ବୃଦ୍ଧ ମାକୁ ହ-ତ୍ୟା କରି ଝରକା ଫାଙ୍କରେ.. ଶୋଇଛି ସୁନା ଝିଅ

ତେବେ ବନ୍ଧୁଗଣ ରାଉରକେଲା ଉଦିତନଗର ଥା-ନା ବାସନ୍ତୀ କଲୋନୀରୁ ଆସିଛି ଲୋ-ମଟା-ଙ୍କୁରା ଖବର । ମା’ର ମୃ-ତଦେ-ହ ସହିତ ୫ ଦିନ । ମା’ର ମୃ-ତଦେ-ହ ନିକଟରେ ପାଞ୍ଚ ଦିନ ବସି ରହିଥିଲା ଦି-ବ୍ୟା-ଙ୍ଗ ଝିଅ । ରାଉରକେଲା ବାସନ୍ତି କଲୋନୀର ଘ-ଟିଛି ଏପରି ଘ-ଟଣା । ପୋ-ଲିସ ଘଟଣାସ୍ଥଳରେ ପହଞ୍ଚି ମୃ-ତଦେ-ହକୁ ଜ-ବତ କରିବା ସହ ଉକ୍ତ ଝିଅକୁ ଚିକିତ୍ସା ଲାଗି ମେଡିକାଲକୁ ପଠାଇଛି । ତେବେ ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଠିକା ଶ୍ରମିକ ଥିଲେ ନରୋତ୍ତମ ପୁରୀ ।

ସେ ବାସନ୍ତୀ କଲୋନୀର କ୍ୱାର୍ଟର୍ସ ନମ୍ବର ଏଫ୍‌ଏଲ୍‌/୨୨୩ରେ ୭୦ ବର୍ଷୀୟ ପତ୍ନୀ ମଞ୍ଜୁ ପୁରୀ ଓ ଝିଅ ପ୍ରିୟଙ୍କା ଓରଫ ଚିନୁଙ୍କ ସହ ରହୁଥିଲେ । ଗତବର୍ଷ କରୋନାରେ ନରୋତ୍ତମ ଆଖି ବୁଜି ଦେଇଥିଲେ । ବାପାଙ୍କ ମୃ-ତ୍ୟୁ ପରେ ଝିଅ ମାନ-ସିକ ଭାରସାମ୍ୟ ହରାଇ ବସିଥିଲେ । ଅନେକ ସମୟରେ ପ୍ରିୟଙ୍କା ଘର ଭିତରେ ପ୍ରଳାପ କରୁଥିଲେ । ମଞ୍ଜୁ ବାହାରକୁ କୁଆଡେ ଯାଉଥିଲେ ତୋ ବାହାର ପଟୁ ତାଲା ପକାଇ ଯାଉଥିଲେ । କାରଣ କାଳେ ଝିଅ କବାଟ ଖୋଲି କୁଆଡ଼େ ପଳାଇଯିବ ।

ହେଲେ ଗତ ୫ ଦିନ ହେବ ଘରଟି ବନ୍ଦ ରହିଥିଲା । ବାହାରୁ ତାଲା ମଧ୍ୟ ପଡ଼ିନଥିଲା । ତେବେ କିଛି ଦିନ ହେଲା ଭିତରୁ କୌଣସି ଶବ୍ଦ ପାଖ ପଡୋଶୀ ଶୁଣି ନଥିବା କହିଛନ୍ତି । ସୋମବାର ସଂଧ୍ୟାରେ କିନ୍ତୁ ଘର ଭିତରୁ ଦୁ-ର୍ଗ-ନ୍ଧ ବାହାରୁଥିବାରୁ ସ-ନ୍ଦେ-ହ କରି ପଡ଼ୋଶୀ ରାଉରକେଲା ଉଦିତ୍ ନଗର ଥା-ନାକୁ ଯାଇ ପୁ-ଲି-ସ୍‌କୁ ସୂଚନା ଦେଇଥିଲେ । ଉଦିତନଗର ଥା-ନା ପୁ-ଲି-ସ୍‌ କବାଟ ଖୋଲି ଗୋଟିଏ ଖଟରେ ମାଆର ଗଳିତ ମୃ-ତଦେ-ହ ଏବଂ ଅନ୍ୟ ଏକ ଖଟରେ ଝିଅଟି ଏକାକୀ ନିଶ୍ଚିନ୍ତ ରେ ଶୋଇ ରହିଥିବାର ଦେଖିବାକୁ ପାଇଥିଲେ ।

ପୁ-ଲି-ସ୍‌ ମୃ-ତଦେ-ହ ଜ-ବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍‌ ନେଇଥିବା ବେଳେ ଝିଅକୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଛି । ମାଆର ମୃ-ତ୍ୟୁ ବିଷୟରେ ଝିଅ କିଛି ହେଲେ ଜାଣିନାହିଁ କି ସେ ବିଷୟରେ କିଛି କହୁ ନଥିବାରୁ ପୁ-ଲି-ସ୍‌ ଚି-ନ୍ତାରେ ପଡ଼ିଯାଇଛି । ପୁ-ଲି-ସ୍‌ ସମ୍ପୃକ୍ତ ଘରକୁ ବନ୍ଦ କରି କବଜାରେ ନେଇଯାଇଛି । ମଙ୍ଗଳବାର ଘର ଭିତରେ ଛା-ନ୍‌ଭି-ନ୍‌ କରିବା ପରେ ସୁରାକ ଖୋ-ଜି-ବାକୁ ଚେଷ୍ଟା କରିବ ପୁ-ଲି-ସ୍‌ ।

Leave a Reply

Your email address will not be published. Required fields are marked *