ବାହାଘରର ୧୩ ବର୍ଷ ପରେ ସ୍ୱାମୀକୁ ଧୋ-କାଦେଇ ପ୍ରେମିକ ସହ ଫେ-ରାର ହେଲା ସ୍ତ୍ରୀ, ଲୁ-ଟିନେଲା ସବୁ ଧନ ସମ୍ପତି

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସ-ମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁ-ଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅ-ବୈ-ଧ ସ-ମ୍ପ-ର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝ-ଗ-ଡ଼ା ଆଶାନ୍ତି ଲାଗିରହେ।ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝ-ଗ-ଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘ-ଟଣ ଘ-ଟିଯାଏ, ଏପରି କି ଛାଡ଼-ପତ୍ର ମଧ୍ୟ ହୋଇଯାଇଥାଏ। ତେବେ ଏହା ପିଲା ମାନଙ୍କ ଉପରେ ବହୁତ ଖରାପ ପ୍ର-ଭାବ ପଡିଥାଏ। ପରୋ-କିୟାପ୍ରୀ-ତି ଯୋଗୁଁ ଅନେକ ପରିବାର ଭା-ଙ୍ଗିଯାଉଥିବା ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ଜଣେ ମହିଳା ନିଜର 4 ବର୍ଷର ପିଲାକୁ ଛାଡି ଅନ୍ୟ ଯୁବକ ସହିତ ପଳେ-ଇଥିବା ଅଭି-ଯୋଗ ଆସିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ।

ପୁରୁଷ ଜଣକ ମନ ଦୁଃ-ଖ ରେ ବସିଛି କଣ କରିବା କିଛି ବୁଝିପାରୁନି ସେ।କେମିତି ଦୁଇ ଛୁଆ ମଣିଷ କରିବୋ।ତାଙ୍କ ନାଁ ସୁଧୀର ପାତ୍ର କହିଛନ୍ତି ଆମ ବାହାଘର କୁ ୧୨ ବର୍ଷ ହେଇ ସାରିଛି ସେ ପୁଣି କଣ ପାଇଁ ଏମିତି କଲେ ମୁ କିଛି ବୁଝିପାରୁନି।ମୋରୋ ସବୁ କିଛି ମୁ ତାଙ୍କ ନାମରେ କରିଦେଇଛି।ମୁ ଏବେ ଦାଣ୍ଡ ରେ ଭିକାରି ହୋଇଯାଇଛି।ଏମିତି ବି କିଏ କରେ ନିଜ ଛୁଆ ଆଉ ସ୍ୱାମୀ ସହ।ଏହା ଏକ ଲ-ଜ୍ୟାକର କଥା ଯାହା ସମାଜ ପାଇଁ ସମାଜ ପାଇଁ ଭଲ ଉପଦେଶ ନୁହଁ।

ଛୁଆ ମାନେ ଏବେ ମାଆ କୁ ଖୋ-ଜୁଛନ୍ତି କୁଆଡେ ଗଲା ଆମ ମାଆ, ଫେରିଆ ଆମ ପାଖକୁ ଏହି ସବୁ କଥା କହି କା-ନ୍ଦି ପକୋଉଛନ୍ତି ଛୁଆ ମାନେ।ସୁଧୀର କହିବା ଅନୁଯାୟୀ ସେ ତାଙ୍କ ସ୍ତ୍ରୀ ଙ୍କ ଲଭର ମାନସ ସହ ଦେଖି ଥିଲେ।ସେ ତାଙ୍କୁ କହିଲେ କି ତୁ ମୋ ସହ ପ-ଳେ-ଇ ଆ ଆମ ଛୁଆ କଥା ତ ଭାବିକି ଫେରିଆ କିନ୍ତୁ ସିଏ ଆସିଲେ ନାହିଁ ସେ କହିଲେ ମୁ ମାନସ ସହ ରହିବି।ମାନସ ମଧ୍ୟ ତାଙ୍କୁ ରଖିବା ପାଇଁ ଇଚ୍ଛା କରୁଛନ୍ତି।ଛୁଆ ଗୁଡା ଏବେ କେମିତି ଚଳିବେ ମା ବିନା। ସେ ପୋ-ଲି-ସ ଙ୍କ ପାଖ ରେ ଅଭି-ଯୋଗ କରିଛନ୍ତି

କୌଣସି କଥାରେ ପୋ-ଲି-ସ ଧ୍ୟାନ ଦେଉ ନାହାନ୍ତି। ସେମାନେ ଯୁବକ ଜଣକର କଥା ଶୁଣିବା ପାଇଁ ନାରାଜ ତେବେ ଯୁବକ ଜଣକ କିଛି ଉପାୟ ନକରି ତାଙ୍କୁ ନ୍ୟା-ୟ ନମିଳିଲେ ଥା-ନା ଆଗରେ ଆ-ତ୍ମହ-ତ୍ୟା କରିବେ ବୋଲି କହିଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ଦେଖନ୍ତୁ। ଯଦି ଏହି ପୁରୁଷ ଜାଗାରେ ଜଣେ ମହିଳା ଥାନ୍ତା ତାହାଲେ କଣ ପୋ-ଲି-ସ ତାଙ୍କୁ ଛାଡିଥାନ୍ତା। ହେଲେ ଏପରି କରିବା ବଦଳରେ ପୋ-ଲି-ସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହାଁନ୍ତି। ଏଭଳି ଅନେକ ପୁରୁଷ ପ୍ରତି ଅନ୍ୟା-ୟ ହେଉ ଥିବା ଦେଖିବା ପାଇଁ ମିଳିଛି। ତେଣୁ ଆପଣ ମାନେ ତାଙ୍କୁ ନ୍ୟା-ୟ ପାଇଁ ସ୍ୱର ଉଠାନ୍ତୁ।

Leave a Reply

Your email address will not be published. Required fields are marked *