କୁରୁକ୍ଷେତ୍ର ପାଲଟିଲା ନନ୍ଦନକାନନ : ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଆକ୍ର-ମଣ,ଦେଖନ୍ତୁ ଲାଇଭ ଭିଡ଼ିଓ

ତେବେ ମିଳିଥିବା ଖବର ଅନୁସାରେ ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମର-ଣାନ୍ତ-କ ଆକ୍ର-ମଣ କଲେ କର୍ମଚାରୀ । ଗୋଡ଼ାଇ ଗୋଡ଼ାଇ ପି-ଟିଲେ । ଲହୁ ଲୁ-ହାଣ ବି କଲେ । ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ର-ମଣର ଶି-କାର ହେଲେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ । ଏନେଇ ଥା-ନାରେ ଅଭି-ଯୋଗ ହୋଇଥିବା ବେଳେ ପୁ-ଲି-ସ୍‌ କିଛି ଆକ୍ର-ମଣକାରୀଙ୍କୁ ଅ-ଟ-କ ରଖି ତ-ଦ-ନ୍ତ ଚଳାଇଛି । ଗତକାଲି ଅପରାହ୍ନରେ ଏପରି ଘ-ଟ-ଣା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଘ-ଟିଥିଲା । ଛତିଶଗଡ଼ରୁ ଆସିଥିବା ପ୍ରାୟ ୨୬ ଜଣ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କା-ଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା ।

ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପା-ଟିଗୋ-ଳ କରିଥିଲେ । ଏହାକୁ ନେଇ ଉ-ତ୍ତ୍ୟ-କ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ ସେମାନଙ୍କୁ ଠେ-ଲାପେ-ଲା ଧ-ସ୍ତାଧ-ସ୍ତି କରିଥିଲେ । ଉତ୍ତେ-ଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ । ପରେ ସେମାନେ ମିଳିତ ଭାବେ ଆସି ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପି-ଟିଥିଲେ । ଏହି ଆକ୍ର-ମଣ ଯୋଗୁ ୫ ଜଣ ଗୁରୁ-ତର ହୋଇଛନ୍ତି ।

ନନ୍ଦନକାନନ ଥା-ନାରେ ଏତଲା ପରେ ପୁ-ଲି-ସ୍‌ ଘଟ-ଣାର ତ-ଦ-ନ୍ତ ଆରମ୍ଭ କରି  କିଛି ଆକ୍ର-ମଣକା-ରୀଙ୍କୁ ଅଟକ ରଖିଛି । ନନ୍ଦନକାନନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ କର୍ମଚାରୀଙ୍କ ଏପରି ଆଚ-ରଣ ଘ-ଟଣା ପ୍ରଚା-ରିତ ହେବା ପରେ ସେମାନେ ଭ-ୟଭୀ-ତ ହୋଇ ଯାଇଛନ୍ତି । ଏପରିକି ନନ୍ଦନକାନନ ଯିବାକୁ ସେମାନେ ସୁର-କ୍ଷିତ ମଣୁ ନାହାନ୍ତି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜୀବ କୁମାର କହିଛନ୍ତି, ଆକ୍ର-ମଣ ଘଟ-ଣାରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରି-ପୋ-ର୍ଟ ମଗାଯାଇଛି ।

ସ୍ଥାନୀୟ ସୁର-କ୍ଷାକ-ର୍ମୀ ଓ ସିସିଟିଭି ଆଧା-ରରେ ରି-ପୋ-ର୍ଟ ଦେବାକୁ ନି-ର୍ଦ୍ଦେଶ ଦିଆଯାଇଛି । ଥା-ନାରେ ଉଭୟ ପକ୍ଷରୁ ହୋଇଥିବା ଅଭି-ଯୋଗର ତ-ଦ-ନ୍ତ କରାଯିବ । ପୁଲି-ସର ତ-ଦ-ନ୍ତ ରି-ପୋ-ର୍ଟ ଆସିବା ପରେ କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ । ଲା-ଇସେ-ନ୍ସଧାରୀ ଓ ତାଙ୍କ କର୍ମଚାରୀଙ୍କ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପନିର୍ଦ୍ଦେଶକ । ପର୍ଯ୍ୟଟକ ମାନଙ୍କୁ ଆଇ-ନକୁ ହାତକୁ ନ ନେବା ଲାଗି ଉପନିର୍ଦ୍ଦେଶକ ପରାମର୍ଶ ଦେଇଥିବା ବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭି-ଯୋଗ ଲାଗି ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *