ବର୍ଷାଙ୍କ ପାଇଁ ଅନୁଭବ କଣ ସର୍ତ ରଖିଥିଲେ ?

ଅନୁଭବ ମହାନ୍ତିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ପସନ୍ଦ କରି ଥାଆନ୍ତି।ତେବେ ଅଭିନୟ ଦୁନିଆରେ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।ତେବେ ଏହି ଅଭିନେତାଙ୍କଅଭିନୟ ଜୀବନ ବାସ୍ତବରେ ଅନେକ ଲୋକଙ୍କୁ ପ୍ରଭାବିତ କରି ପାରିଛି।ଏହା ସହିତ ସେ ଜଣେ ଅଭିନେତା ହେବା ସହିତ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି।ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ଅନୁଭବ ମହାନ୍ତିଙ୍କ ୩୦ ମିନିଟ୍ ର ଭିଡିଓ ଭାଇରାଲ୍ ହେବାପରେ ସାମ୍ନାକୁ ଆସିଲେ ବର୍ଷା ପ୍ରିୟଦର୍ଶିନୀଙ୍କ ସମର୍ଥକ ଆଉ ସିଧା ସିଧା ଟା-ର୍ଗେ-ଟ କଲେ ଅନୁଭବ ମହାନ୍ତିଙ୍କୁ ଭିଡିଓର ଜବାବ ଟୁଇଟ୍ ରେ ଦେଲେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ ଆଉ ଟୁଇଟ୍ ର ଏହି ପୋଷ୍ଟକୁ ନିଜେ ଲାଇକ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ବର୍ଷାଙ୍କ ସମର୍ଥକଙ୍କ ଦ୍ବାରା ହୋଇଥିବା ଟୁଇଟ୍ ରେ ଲେଖାଅଛି ଯେ ମି-ଥ୍ୟାବା-ଦୀର ମି-ଥ୍ୟା ଆରୋ-ପର ଗପ ମି-ଛର ହାଇ ଡ୍ରାମା |

ସତ୍ୟ ଉପରେ ଅସତ୍ୟର ଚାଦର ଘୋଡେ଼ଇବା ପାଇଁ ମିଛର କାନ୍ଦ ଡ-ରେଇ ଧମକେଇ ମି-ଥ୍ୟା ଆ-ରୋ-ପ ଲଗାଇ ବର-ବାଦ୍ କରିଦେବାର ବଡ ଷ-ଡ଼ଯ-ନ୍ତ୍ର ଆଦି ଅନେକ କିଛି ଏହି ଟୁଇଟ୍ ରେ ଲେଖା ଯାଇଛି ତେବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ସମର୍ଥକ କହିଛନ୍ତି ଯେ ଆପଣ ବିଜୟିନୀ ନିଜର କଷ୍ଟକୁ ଚାପି ଶହ ଶହ ଲୋକଙ୍କ ମୁହଁରେ ସହ ଫୁଟାଉଛନ୍ତି |ବର୍ଷା ଲେଖିଛନ୍ତି ଅନୁଭବ ତାଙ୍କ କ୍ଷମତା ବଳ ଓ ଅର୍ଥର ପ୍ରୟୋଗ କରି (ଦିଲ୍ଲୀରେ ଥିବା ତାଙ୍କ ବାନ୍ଧବୀ ଯିଏ କି ମୋ ଡି-ଭୋ-ର୍ସର କାରଣ ) ମୋତେ ଓ ମୋ ପରିବାରକୁ ବଦ-ନାମ କରି ଆମର ଅପୂରଣୀୟ କ୍ଷ-ତି ଘଟାଇ ଚାଲିଛନ୍ତିଖାଲି ସେତିକି ନୁହେଁ ଡି-ଭୋ-ର୍ସ ବି ଧମ-କାଉଥିଲେ ଅନୁଭବ । ଏମିତି କି ବଣ୍ଡ ପେପରେ ସାଇନ କରିବାକୁ ବର୍ଷାଙ୍କୁ ବାଧ୍ୟ କରିଥିଲେ ଅନୁଭବ ।

ଆଉ କଣ ସବୁ ସର୍ତ୍ତ ରଖିଥିଲେ ଅନୁଭବ….

-ବର୍ଷା ଫିଲ୍ମ କରିବେନି, ଫିଲ୍ମ ଲାଇନ ଛାଡିଦେବେ

-ଜୀବନରେ କେବେ ବି ପଲିଟିକ୍ସ ଜଏନ୍ କରିବେ ନାହିଁ

-କୌଣସି ରାଜନୈତିକ ଅନୁଷ୍ଠାନକୁ ଯିବେ ନାହିଁ

-ସମାଜସେବା କରିବେ ନାହିଁ

-କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ ନାହିଁ

-ମାଙ୍କ ଘରକୁ ଯାଇପାରିବେ ନାହିଁ

-୨୪ ଘଣ୍ଟା ଘର ଭିତରେ ପଡିରହିବେ

୨୦୨୦ରେ ଅନୁଭବ ଡି-ଭୋ-ର୍ସ ବାରବାର ବର୍ଷାଙ୍କୁ ଧମ-କାଇଥିଲେ । ଡି-ଭୋ-ର୍ସ ନ କଲେ ତାଙ୍କୁ ତାଙ୍କ ପରିବାରକୁ ବର-ବଦା କରିଦେବେ ବୋଲି କହିଥିଲେ । ପୂର୍ବରୁ ଅନୁଭବଙ୍କ ନାଁରେ ଘରୋଇ ହିଂ-ସାର ଅଭି-ଯୋଗ ଆଣିଥିଲେ ବର୍ଷା ।

Leave a Reply

Your email address will not be published. Required fields are marked *