ମୁଁ ଚାଁହୁଥିଲି ମୋର ପିଲା ହେଉ ..କିନ୍ତୁ କଣ ପାଇଁ ତୁମର ବର୍ତମାନ ପର୍ଯ୍ୟନ୍ତ ପିଲା ହେଇନି ବର୍ଷା..ଜବାବ ଦିଅ…

ଆପଣମାନେ ତ ନିହାତି ଭାବରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ବିଷୟରେ ନିହାତି ଭାବରେ ଜାଣିଥିବେ।ସେମାନେ ଏକ ସମୟରେ ଓଲିଉଡର ଏକ ଲୋକପ୍ରିୟ ଯୋଡି ଥିଲେ।ସମସ୍ତ ଦର୍ଶକ ମାନଙ୍କୁ ଏହି ଯୋଡି ଖୁବ ପସନ୍ଦ ଆସିଥାଏ।ତେବେ କୌଣସି ଏକ କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବି-ଛେ-ଦ ମା-ମ-ଲା ଆରମ୍ଭ ହୋଇଥିଲା ଓ ଏହା ପରେ ପରସ୍ପର ନିଜ ଠାରୁ ଅଲଗା ଅଲଗା ହେବାକୁ ଚାହୁଁଥିଲେ।ଏହାକୁ ନେଇ କୋର୍ଟରେ ମଧ୍ୟ ଅନେକ ପ୍ରକାର କାର୍ଯ୍ୟବାହି ଆରମ୍ଭ ହୋଇଥିଲା।ଏହା ତାଙ୍କର ଫ୍ୟାନ ମାନଙ୍କୁ ପସନ୍ଦ ଆସିନଥିଲା।ସେମାନେ ଏହାକୁ ନେଇ ଅନେକ ଦୁଃ-ଖ ପ୍ରକାଶ କରିଥିଲେ।ତେବେ ଏହି ମା-ମ-ଲାକୁ ଅନେକ ସମୟ ବିତିଗଲାଣି ଜେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ବି-ବା-ଦ ଚାଲିଛି।

ଅନେକ ଲୋକ ଚାହୁଁଛନ୍ତି ଯେ ଅନୁଭବ ଓ ବର୍ଷା ଏକାଠି ହୋଇଯାଆନ୍ତୁ ବୋଲି।କିନ୍ତୁ ଅନୁଭବ ତାଙ୍କର ଏକ ଲାଇଭ ଭିଡ଼ିଓରେ କହିଥିଲେ ସେଆଉ କେବେହେଲେ ଏକାଠି ହେବେନାହିଁ ବୋଲି।ତେବେ ଏହି ଖବର ବର୍ତ୍ତମାନ ସମୟରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଆପଣ ଯେଉଁଠାରେ ଦେଖିବେ ଖାଲି ସେହି କଥାର ଚର୍ଚ୍ଚା।ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ସମ୍ପର୍କରେ ମତ ରଖିଛନ୍ତି।ତେବେ ଆମେ ଆଜି ଜାଣିବା ଅନୁଭବ ମହାନ୍ତି କହିଛନ୍ତି କି ସେ ବର୍ଷାଙ୍କୁ ୨୦୦୮ ମସିହା ଠାରୁ ଭଲ ପାଇ ଆସୁଛନ୍ତି।ସେ ତାଙ୍କୁ ନିଜ ଠାରୁ ଏବଂ ସଂସାରରେ ସବୁଠାରୁ ଅଧିକ ଭଲ ପାଇଛନ୍ତି।ସେ ବର୍ଷାଙ୍କୂ ଭଲ ପାଇବା ପରେ ସେ ଆଉ ଅନ୍ୟ କାହା କଥା କେବେ ଭାବି ନାହାନ୍ତି କି ଆଉ କାହାକୁ ବି ଆଖି ଉଠାଇ ଦେଖି ନାହାଁନ୍ତି।

ଏହି ଝଡ ଏଭଳି ଭାବରେ ବଢିଲା ଯେ ପରସ୍ପର ଙ୍କ ବି-ରୋ-ଧରେ କୋର୍ଟ ରେ ମା-ମ-ଲା ରୁ-ଜୁ ହେଲା । ସୁନାର ସଂସାର ବର୍ତ୍ତମାନ ଭାଙ୍ଗି ଯାଇଛି ଏବଂ ଅନୁଭବ ଯ-ନ୍ତ୍ର-ଣା ର ସହିତ କହିଛନ୍ତି ମୁଁ ଭଲପାଇ ଭୁଲ କରିଛି । ନ୍ୟା-ୟର ଲ-ଢେ-ଇ ଚୁପ୍ ଚାପ୍ ଲ-ଢ଼ୁଛନ୍ତି ନା କେବେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ନ କେବେ ସୋସିଆଲ ମିଡିଆରେ କିଛି ଲେଖିଛନ୍ତି ପ୍ରଭୁ ଜଗନ୍ନାଥ ସତ କଣ ଆଉ ମି-ଛ କଣ।

ଦର୍ଶକ ବନ୍ଧୁ ଗତ ଦୁଇ ଦିନ ତଳେ ଅନୁଭବ ମହାନ୍ତିଙ୍କ ୩୦ ମିନିଟ୍ ର ଭିଡିଓ ଭାଇରାଲ ହେବା ପରେ କାଲି ଏହାକୁ ସତ ନୁହେଁ ବରଂ ଗପ ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ ଆଉ ଏପଟେ କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତି-କ୍ରିୟା ମିଳି ପାରିନାହିଁ।ଏହା ପରେ ମନକୁ ପଥର କରି ଏମିତି କଥା ସବୁ କହିଛନ୍ତି ।ଆଉ ସେ ବର୍ଷା କୁ ଇଣ୍ଡିକେଟି କରିକହିଛନ୍ତି ଜୀ ଅଟେ ଦିନ ଆମ ବାହା ଘୋର ହଇ ଗଲାଣି କଣ ପାଇଁ ଆମ ଛୁଆ ହେଇନି।କଣ ପାଇଁ ତମେ ଏ ବିଷୟ ରେ କେବେ ଚିନ୍ତା କରିନ ।ତମେ ତୋମ ଭଉଣୀ ର ଛୁଆ ସହି ଫୋଟୋ ଭିଡ଼ିଓ କରୁଛି ଆଉ ମୋ ସାନ ଭାଇ ଝିଅ ସହ ଫୋଟୋଭିଡ଼ିଓ କରୁଛି ଆଉ ନିଜ ର ମନ କୁ ଭୁଜେଇବା ପାଇଁ।ଏହି ସବୁ ଦୁଃ-ଖ ଭରା କଥା କହିଛନ୍ତି ଅନୁଭବ।

Leave a Reply

Your email address will not be published. Required fields are marked *