ଦେଖିବାକୁ ମିଳିଲା ଲକ୍ଷେ ଟଙ୍କା ରୋଜଗାର କରୁଥିବା ସରକାରୀ ଚାକିରିଆଙ୍କ ଦୋକାନରୁ ଗୁଟଖା ଚୋ-ରି ।

ଆରେ ଚାକିରିଆ ବାବୁଙ୍କର ୟେ କି ଅବସ୍ଥା । ୟେ କଣ କାହିଁକି ଦେଖିବାକୁ ମିଳିଲା ଯେ ସବୁ ଲୋକ ମିଶି ତାଙ୍କୁ ମା-ଡ଼ ମା-ରି ଚାଲିଛନ୍ତି । ବାବୁ ଜଣକ ଏଠାରେ ଚା ପିଇବାକୁ ଆସିଥିଲେ । ପୁନି କଣ ଏମିତି କାମ କରିଦେଲେ ଯେ ଲୋକଙ୍କ ଆକ୍ରୋ-ଶର ଶି-କାର ହୋଇ ନି-ର୍ଦ୍ଧୁ-ମ ମା-ଡ଼ ଖାଇବାକୁ ପଡ଼ିଲା ଓ ତାହା ସହ ମୁହଁ ଲୁ-ଚା-ଇବାକୁ ମଧ୍ୟ ପଡ଼ିଲା । ଲୋକେ ମଧ୍ୟ ପୁଣି କିଛି ନଶୁଣି ବର୍ଷଣ କରି ଚାଲିଛନ୍ତି ତାଙ୍କ ଉପରେ । ଏଠାରେ ଏହି ଚାକିରିଆ ବାବୁଙ୍କ ପୁଣି ଆଉ ଗୋଟିଏ ନି-ଶା ରହିଛି ।

ତାହା ହେଉଛି ଚୋ-ରି ନି-ଶା । ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚାକିରିଆ ବାବୁ ପୁଣି ରାଉରକେଲା ଇସ୍ପାତ କାରଖାନାର ଜଣେ ଉପଯୁକ୍ତ ଦରମା ପ୍ରାପ୍ତ ଅଧିକାରୀ । ଏଠାରେ ସେହି ବାବୁ ଜଣକ ପୁଣି ଆଜି ପାନ ମସଲା ଗୁଟଖା ଚୋ-ରି କରି ଧରା ପଡି ନି-ର୍ଦ୍ଧୁ-ମ ଛେଚା ଖାଇଛନ୍ତି । ଆହୁରି ସେ ବାବୁ ମଧ୍ୟ ପ୍ରଥମଥର ପାଇଁ ଚୋ-ରି କରି ନାହାଁନ୍ତି । ଏଭଳି ପ୍ରତ୍ୟେକ ଥର ଚା ପିଇବାକୁ ଆସନ୍ତି ଓ ସୁଯୋଗ ଦେଖି ପାନ ମସଲା ପୁଡିଆ ମାଳରୁ ଲୁ-ଚା-ଇ ଚୋ-ରି କରି ନେଇଥାନ୍ତି ।

ଏଥର କିନ୍ତୁ ଉକ୍ତ ଚାକିରିଆ ବାବୁଙ୍କ ବେଳା ଭଲ ନଥିଲା । କେହି ଜଣେ ତାଙ୍କର ଏହି ସବୁ କାରନାମା କୁ ଦେଖି ଚୋ-ରି କରୁଥିବାର ପ୍ରମାଣ ସଦୃଶ ରେ-କ-ଡ଼ିଂ କରି ଏକ ଭିଡ଼ିଓ ପ୍ରସ୍ତୁତ କରି ଦେଇଥିଲେ । ଏଠାରେ ଏହି ଆର୍-ଏସ-ପି ବାବୁଙ୍କ ପାନ ମସଲା ଲୋଭ ତାଙ୍କୁ ଆଜି ଫସେ଼ଇ ଦେଲା । ଚୋରି ସମୟରେ ଧ-ରା ପଡି ଉତ୍ତମ ମଧ୍ୟମ ଖାଇଲେ । ଆଉ ଏହା ସହିତ ବକେୟା ପଇସା ସବୁ ଗଣିଲେ । ବାବୁଙ୍କ ଚାକିରୀ ପୁଣି ରାଉରକେଲା ଇସ୍ପାତ କାରଖାନା ପରି ଏକ ମହାରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ । କିନ୍ତୁ ପାନ ଦୋକାନରୁ ପୁଡିଆ ଚୋ-ରି କରି ନେଉଥିବା ଅଭି-ଯୋଗରେ ଦ-ଣ୍ଡ ଗଣିଲେ ।

ଆଉ ଏହା ହେଉଛି ରାଉରକେଲା ସହରର ସବୁଠାରୁ ବ୍ୟସ୍ତ ବହୁଳ ଟ୍ରାଫିକ ଗେଟ୍ ନିକଟସ୍ଥ ଏକ ପାନ ଦୋକାନରେ ଘ-ଟିଥିବା ସତ୍ୟ କାହାଣୀର ଦୃ-ଶ୍ୟ । ଟ୍ରାଫିକ ଗେଟ୍ ଛକ ନିକଟରେ ରହିଛି ଜୟରାମ ନାୟକ ଓ ସାରଥୀ ବାରିକଙ୍କ ପାନ ଦୋକାନ । ଏହି ଦୋକାନ ନିକଟରେ ରହିଛି ଏକ ଚା ଦୋକାନ । ଏହି ୩ଟି ଦୋକାନରେ ପ୍ରତିଦିନ ଶହଶହ ଗ୍ରାହକ ଆସି ଭିଡ଼ ଜମାଇ ଥାଆନ୍ତି । ଏହାର ସୁଯୋଗ ନେଇ ସହକାରୀ ପରିଚାଳକ ଭାବରେ କାର୍ଯ୍ୟରତ ଥିବା ଆଶିଷ କେଡିଆ ନାମକ ବ୍ୟକ୍ତି ଜଣକ ଚୋ-ରି କରି ଧରା ପଡିଥିଲେ ।

Leave a Reply

Your email address will not be published. Required fields are marked *