ଦେଖନ୍ତୁ ଭିଡ଼ିଓ : ବର୍ଷା ଓ ଅନୁଭବ ବିବାଦକୁ ନେଇ ପୁଣି ପାଟି ଖୋଲିଲେ ସୁର ଭାଇନା,ଆଉ କହିଲେ ଏମିତି କଥା ଯେ ହସିହସି ଆପଣ ବେଦମ ହୋଇଯିବେ

ବିବାହ ଗୋଟେ ଏମିତି ଶବ୍ଦ ଯାହା ସମସ୍ତଙ୍କୁ ଶୁଣିବା ପାଇଁ ଭଲ ଲାଗେ, ବିବାହ କରିବା ଵାଲା ର ହୁଏତ ଭୋଜୀ ଖାଇବ ଵାଲା ର ହଉ । ବିବାହ ଏକ ପବିତ୍ର ସମ୍ପର୍କ ଯାହା ଭଗବାନ ଗଢ଼ି ଥାନ୍ତି ଆମେ ଯାହାଇଲେବି ତାକୁ ବଦଳେଇ ପାରିବ ନାହିଁ । ଆମ ଭାରତ ରେ ଦିନ କୁ ଲକ୍ଷ ଲକ୍ଷ ବାହାଘର ହୋଉଛି । ଆମ ବାହାଘରରେ ବହୁତ ମଜା ମସ୍ତି ମଧ୍ୟ ହୁଅ ।ଭାରତରେ ବିବାହ ଅଞ୍ଚଳ, ଧର୍ମ, ସମ୍ପ୍ରଦାୟ ଏବଂ ବର ଏବଂ ବରର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ଭିନ୍ନ ହୋଇଥାଏ |

ଆସନ୍ତୁ ଜାଣିବା ଆମ ସମସ୍ତଙ୍କର ପ୍ରିୟ ହିରୋ ଅନୁଭବ ମହାନ୍ତିଙ୍କ ବିଷୟରେ।ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ।ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଅଭିନେତା ତଥା ରାଜନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବାହିକ ମତଭେଦ ପ୍ରସଙ୍ଗରେ ବୁଧବାର ଦିନ ଓଡିଶାର କଟକ ସ୍ଥିତ କନକ୍ଲେଭ ସେଣ୍ଟରରେ ଷ୍ଟାର ଦମ୍ପତି ହାଜର ହୋଇଥିଲା।

ଜୁଲାଇ 9 ରେ ଅଭିନେତାମାନେ ସମନ୍ୱୟ କେନ୍ଦ୍ରରେ ପୃଥକ ଭାବରେ ହାଜର ହୋଇଥିଲେ ଏବଂ ତେଣୁ ଜୁଲାଇ 14 ରେ ପରାମର୍ଶ ପାଇଁ ସମନ୍ୱୟ କେନ୍ଦ୍ରରେ ହାଜର ହେବାକୁ ଡକାଯାଇଥିଲା |ଜୁଲାଇ 8 ରେ ଅନୁଭା ପୁରିଘାଟ ଥା-ନାରେ ଏକ ଲିଖିତ ଅଭି-ଯୋଗ ଆଣିଥିଲେ ଯେ ତାଙ୍କ ବିରୋ-ଧରେ ଷ-ଡଯ-ନ୍ତ୍ର କରାଯାଇଛି। ତେବେ ବାରଶା ଏହି ଅଭିଯୋଗକୁ ଖ-ଣ୍ଡ-ନ କରିଛନ୍ତି। ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ସମୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ବୟାନ ଗଣମାଧ୍ୟମକୁ ଦେଇଛନ୍ତି ।ସୁର ଭାଇ ଗଣମାଧ୍ୟମ ସାମ୍ନାରେ ଅନୁଭଵଙ୍କୁ କହିଚନ୍ତି ।

ସୁର ଭାଇ କହିଛନ୍ତି-‘ଅନୁଭବ ତୁ କାଇଁ ଏଡେ ମାଇଚିଆ ଭଳିଆ ହେଉଛୁ । ତୁ ଖାଲି କହୁଛୁ ମରି ଯିବି କଣ ତୋର ହେଇଛି କି । ତୁ ଏଡେ ବଡ ଟୋକା ଆମ ହିରୋ ଓଡିଶାର ଗୋଟେ ଗର୍ବ ତୁ କହୁଛୁ ଆ-ତ୍ମହ-ତ୍ୟା କରିବି ।ତୁ ଗୋଟେ ନାରୀ ପାଇଁ ଆ-ତ୍ମହ-ତ୍ୟା କରିବୁ । ଏଡେ ସୁନ୍ଦରିଆ ହିରୋ ଆମର ଓଡିଶା ପାଇଁ ଗୋଟେ ଗର୍ବ । ଯାହା ହେବ ତା ପରେ ତୋ ପଛରେ ତ ବହୁତ ଗୋଡାଉଛନ୍ତି ନାରୀ । ଯଦି ନ ହେଲା ଆଉ ଗୋଟେ ଦେଖ ଆଉ ମ-ରିବି କାହିଁକି ବେ । ମରିବାକୁ ମୁଁ ପସନ୍ଦ କରେ ନା । ମରିବାକୁ ଯିଏ କୁହେ ସେ କାପୁରୁଷ । ତୋ ଭଳିଆ ଗୋଟେ ହିରୋ ତୁ ଓଡିଶାର ଗର୍ବ ଆମର ଆଉ ତୁ କହୁଛୁ ମୁଁ ମରିବି।ବର୍ଷା ବହୁତ ଉଠିଲାଣି ନବୀନ ପଟ୍ଟନାୟକ ତାକୁ ବହୁତ ଉଠେଇଲାଣି । ସେ ପ୍ରଚାରକୁ ଗଲାଣି।

Leave a Reply

Your email address will not be published. Required fields are marked *