ଭ-ୟଙ୍କର ଅଦିନିଆ ବନ୍ୟା : ବୁଡିଗଲା ଟ୍ରେନ , ଭାସିଗଲା ଷ୍ଟେସନ,ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣମାନେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ତ ଜାଣିଥିବେ । ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଅନେକ କ୍ଷ-ୟ କ୍ଷ-ତି ମଧ୍ୟ ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ମଧ୍ୟରୁ ବନ୍ୟା ହେଉଛି ଅନ୍ୟତମ । ବନ୍ୟା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଆମେ ସେହି ବନ୍ୟା ସମ୍ବନ୍ଧିତ କିଛି ଦୃ-ଶ୍ୟ ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ ।ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସାମରେ କିନ୍ତୁ ପ୍ରଳ-ୟଙ୍କା-ରୀ ବନ୍ୟା ତାଣ୍ଡବ ରଚିଛି । ତେବେ ଆସାମରେ ପ୍ରବଳ ବର୍ଷା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ରାଜ୍ୟର ମାନଚିତ୍ର ବଦଳେଇ ଦେଇଛି ।

ବନ୍ୟାଜଳ ପ୍ରଭାବରେ ରେଳ ଷ୍ଟେସନରେ ଛିଡା ଥିବା ଟ୍ରେନ ଆପେ ଆପେ ଟଳି ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳ ମଧ୍ୟ ସୃଷ୍ଟି ହୋଇଛି । ସେପଟେ କେରଳରେ ମଧ୍ୟ ପ୍ରାକ ମୌସୁମୀ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଉଛି । ସୁର-କ୍ଷାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଦିିମା ହସାଉ ଜିଲ୍ଲା ମୁଖ୍ୟ ରେଳ ଷ୍ଟେସନ ଯେଉଠି ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ ବନ୍ୟା ଜଳରେ ଆପେ ଆପେ ତଳେ ପଡିଯିବାର ଦୃ-ଶ୍ୟ କ୍ୟାମେରାରେ କ-ଏ-ଦ ହୋଇଛି।

ପ୍ରବଳ ବର୍ଷା ଷ୍ଟେସନର ମାନଚିତ୍ର ବଦଳେଇ ଦେଇଛି । ଷ୍ଟେସନରେ ଫସି ରହିଥିବା ୨୮୦୦ ଅଧିକ ଯାତ୍ରୀଙ୍କୁ ବାୟୁସେନା ସହାୟତାରେ ଉ-ଦ୍ଧା-ର କରାଯାଇଥିବା ଜଣାପଡିଛି । ଆସାମରେ ଲଗାଣ ବର୍ଷା ରାଜ୍ୟର ପ୍ରକୃତି ନ-ଷ୍ଟ କରି ଦେଇଛି । ଚାରିଆଡେ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ଅନେକ ସ୍ଥାନରେ ଭୁସ୍ଫଳନ ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଘାଟ ଘରଦ୍ୱାର ଚାରିଆଡେ ମାଡି ଯାଇଛି ବନ୍ୟାଜଳ । ପ୍ରବଳ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୨ ଲକ୍ଷରୁ ବି ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସତ-ର୍କ ସୁଚନା ଦାରି କରିଛି ପାଣିପାଗ ବିଭାଗ । ଆସାମ ସମେତ ମଣିପୁର, ମେଘାଳୟରେ ମଧ୍ୟ ଲଗାଣ ବର୍ଷା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ସେହପରି କେରଳରେ ମଧ୍ୟ ପ୍ରାକ ମୌସୁମୀ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଉଛି । ବନ୍ୟା ଜଳରେ ନଦୀ ଗୁଡିକ ମଧ୍ୟ ଭର୍ତି ହୋଇ ସାରିଛି । ସେପଟେ ସୁର-କ୍ଷାକୁ ଦୃଷ୍ଟିରେ ରଖି କେରଳର ୪ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ମତ୍ସଜୀବୀଙ୍କୁ ମଧ୍ୟ ସମୂଦ୍ର ଭିତରକୁ ନ ଜିବାକୁ ମନା କରା ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *