହିଁ।ସେ କହିଛନ୍ତି ଯେ ଫ୍ୟାମିଲି କୋର୍ଟ ରେ ୧୫ ବର୍ଷ ,୨୦ ବର୍ଷ ଧରି ଗୋଟେ ଗୋଟେ ଡି-ଭ-ର୍ଷ କେ-ସ ଚାଲିଛି।ସ୍ବାମୀ ଷ୍ଟେସନ୍ ରେ ଶୋଉଚି,ସ୍ତ୍ରୀ ବୟ ଫ୍ରେଣ୍ଡ୍ ସହ ସୂର୍ଯ୍ୟନଗର ଭଳି ଜାଗାରେ ଆରାମ ରେ ଘରେ ରହୁଛି।ଏଠି ସମସ୍ତେ ନ୍ୟା-ୟ ପାଇବା ଦରକାର।ଆଜି କଳି ଯୁଗରେ ସ୍ୱାମୀ ଙ୍କୁ ଛାଡି ଆଉ କାହା ସହ ପଳେଇବା କଥା ଆମେ ଡେଲି ଶୁଣିବାକୁ ମିଳୁଛି।ତୋ ଏମାନଙ୍କ ପାଇଁ ଗୋଟେ ଆଇନ ହଉ ଆଉ ସେମାନଙ୍କ କଥା ଜଲଦି ଶୁଣାଯାଉ ଆଉ ଜଲ୍ଦି ନ୍ୟା-ୟ ମଧ୍ୟ ମିଳୁ ବୋଲି ବରିଷ୍ଟ ଓକିଲ କହିଛନ୍ତି।

Leave a Reply

Your email address will not be published. Required fields are marked *