ତାଙ୍କର ଜିନିଷ ସେମାନେ ପରସ୍ପର ଭିତରେ ସମାଧାନ କରିବେ ,ଭିତିରି କଥା ସବୁ ନଜାଣି ଆମେ କମେଣ୍ଟ କରିବା ଠିକ ନୁହଁ

ଅନୁଭବ ମହାନ୍ତିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ପସନ୍ଦ କରି ଥାଆନ୍ତି।ତେବେ ଅଭିନୟ ଦୁନିଆରେ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ବାସ୍ତବରେ ଅନେକ ଲୋକଙ୍କୁ ପ୍ରଭାବିତ କରି ପାରିଛି।ଏହା ସହିତ ସେ ଜଣେ ଅଭିନେତା ହେବା ସହିତ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି।

ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନମଧ୍ୟରେ ସେ ଅନେକ ଲୋକଙ୍କୁ ପ୍ରଭାବିତ କରି ପାରିଛନ୍ତି।କିନ୍ତୁ କିଛି ଦିନ ତଳେ ସେ ନିଜର ପାରିବାରିକ କ-ଳ-ହ କାରଣରୁ ଚର୍ଚ୍ଚାକୁ ଆସି ଯାଇଥିଲେ।ତେବେ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷାଙ୍କ ସହିତ ତାଙ୍କର କଳହ ହେବା କାରଣରୁ ସେ ଅନେକ ଭାବରେ ଚର୍ଚ୍ଚିତ ହୋଇ ଯାଇଥିଲେ।ଏହା ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ।ତାଙ୍କର ରାଜନୀତି ଜୀବନ ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା।ଯାହା ଫଳରେ ସେ ନିଜର ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥିଲେ।

ତାଙ୍କର ତାଙ୍କର ପତ୍ନୀଙ୍କ ସହିତ ଝ-ଗ-ଡ଼ା ହେବା ପରେ ସେ ଅନେକ ଥର କୋ-ର୍ଟ ମଧ୍ୟ ଯାଇ ଥିଲେ।ଏହା ବ୍ୟତୀତ ସେଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇ ଚାଲିଛନ୍ତି ତେବେ ଏହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡ଼ିଆ ସମ୍ମୁଖକୁ ମଧ୍ୟ ଆଉ ଅଧିକ ଆସୁ ନଥିବାର ଦେଖା ଯାଉଚି।ଏହା ବ୍ୟତୀତ ସେ ବର୍ତ୍ତମାନ ନିଜର ଘରେ ରହି ଥିବା ଜଣା ପଡ଼ୁଛି।ତେବେ ଏହି କାରଣରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଏକାକୀ ହୋଇ ଯାଇଛନ୍ତି। । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏ-ତ-ଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପୁରୀ ଘାଟ ଥା-ନାରେ ଅନୁଭବଙ୍କ ବି-ରୋ-ଧରେ ଏହି ଏ-ତ-ଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଆଉ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥାରେ ଅନୁଭବ ବି-ବା-ଦ ସୃଷ୍ଟି କରୁଥିବା କଥା କହିଛନ୍ତି ବର୍ଷା ।ସେମାନେ ବିଷୟ କେହିନା କେହି କିଛି ଗୋଟେ କହୁଛି ଯାହା ଶୁଣିବା ନିହାତି ଦରକାର ।କିଏ କହୁଛିତୋ ଅନୁଭବ ମିଃଛୋ ଅଭିନୟ କରୁଛି, ତୋ କିଏ କହୁଛି ବର୍ଷ ବହନ କରୁଛି।ସେମାନଙ୍କ ବିଷୟ ରେ ଗୋଟେ ହେରୋଇଂ ଙ୍କୁ ପଚାରିବାରୁ ସେ କହିଲେ ଅନୁଭବ ଆମ ଫିଲ୍ମ ରେ ସୁପର ଷ୍ଟାର୍ ଆଉ ବର୍ଷ ଦିଦି କଇଁ ।ଯୋଡି ସେମାନଙ୍କ ବିତ ରେ କିଛି ବି ହୋଇଛି ତାହେଲେ ସେମାନେ ନିଜେ ସୋଲବେ କରିବା ଠିକ କାରଣ ଏଇଟା ତାଙ୍କ ପ୍ରଶନାଲ ଲାଇଫ ଯାହା କିଛି ନ ଜାଣି ନ ବୁଝି କହିବା ତା ଠିକ ନୁହେ।ତେଣୁ ମୁ କିଛି କହିପାରିବିନି ତାଙ୍କ ପ୍ରଶନାଲ ଲାଇଫ ରେ।

Leave a Reply

Your email address will not be published. Required fields are marked *