ମଝି ସମୁଦ୍ରରେ ଡଙ୍ଗାରେ ଲାଗିଗଲା ନି-ଆଁ , ଜୀବନ୍ତ ଜ-ଳିଗଲେ ୭ ଲୋକ

ଦୁର୍ଘ-ଟଣା କେତେବେଳେ ବି କାହା ସହ ହୋଇପାରେ । ଦୁର୍ଘ-ଟଣା ହେବା ପୂର୍ବରୁ ସୂଚନା ମିଳିନଥାଏ । ଏହା ଅଚାନକ ଆସେ ଓ ନିଜ ସହ ନେଇଯାଏ ମୂଲ୍ୟବାନ ଧନ ଜୀବନ । ସେଭଳି ଏକ ହୃଦୟ ବିଦାରକ ଦୁର୍ଘ-ଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଛାତି ଥରି ଉଠିବ । କାରଣ ଭିଡିଓରେ ଜୀ-ଅଁ-ନ୍ତା ଜ-ଳି ଯାଉଛନ୍ତି ୭ ଜଣ । ଲୋକମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମର୍ଥ ହୋଇ ନଥିଲେ ।

କାରଣ ଏହି ନି-ଆଁ ପାଣି ମଝିରେ ଏକ ଡଙ୍ଗାରେ ଲାଗି ଯାଇଥିଲା । ସମୁଦ୍ର ମଝିରେ ଲୋକମାନେ ନିଜକୁ ବଞ୍ଚାଇବାକୁ କିଛି କରି ପାରିନଥିଲେ । ଫଳରେ ନି-ଆଁର ଆଁରେ ପଶି ପାଉଁଶ ହୋଇ ଯାଇଛନ୍ତି ଲୋକେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦ୍ରରେ ଏକ ଯାତ୍ରୀ ବାହୀ ଡଙ୍ଗାରେ ନି-ଆଁ ଲାଗି ଯାଇଛି । ନି-ଆଁର ଭ-ୟାବ-ହତା ଏତେ ଥିଲା ଯେ ସେଥିରୁ କଳା କଳା ଧୂଆଁ ବାହାରିବାରେ ଲାଗିଥିଲା । ପୂରା ଅଞ୍ଚଳ ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା । ଆଉ ଏଥିରେ ଜ-ଳି ପୋଡ଼ି ଛାରଖାର ହୋଇ ଯାଇଥିଲେ ଯାତ୍ରୀଙ୍କ ସମେତ ସମସ୍ତ ଜିନିଷ ପତ୍ର ।

ତେବେ ବନ୍ଧୁଗଣ ନି-ଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦୂରରୁ ବି ସ୍ପଷ୍ଟ ଦିଶୁଥିଲା । ଡଙ୍ଗା ଜ-ଳି ଯାଉଥିବା ବେଳର ଦୃଶ୍ୟକୁ ଦୂରରୁ ଜଣେ ବ୍ୟକ୍ତି ମୋବାଇଲରେ କ-ଏ-ଦ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଘ-ଟଣା ଫିଲିପାଇନ୍ସର । ଏଠାରେ ଏକ ଯାତ୍ରୀ ବାହୀ ଡଙ୍ଗାରେ ନି-ଆଁ ଲାଗି ଯାଇଥିଲା । ଆଉ ନିଆଁ ଲାଗିବା ଯୋଗୁ ୭ ଜଣଙ୍କର ମୃ-ତ୍ୟୁ ହୋଇଛି । ଫିଲିପାଇନ୍ସର ଉପକୂଳ ପୋ-ଲି-ସଙ୍କ କହିବାନୁସାରେ, ମେ ୨୩ ସୋମବାର କ୍ୟୁଜୋନ୍‌ ଅଞ୍ଚଳରେ ଏହି ଦୁର୍ଘ-ଟଣା ଘ-ଟିଛି ।

ଏହି ଘଟଣାରେ ୧୦୫ ଜଣଙ୍କୁ ଉ-ଦ୍ଧା-ର କରାଯାଇଛି । ତେବେ ନି-ଆଁ ଲାଗିବାର କାରଣ ସମ୍ପର୍କରେ ଏବେ ଯାଏଁ ଜଣା ପଡ଼ିନାହିଁ । ନି-ଆଁ ଲାଗିବାର କାରଣ ପୋ-ଲି-ସ ଖୋଜୁଛି ଆଉ ତଦାରଖ କରୁଛି । ଏହି ଘଟ-ଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇତି ମଧ୍ୟରେ ହଜାରେରୁ ଅଧିକ ଲୋକ ଦେଖି ସାରିଲେଣି । ଆଉ କେବଳ ସେତିକି ନୁହଁ ଭିଡ଼ିଓ ଦେଖି ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ କମେଣ୍ଟ ବକ୍ସରେ ନିଜର ଶୋକ ବ୍ୟକ୍ତ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *