ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ବିରୁ-ଦ୍ଧରେ ପୁଣି ଅଭି-ଯୋଗ ଆଣିଲେ ବର୍ଷା । ଅନୁଭବଙ୍କ ଲାଇଭ୍ ଭିଡ଼ିଓ ପଛରେ ଜାଗୃତିଙ୍କ ହାତ ଥିବା ନେଇ ସ-ନ୍ଦେହ !

ତେବେ ବନ୍ଧୁଗଣ ବିବାହ ବି-ଚ୍ଛେଦ ମା-ମ-ଲାରେ ଛ-ନ୍ଦି ରହିଥିବା ଅନୁଭବ ମହାନ୍ତି ନିକଟ ଅତୀତରେ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଦୁଇଟି ଫଟୋ ପୋଷ୍ଟ କରିଥିଲେ । ଆଉ ସେହି ପୋଷ୍ଟ ରେ ଲେଖିଥିଲେ “ତୁମ ପରି ଜଣେ ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବା ସବୁ ବେଳେ ଏକ ସୁନ୍ଦର ଅନୁଭବ, ମୋ’ ପ୍ରିୟ ବାନ୍ଧବୀ ।” ଆଉ ବାସ୍ ସେବେଠାରୁ ହିଁ ଆରମ୍ଭ ହୋଇଯାଇଥିବା ସିଲସିଲା ।

ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜାଗୃତି ଶୁକ୍ଳାଙ୍କ ସାଙ୍ଗରେ ଦିଲ୍ଲୀର ଏକ ବିଳାସମୟ ହୋଟେଲ୍ ରେ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । ଜାଗୃତି ଶୁକ୍ଳଙ୍କ ସହ ଅନୁଭବ ମହାନ୍ତିଙ୍କ ଫଟୋ ଯୋଡ଼ିକ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଥିଲା ଓ ଦୁହିଁଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଯାଇଥିଲା । ତାପରେ ଜାଗୃତି ନିଜର ପ୍ରତି-କ୍ରିୟାରେ ବର୍ଷାଙ୍କୁ ସିଧା ଟା-ର୍ଗେ-ଟ କରିଥିଲେ । ଜାଗୃତି ଜବାବ୍ ଦେଇଥିଲେ ଯେ ଏମିତି ମନ୍ତବ୍ୟ ଦେଉଥିବା ଲୋକେ ହେଉଛନ୍ତି ଅନୁଭବଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ । ବର୍ଷା ଅନୁଭବଙ୍କ ପାରିବାରିକ ବି-ବା-ଦ ମଧ୍ୟରେ ସବୁବେଳେ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଲାଙ୍କ ସହ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚା ହୋଇଆସୁଛି।

ତେବେ ସୂଚନା ଅନୁସାରେ ଜାଗୃତି ଶୁକ୍ଳା ପେଶାରେ ଜଣେ ଟେଲିଭିଜନ୍ ସାମ୍ବାଦିକା । ସେ ମଧ୍ୟ ଜଣେ କବି । ଆଉ ସେ ଦିଲ୍ଲୀରେ ରହନ୍ତି । ତେବେ ବର୍ତମାନ ସମୟରେ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବି-ବା-ଦ ମା-ମ-ଲା ପୁଣିଥରେ ଚର୍ଚାକୁ ଆସିଥିବା ବେଳେ ଜାଗୃତି ଶୁକ୍ଳାଙ୍କ ନାମ ମଧ୍ୟ ମଝିକୁ ଆସିଛି ଓ ଏହା ସୋସିଆଲ ମିଡ଼ିଆ ପୋଷ୍ଟରେ ପୁଣି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ଅନୁଭବଙ୍କ ସୋସିଆଲ ମିଡ଼ିଆରେ ଲାଇଭ୍ ଭିଡ଼ିଓକୁ ନେଇ ବର୍ଷା ଯେଉଁ ଏଫ୍-ଆଇ-ଆର୍ ଦେଇଥିଲେ ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ୨୦୧୨ ରେ ବିବାହ ପରେ ଅନୁଭବ ତାଙ୍କ ଉପରେ ନିର୍ଯ୍ୟା-ତନା ଆରମ୍ଭ କରିଦେଇଥିଲେ । ନିଜର କ୍ଷମତା ବଳ ଓ ଅର୍ଥର ପ୍ରୟୋଗ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ତଳିତଳାନ୍ତ କରିଦେଇଛନ୍ତି ଅନୁଭବ । ଆଉ ତା ସହିତ ବାନ୍ଧବୀ ଜାଗୃତି ଶୁକ୍ଳା ତାଙ୍କର ଡି-ଭୋ-ର୍ସ ପଛର କାରଣ ବୋଲି ସେ ସେହି କପିରେ ଉଲ୍ଲେଖ କରିଛନ୍ତି । ଆଉ ଦୁଇ ଦୁଇଟି ଲାଇଭ ଭିଡ଼ିଓ ପଛରେ ଜଗୃତିଙ୍କ ନିର୍ଦେଶ ଥାଇପାରେ ବୋଲି ମଧ୍ୟ ସେ କହୁଛନ୍ତି । ତେବେ ଅନୁଭବ ବର୍ଷା ବି-ବା-ଦ ମଧ୍ୟରେ କଣ ପ୍ରକୃତ ଚରିତ୍ର ରହିଛି ଜାଗୃତି ଶୁକ୍ଳାଙ୍କର ତାହା ଆଗକୁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *