“ସୁର ଭାଇନା ମୋତେ ଆଶୀର୍ବାଦ କରେ”………

ବନ୍ଧୁଗଣ ମାନ୍ୟବର ବିଧାୟକ ସୁର ରାଉତରାୟ ଙ୍କ ଆଉ ଏକ ବାଇଟ ଏବେ ସାମ୍ନାକୁ ଆସିଛି। ଯେଉଁ ବାଇଟ ରେ ସେ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଙ୍କ ବିଷୟରେ କିଛି କଥା କହିଛନ୍ତି। ଆପଣ ଜାଣିଛନ୍ତି ନିକଟରେ ଅଭିନେତା ଅନୁଭବ ମହାନ୍ତି ଏକ ଲାଇଭ ଭିଡିଓ ଜରିଆରେ ତାଙ୍କର ମନର କଥା କହିଥିଲେ।ସେ ଜଣାଇବାକୁ ଚାହିଁଥିଲେ ଯେ ତାଙ୍କ ସହ କଣ ସବୁ ହେଇଛି ଏବଂ କିପରି ଭାବରେ ସେ ମାନସିକ ସ୍ତରରେ ଦୁଃ-ଖରେ ରହିଛନ୍ତି। ଆଉ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ରେ ବି ଖବର ପ୍ରସାରିତ ହେବାକୁ ଲାଗିଲା।

ଅନୁଭବ ଙ୍କ ଅନେକ ପ୍ରସଂଶକ ତାଙ୍କୁ ସାହାସ ଦେବା ସହିତ ତାଂକ ସାଙ୍ଗରେ ଅଛନ୍ତି ବୋଲି ମତ ଦେଇଥିଲେ।ଆଉ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ସମସ୍ତଙ୍କର ପ୍ରିୟ ସୁର ରାଉତରାୟ। ଆପଣ ଜାଣିଛନ୍ତି ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଏବଂ ପରିଚିତ ଚେହେରା ହେଉଛନ୍ତି ସୁର ରାଉତରାୟ। ସର୍ବ ଦଳ ନିର୍ବିଶେଷରେ ତାଙ୍କୁ କିଏ ବା ନଜାଣେ।ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ଏବଂ ତାଙ୍କର ଡାଇଲଗ ପାଇଁ ବେଶ୍ ପରିଚିତ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ।ଜଣେ ନିର୍ଭୀକ, ସାହାସୀ ଏବଂ ରୋ-କଠୋ-କ ବ-ୟା-ନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାଆନ୍ତି ସେ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି।

ତେବେ ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜା-ରି ରଖିଥାନ୍ତି।ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘ-ଟ-ଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଯେଉଁ ଦଳର ବ୍ୟକ୍ତି ହେଲେ ବି ସୁରଙ୍କ ମନ୍ତବ୍ୟ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗେ। କାରଣ ଅନ୍ଯ ଦଳର ନେତା ଭଲ କାମ କଲେ ସେ ତାଙ୍କୁ ପ୍ରଶଂସା କରିବାକୁ ପଛାନ୍ତି ନାହିଁ।

ତେବେ ସେ ଏମିତି କିଛି ବ-ୟା-ନ ଦେଇ ଦିଅନ୍ତି ଯାହା ପରେ ବେଶ୍ ସେୟାର ଏବଂ ଭାଇରାଲ ହେବାରେ ଲାଗିଥାଏ। କହୁ କହୁ ବେଳେବେଳେ ସେ କିଛି ଏମିତି କଥା କହି ଦିଅନ୍ତି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଯାଏ।ଯାହା ଅନୁଭବ ଏହା କୁ ଶୁଣି ସୁର ଙ୍କୁ କିଛି କହିଛନ୍ତି ।ଆପଣ ମୋରୋ ଗୁରୁଜନ ଆପଣଙ୍କ ର ଆଶୀର୍ବାଦ ମୋ ଉପରେ ଥାଉ ମୁ ସେତିକି ହିଁ ଚାହେ।ଆପଣ ମୋତେ ସବୁ ବେଳେ ଭଲ ରାସ୍ତାରେ ଚାଲିବା ପାଇଁ କହିଛନ୍ତି। ଆପଣଙ୍କୁ ମୁଁ ବହୁତ ଭଲ ପାଏ, ଖାଲି ମୁ ନୁହଁ ମୋ ପରିବାର ସମସ୍ତ ଆପଣଙ୍କୁ ଭଲ ପାଆନ୍ତି ଆଉ ସମାନ ମଧ୍ୟ କରନ୍ତି। ଯଦି ଆପଣଙ୍କର କେବେ ମୋ ସହ ଦେଖା ହୁଏ ତାହେଲେ ମୁ ନିହାତି ଆପଣଙ୍କୁ ଦେଖା କରିବି ଆଉ ବହୁତ କଥା କହିବି।ଆଉ ଅନୁଭବ ତାଙ୍କ ପରିବାରକୁ ନେଇ ବହୁତ ଚିନ୍ତା ରେ ଅଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *