ରେଡ୍‌ କାର୍ପେଟ୍‌ରେ ଦୀପିକାଙ୍କୁ ଦେଖି କଣ୍ଟ୍ରୋଲ୍‌ ହରାଇଲେ ବ୍ୟକ୍ତି । ମାଡି ବସି କଲେ କି-ସ୍‌, ଅସହଜ ହେଲେ ଅଭିନେତ୍ରୀ

ତେବେ ବର୍ତମାନ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ପାଇଁ ଆଜିକାଲି ଫ୍ରାନ୍ସରେ ଅଛନ୍ତି । ସେଠାରେ ସେ ନିଜର ସୌନ୍ଦର୍ଯ୍ୟ ଓ ଷ୍ଟାଇଲିସ୍ ଲୁକ ସହିତ ଲୋକଙ୍କୁ ଖୁବ୍ ଆକର୍ଷଣ କରୁଛନ୍ତି । ଦୀପିକା ପାଦୁକୋନଙ୍କ ଏକ ନୂଆ ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରୁ ସାମ୍ନାକୁ ଆସିଛି, ଯାହା ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଇଛି । ଦୀପିକା ଏକ ସୁନ୍ଦର ଲାଲ ରଙ୍ଗର ଗାଉନ୍ ପିନ୍ଧିଛନ୍ତି ଯେଉଁଥିରେ ସେ ଏକ ଡିଭା ଠାରୁ କମ୍ ଦେଖା ଯାଉନାହାଁନ୍ତି । ଦୀପିକା ଏହି ଲାଲ୍ ରଙ୍ଗର ଗାଉନରେ ଆପଣଙ୍କ ହୃଦୟ କିଣିନେବେ ।

ତାଙ୍କ ଗାଉନ ସହ ବେକରେ ଝୁଲୁଥିବା ହାରଟି ଅଭିନେତ୍ରୀଙ୍କ ଲୁକରେ ଗ୍ଲାମର ଆଡ କରିଛି । ଦୀପିକା ପାଦୁକୋନ ଆର୍ମାଗଡଡନ୍ ଟାଇମର ଫ୍ରିମାଇରେ ଏହି ଗଭୀର ନାଲି ରଙ୍ଗର ଗାଉନ୍ ପିନ୍ଧିଥିଲେ । ଦୀପିକାଙ୍କୁ ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ହାର୍ଟବିଟ୍ ବଢ଼ିଯାଇଥିଲା । ଆଉ ଏହି ସମୟରେ, ହଠାତ୍ ଦେଖିବାକୁ ମିଳିଥିଲା ଯେ ଦୀପିକା ଯେତେବଳେ ରେଡ୍ କର୍ପେଟ୍ ଉପରେ ମିଡ଼ିଆକୁ ପୋଜ୍ ଦେଉଥିଲେ ସେହି ସମୟରେ ଦୀପିକଙ୍କୁ ଦେଖି କ-ଣ୍ଟ୍ରୋ-ଲ ହରାଇଥିବା ଜଣେ ବ୍ୟକ୍ତି ମାଡିବସି ଆଲି-ଙ୍ଗନ କରିବା ସହିତ କିସ୍ କରିଥିଲେ ।

ଆଉ ଦୀପିକା ତାହାକୁ ଅସହଜ ମନେ କରି ନିଜ ଅଣ୍ଟାରୁ ଉକ୍ତ ବ୍ୟକ୍ତିଙ୍କ ହାତ ଛଡାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏଭଳି ପରିସ୍ଥିତି ସତ୍ବେ ଦୀପିକା ଏହି ପରିସ୍ଥିତିକୁ ଅତି ଚମ-ତ୍କାର ଭାବରେ ପରିଚାଳନା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।  ଯାହାର ଏକ ଭିଜୁଆଲ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଦୀପିକା କାନ୍ସ ଫିଲ୍ମ୍ ଫେଷ୍ଟିଭାଲ ଯିବା ପରେ ଏବେ ଖୁବ୍ ଚର୍ଚ୍ଚାରେ ଆସି ଯାଇଛନ୍ତି । ସୂଚନାଯୋଗ୍ୟ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ କାନ୍ସ ଫିଲ୍ମ୍ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ଏହା ୧୭ ମେ’ରୁ ୨୮ ମେ’ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କୁ ସେଠାରେ ଜୁରୀ ହେବାର ସୁଯୋଗ ମିଳିଛି ।

ତେବେ ଦୀପିକାଙ୍କୁ ରେବିକା ହଲ୍, ନୋମି ରାପେସ୍ ଏବଂ ଇଟାଲୀୟ ଅଭିନେତା ତଥା ନିର୍ଦ୍ଦେଶକ ଜସ୍ମିନ୍ ଟ୍ରିନକା ଆଦି ମହାନ୍ କଳାକାରଙ୍କ ସହିତ ଜୁରୀ ଟେବୁଲ୍‌ରେ ବସିଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଭାରତ ପାଇଁ ଏହା ଏକ ସ୍ବତନ୍ତ୍ର କାରଣ ଆମ ଦେଶ ଏକ ସମ୍ମାନଜନକ ଦେଶ ଭାବରେ ଏଥିରେ ଭାଗ ନେଉଛି ।ଏହାପରେ ସେ ରେଡ୍‌ କାର୍‌ପେଟ୍‌ରେ ଦେଖାଇଥିଲେ ନିଜ ଜଲୱା । ଯାହାକୁ ଫଟୋଗ୍ରାଫରମାନେ ନିଜ କ୍ୟାମେରା କଏଦ କରି ନେଇଛନ୍ତି । ତାଙ୍କର ଫ୍ୟାଶନ୍‌ ଆଇକନ୍‌ ଅନ୍ଦାଜ୍‌ ସମସ୍ତଙ୍କୁ ପସନ୍ଦ ଆସିଛି ।

Leave a Reply

Your email address will not be published. Required fields are marked *