ମୋର କିଛି ଦରକାର ନାହିଁ, ମୋ ଝିଅକୁ ମତେ ଫେରେଇ ଦିଅ,ଏମିତି କିଛି… କୋହଭରା କଣ୍ଠରେ କହୁଛି ଅସହାୟ ମା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବାହାଘର ପରେ ସ୍ବାମୀ ସ୍ତ୍ରୀ ଙ୍କ ସଂପର୍କ ଏକ ଏମିତି ସ-ମ୍ପ-ର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସ-ମ୍ପ-ର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ । ଏହି ସ-ମ୍ପ-ର୍କ ଦୁନିଆ ର ସବୁ ସ-ମ୍ପ-ର୍କ ଠାରୁ ଉର୍ଦ୍ଧ୍ଵ ରେ ରୁହେ । ବାହାଘର ଏକ ଏମିତି ସ-ମ୍ପ-ର୍କ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବହୁତ ଜରୁରୀ ହୋଇ ଯାଇଥାନ୍ତି । ପରସ୍ପର କୁ ବୁଝନ୍ତି ଏବଂ ଯେ କୌଣସି ଭି ପରିସ୍ଥିତିରେ ନିଜ ନିଜର ସାଥ ଦେଇଥାନ୍ତି ।

ତେବେ କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏହି ସମ୍ପର୍କ କୁ କଳୁ-ଷିତ କରି ଦେଉଛନ୍ତି ।ତେବେ କେତେବେଳେ ଶୁଣିବାକୁ ମିଳୁଛି କି ସ୍ତ୍ରୀ ଅନ୍ୟ ପୁରୁଷ ପାଇଁ ସ୍ୱାମୀ କୁ ଛାଡିଦେଲା କିମ୍ବା ମା-ରିଦେ-ଲା ତ ଆଉ କେତେବେଳେ ସ୍ୱାମୀ ଅନ୍ୟ ସ୍ତ୍ରୀ ର ପ୍ରେମ ରେ ପଡି ନିଜ ସ୍ତ୍ରୀ କୁ ଭୁଲି ଯାଇ ତାକୁ ଛାଡି ଦେଉଛି । ତେବେ ଏହା ସମାଜ ପାଇଁ ଏକ କଳୁ-ଷିତ କାର୍ଯ୍ୟ ଅଟେ ।ଆଜି ଏମିତି ଗୋଟେ ଖବର ଉପରେ ନଜର ପିକେଇବା ଯାହା ଏମିତି କାହାରି ସହ ନ ହଉ।

https://www.youtube.com/watch?v=4be18X58WCg

ବାହା ହବା ସମୟରେ କୁହନ୍ତି କି ଆମେ କିଛି ବି ନବୁନି ଖାଲି ଆମର ଝିଅ ଦରକାର।ଯାହା ମି-ଛ ବିଶ୍ୱାସ ଦେଇଥାନ୍ତି ।ପରେ ସେ ଝିଅ କୁ ଯୌତୁକ ନାଁ ରେ ନିର୍ଯାତନା ଦେଇଥାନ୍ତି।ଏହା ଏକ ଆ-ଇ-ନ ଅପ-ରାଧ ।କେନ୍ଦ୍ରପଡା ଜିଲ୍ଲାରେ ଏମିତି ଏକ ଖବର ଆସିଛି।ଗୋଟେ ମାଆ କାନ୍ଦିକି ତା ଛୁଆ କୁ ଖୋ-ଜୁ-ଛି ।କିଛି ନଖାଇ ନ ପିଇ ସେ ଖୋଜିବାରେ ଲାଗିଛି ।ରାତି କି ଦିନ ସବୁବେଳେ ଖୋ-ଜୁ-ଛି ହେଲେ ବିଚରା ମାଆ ର କଥା କେହିବି ଶୁଣୁ ନାହାନ୍ତି।ସେ ଗୋଟେ ପୁରୁଷ ର ହାତ ଧରି ବିବାହ କରିଥିଲେ ଆଉ ସେ ଯୌ-ତୁ-କ ନେବେନି ବୋଲି କହିଥିଲେ ।

କିନ୍ତୁ ସମୟ ଆଗକୁ ଯିବା ସହିତ ସେ ପୁରୁଷ ତାଙ୍କୁ ଯୌ-ତୁ-କ ମାଗିଲେ।ଯାହା ଝିଅ ର ମାଆ ବିଧବା ସ୍ୱାମୀ ନାହିଁ କି ପୁଅ ବି ନାହିଁ କାହାକୁ ବା କଣ କହିବ।ସ୍ମୁତିଲେଖାଙ୍କୁ ଶାଶୁ ଘର ଲୋକ ଯୌ-ତୁ-କ ମାଗିଲେ ଯାହା ତାଙ୍କ ପାଖ ନାହିଁ।ବହୁତ ତାଙ୍କୁ ଅ-ତ୍ୟାଚା-ର କଲେ। ସେ ଆଉ ସାହିପାରିଲେ ନାହିଁ ସେ ତାଙ୍କ ବିଧବା ମାଆ ପାଖ କୁ ପଳେଇ ଆସିଲେ।କିଛିଦିନ ଗଲା ପରେ ତାଙ୍କ ସ୍ୱାମୀ ଲୋକ ଲଗାଇ ତାଙ୍କ ଛୁଆ କୁ ଉଠାଇନେଲେ।ଆଉ ଟଙ୍କା ଦ୍ଵାରା ପାଇଁ ଦାବି କଲେ ନହେଲେ ସମ୍ପତି ଦବା ପାଇଁ ଦାବି କଲେ।ପରେ ବାଧ୍ୟହୋଇ ପୋ-ଲି-ସ ପାଖରେ ଅଭି-ଯୋଗ କଲେ। ପୋ-ଲି-ସ୍ ଏହାର ତ-ଦ-ନ୍ତ କରୁଚି।

Leave a Reply

Your email address will not be published. Required fields are marked *