ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ସ୍ତ୍ରୀ କୁ ଭଉଣୀ କହି ଯୁବତୀଙ୍କ ଠାରୁ ସର୍ବସ୍ବ ଲୁ-ଟିଲେ ଯୁବକ।

ସତରେ ଏଇ ଦୁନିଆ କେତେ ସ୍ୱାର୍ଥପର। ଏଥରେ କେବଳ ସ୍ବାର୍ଥ ଭାରି ରହିଚି । ଏହି ସ୍ବାର୍ଥପର ଦୁନିଆ ରେ ସମସ୍ତେ କେବଳ ନିଜ ସ୍ବାର୍ଥ ପଛରେ ଧାଇଁଥାନ୍ତି । କେହି ବି କାହା କଥା ଚିନ୍ତା କରିବାକୁ ଆଦୌ ରାଜି ନୁହଁନ୍ତି । ସମସ୍ତେ ଆଜି ଆସୁଛନ୍ତି ଆଉ କାଲି ଧୋ-କା ଦେଇ ଚାଲି ଯାଉଛନ୍ତି । ତେଣୁ ଏ ଦୁନିଆଁର ଲୋକଙ୍କୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀ-ରିକ ସ-ମ୍ପ-ର୍କ ଆଉ ତାପରେ ଧୋ-କା ଦେଇ କୁଆଡେ ଚାଲି ଯାଉଛନ୍ତି ଯେ ତାଙ୍କୁ ଆଉ ଖୋ-ଜିଲେ ବି ମିଳିବନି

ଏହା ଗୋଟିଏ ଦିନର କଥା ନୁହେଁ ନୀତିଦିନିଆ ଏଭଳି ଅନେକ ଖବର ବା ଘ-ଟଣା ସାମ୍ନାକୁ ଆସୁଅଛି । ଅନେକ ଲୋକ ବିବାହ କରିବା ପ୍ରତି-ଶ୍ରୁତି ଦେଇ ଏଭଳି କାଣ୍ଡ କରି ଯୁବତୀ ଙ୍କୁ ଧୋ-କା ଦେଇ ଚାଲି ଯାଉଛନ୍ତି ଆଉ କେତେକ ଯୁବତୀ ବିବାହିତା ହୋଇ ମଧ୍ୟ ସ୍ୱାମୀ ସୁଖ ନ ପାଇ ପର ପୁରୁଷ ଆଡକୁ ଆକ-ର୍ଷିତ ହୋଇ ଯାଉଛନ୍ତି ।ସମାଜରେ ଏମିତି ଅନେକ ଘ-ଟ-ଣା ସାମ୍ନାକୁ ଆସୁଚି ।

https://youtu.be/E1e-u0wBC1c

ଏବେ କିଛି ଦିନ ହେବ ରାଜଧାନୀ ରେ ଲଭ୍ ସେ-କ୍ସ୍ ଧୋ-କା ଅଧିକ ମାତ୍ରାରେ ଚାଳିଛି । ଭୁବନେଶ୍ଵର ରେ ପ୍ରେମିକାଙ୍କ ସହ ଦେଢ଼ ବର୍ଷ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ମଧ୍ୟ ଧକା ଦେଇ ଦୁଇ ଲକ୍ଷ ଟଙ୍କା ଲୁ-ଟି ନେଲେ ଯୁବକ । ସ୍ତ୍ରୀ କୁ ନିଜର ଧରମ ଭଉଣୀ କହି ଲୁ-ଟି ନେଇଥିଲେ ଟଙ୍କା । ପୁଅକୁ ଭଣଜା କହି ପ୍ରେମିକା ସହ ଚିହ୍ନାଉଥିଲେ ଯୁବକ ଟଙ୍କାକୁ ହଡ଼ପ କରିବା ପାଇଁ ଯାଇ ସ୍ୱାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରିଥିବା ଅଭି-ଯୋଗ ଆଣିଥିଲେ ପ୍ରେମିକା ତେବେ ଚନ୍ଦକା ଥା-ନାରେ ପ୍ରେମିକ ବି-ରୋ-ଧ ରେ ଏ-ତ-ଲା ମଧ୍ୟ ଦା-ଖଲ କରିଥିଲେ ଯୁବତୀ ।

ସେହି ସ୍ବାମୀ ସ୍ତ୍ରୀ ମିଶି ଏହି ଯୁବତୀକୁ ମା-ଡ଼ ମା-ରିଥିବା କଥା ମଧ୍ୟ ସାମ୍ନାକୁ ଆସିଚି ଏବଂ ଜୀବନ ରୁ ମା-ରି-ବା ପାଇଁ ଚେଷ୍ଟା କରୁଥିଲେ ବୋଲି ମଧ୍ୟ ଯୁବତୀ ଜଣକ କହିଛନ୍ତି। ଘର ଲୋକ ମଧ୍ୟ ବିବାହକୁ ସ୍ୱୀକୃତି ପ୍ରଦାନ କରିଥିବାର କଥା ମଧ୍ୟ ସେ କହିଛନ୍ତି । ତେବେ ଆବେ ଯୁବତୀ ତାଙ୍କ ପ୍ରତି ହେଇଥିବା ଆ-ନ୍ୟା-ୟକୁ ବି-ରୋ-ଧ କରିଛନ୍ତି ଆଉ ନ୍ୟା-ୟ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *