ଦୁଇପୁଅ ଆଗରେ ଧରା ପଡିଲା ମାଆର ପର-କୀୟା ପ୍ରୀତି, ଆଉ ତାପରେ ଯାହା ହେଲା…ଜାଣନ୍ତୁ ପୁରା ଘ-ଟଣା

ଆଜିକାଲି ସମାଜରେ ଲୋକମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋପ ପାଇବାରେ ଲାଗିଲାଣି । ସେଥିପାଇଁ ପାଇଁ ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନୈ-ତିକ ସ-ମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳୁଛି । ଏପରି ଲୋକ ମାନଙ୍କ ମାନ-ସିକତାରେ ପରିବର୍ତ୍ତନ ଆସିଲାଣି ଯେ, ଲୋକେ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି । ମନ ମଧ୍ୟରେ ଯୌ-ନ ଲାଳସା ରଖି ଅନୈ-ତିକ ସ-ମ୍ପର୍କ ରଖୁଛନ୍ତି । ସେମିତି ଏକ ଲ-ଜ୍ଜାଜ-ନକ ଘ-ଟଣା ସାମ୍ନାକୁ ଆସିଛି । ଯେଉଁଥିପାଇଁ ଚାଲିଗଲା ଜଣେ ଯୁବକର ଜୀବନ ।

ଖବର ଅନୁସାରେ ମା ସହ ଜଣେ ଯୁବକକୁ ଆପ-ତ୍ତିଜ-ନକ ଅବସ୍ଥାରେ ଦେଖି ଦେଲେ ନାବାଳକ ପୁଅ  । ପରେ ‌ଯୁବକକୁ ହ-ତ୍ୟା କରିବାକୁ ପଛାଇଲେ ନାହିଁ ଦୁଇ ନାବାଳକ  । ରା-ଗରେ ଜର୍ଜ-ରିତ ମହିଳାଙ୍କ ୨ ନାବାଳକ ପୁଅ ଉକ୍ତ ଯୁବକକୁ ପି-ଟିପି-ଟି ହ-ତ୍ୟା କରିଛନ୍ତି  । ଏମିତି ଏକ ଘ-ଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥା-ନା ଶାସ୍ତ୍ରୀନଗର ଅଞ୍ଚଳରେ । ଖବର ମୁତାବକ ନିଜ ମାଆଙ୍କ ସହିତ ଆପ-ତ୍ତିଜ-ନକ ଅବସ୍ଥାରେ ଯୁବକକୁ ଦେଖି ମହିଳାଙ୍କ ଦୁଇ ନାବାଳକ ପୁଅ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହାରଡରେ ପି-ଟି ପି-ଟି ହ-ତ୍ୟା କରିଛନ୍ତି । ମୃ-ତ ଯୁବକର ନାଁ ସେକେଣ୍ଡ ମହାକୁଡ଼ ।

ପୋ-ଲି-ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ସେକେଣ୍ଡ ମହାକୁଡ଼ର ଘରେ ସେକେଣ୍ଡ ସହିତ ନିଜ ମାଆକୁ ଆପ-ତ୍ତିଜ-ନକ ଅବସ୍ଥାରେ ଦେଖି ଦେଇଥିଲେ  ଦୁଇ ନାବା-ଳକ ପୁଅ  । ସେକେଣ୍ଡକୁ ଦୁଇ ନାବାଳକ ଘୋଷାରି ଘୋଷାରି ନେଇ ଏକ ଖୁଣ୍ଟରେ ବାନ୍ଧି ଲୁହା ରଡରେ ପି-ଟିଥିଲେ । ପି-ଟି ପି-ଟି ଗୋଟିଏ ହାତ ଓ ଗୋଡ଼ ଭା-ଙ୍ଗିଦେଇଥିଲେ ଦୁଇ ନାବାଳକ । ଏହା ପରେ ନାବାଳକ ଦୁଇ ଜଣ ସେକେଣ୍ଡକୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ସେଠାରେ କ୍ଷଣିକ ସମୟ ମଧ୍ୟରେ ଉକ୍ତ ଯୁବକଙ୍କ ମୃ-ତ୍ୟୁ ହୋଇଥିଲା । ସେପଟେ ଖବର ପାଇ ଘଟ-ଣାସ୍ଥ-ଳରେ ପୋ-ଲି-ସ ପହଁଚିଥିଲା । ଏ ନେଇ ଯୋଡ଼ା ଥା-ନା ପୋ-ଲି-ସ ଏକ ହ-ତ୍ୟା ମା-ମ-ଲା ରୁ-ଜୁ କରି ଗଟ-ଣାର ତ-ଦ-ନ୍ତ ଚଳାଇଛି । ଦୁଇ ଜଣ ନାବାଳକ ଓ ତାଙ୍କର ବିଧବା ମାଙ୍କୁ ଅଟକ ରଖି ପଚ-ରାଉ-ଚରା ଜାରି ରହିଥିବା ନେଇ ଯୋଡ଼ା ଥା-ନା ଆଇଆଇସି ପଦ୍ମାଳୟା ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *