ସାମ୍ନାକୁ ଆସିଲା ନନ୍ଦିନୀ ଙ୍କ ହ୍ୱାଟସ୍ଆପ ଚାଟ୍ । ଧରା ପଡ଼ିଗଲା ତାଙ୍କ ମି-ଛ । ଆଉ ତାହାପରେ ନନ୍ଦିନୀ କଣ ଜବାବ୍ ରଖିଲେ ଚାଲନ୍ତୁ ଜାଣିବା ।

ମୁଁ ନନ୍ଦିନୀ । ଆଉ ମୁଁ ମୋର ନି-ନ୍ଦା କେବେବି ହେବାକୁ ଦେବିନି । ସେଥିପାଇଁ ମୋତେ ଯେତେ ମି-ଛ କହିବାକୁ ପଡ଼ିବ ମୁଁ କହିବି । ଆଜ୍ଞା ହଁ ଦର୍ଶକ ବନ୍ଧୁ । ଶଶୁର ଘର ଲୋକେ କେବଳ ଭାତ ସହ ଆଚାର ଖାଇବାକୁ ଦେବା । ସ୍ଵାମୀ ଓଲା ଟା, କଥା କହିଲେ ପାଟି ଲାଗେ । ମାଆର ବୋଲକରା । ମାଆ ଯାହା କୁହେ ତାହା କରେ । ରଙ୍ଗମିସ୍ତ୍ରୀ ଟା କିନ୍ତୁ ମୋତେ କହିଲା ବିଲଡର ବୋଲି । ମୁଁ ତାକୁ ଆଗରୁ ଜାଣି ନଥିଲି ।

ଶାଶୁଘର ଲୋକେ ମୋତେ ନି-ର୍ଯ୍ୟାତ-ନା ଦେଲେ ଆଉ ସେଥିପାଇଁ ମୁଁ ଶାଶୂ ଘର ଛାଡ଼ି ଚାଲି ଆସିଲି । କିନ୍ତୁ ଏସବୁ ମି-ଛ କହିବା ପରେ ତାହାର ଜବାବ୍ ରଖିଥିଲେ ନନ୍ଦିନୀ ଙ୍କ ସ୍ଵାମୀ ବଳରାମ । ଆଉ ବିବାହ ପୂର୍ବରୁ ନନ୍ଦିନୀ ଙ୍କ ସହିତ ପ୍ରେ-ମାଳ-ପ କରିଥିବାର ପ୍ରମାଣ ହିସାବରେ ନିଜର ହ୍ୱାଟସ୍ଆପ ଚାଟ୍ ମଧ୍ୟ ଦେଖାଇଥିଲେ । ଯେଉଁଥିରେ ନନ୍ଦିନୀ ବାହାଘର ପୂର୍ବରୁ ନିଜେ ବଳରାମଙ୍କୁ ଵେବି ଵେବି ଡାକୁଥିଲେ । କପଲ୍ ମାନଙ୍କ ଭଳିଆ “ଆଇ ଲଭ୍ ୟୁ”, “ଆଇ ମିସ୍ ୟୁ” ଏବଂ “ଆଇ କିସ୍ ୟୁ” ବୋଲି କହୁଥିଲେ ।

ଏମିତିକି ସକାଳୁ ସକାଳୁ ନିଜର ସୁନ୍ଦରିଆ ଫୋଟ ସବୁ ପଠାଇ ଗୁଡ଼ ମର୍ଣିଂ ଜାନୁ ଓ ଗୁଡ଼ ନାଇଟ ଧନ ବୋଲି ମଧ୍ୟ କହୁଥିଲେ । ବୋଧହୁଏ ନନ୍ଦିନୀ ଭୁଲି ଯାଇଥିଲେ ଯେ ଯଦି ଥରଟିଏ ମି-ଛ କୁହାଯାଏ ତାହେଲେ ମି-ଛ ଲମ୍ବି ଯାଇଥାଏ । କିନ୍ତୁ ଏବେ ନନ୍ଦିନୀଙ୍କ ବିରୁ-ଦ୍ଧରେ ଏବେ ଥା-ନାରେ ଦୁଇ ଦୁଇଟି ଏ-ତ-ଲା ଓ ଛଅଟି ଦ-ଫା ଲାଗିଛି ନାନ୍ଦିନୀଙ୍କ ବିରୁ-ଦ୍ଧରେ । କିନ୍ତୁ ଏତିକି ବେଳେ ଗୋପନରେ ଲୁ-ଚି ଯାଇଛନ୍ତି ନନ୍ଦିନୀ । ୧୨ ତାରିଖରେ ବାହା ହୋଇ ୧୩ ରେ ଫେ-ରା-ର ହୋଇ ଯାଇଥିଲେ ନନ୍ଦିନୀ ।

ଆଉ ତାପରେ କେଉଁଠି ଗୋପନରେ ରହି ଯାଇଛନ୍ତି ସେ । ଆଉ ଯଦି ନନ୍ଦିନୀଙ୍କ ଶାଶୂଘର ଲୋକଙ୍କ ଅଭି-ଯୋଗ ସତ ହୁଏ ସେ ଯଦି ସତରେ ସୁନା ଗହଣା ନେଇ ଫେ-ରା-ର ହୋଇ ଯାଇଥାଏ ତେବେ ଏବେ ନନ୍ଦିନୀ ଗୋପନରେ ରହି ଏହା ହିଁ ଭାବୁଥିବେ ଯେ ଯିଏ ଯାହା କହୁ ମୋର ଢ଼ୋ । ଆଉ ସେପଟେ କାଳେ ନନ୍ଦିନୀଙ୍କ ଭିଣୋଇ ବାରମ୍ବାର ବଳରାମ ସାହୁଙ୍କ ଧ-ମ-କ ଦେଉଛନ୍ତି । ଏତେ ସବୁ ପରେ ଖାଲି ଦେଖିବା ବାକି ରହିଲା ଯେ ପୋ-ଲି-ସ୍ କେବେ ନନ୍ଦିନୀକୁ ଧରିବାରେ ସଫଳ ହେଉଛି ଆଉ ପ୍ରକୃତ ସତ ଟା କଣ କେବେ ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *