ଛି ଛି …ସାମାନ୍ୟ ଗୋଟେ ନାରୀ ପାଇଁ ତୁ ଆ-ତ୍ମହ-ତ୍ୟା କରିବୁ, ତୋ ଭଳି ହିରୋ ଓଡ଼ିଶାର ଗର୍ବ…….

ଅନୁଭବ ଆଉ ବର୍ଷା ପ୍ରୟଦର୍ଶିନୀ ଙ୍କ କଥା ତ ଆପଣ ମାନେ ଜାଣିଥିବେ। ଅନୁଭବ କଣ କହିଲେଣି କି ଯେ ସେହି ବର୍ଷା ଙ୍କ ପାଇଁ ନିଜ ଜୀବନକୁ ହାରିଦେବେ। ସେ କଥା ରେ ସୁର ରାଉତରାୟ ଙ୍କ ବି-ଚା-ର କିଛି ଏମିତି,ସେ ଏସବୁ କଥା ଶୁଣି କହିଲେ କି ଯେ ତୋ ଭଳିଆ ହିରୋ ଆମ ଓଡ଼ିଶା ପାଇଁ ଗର୍ବ ଗୌରବ,ଆଉ ତୁ କହୁଛୁ କୁ ସାମାନ୍ୟ ସେ ନାରୀ ପାଇଁ ତୁ ଆ-ତ୍ମହ-ତ୍ୟା କରିବୁ,ଛି ଛି ମୁଁ ତୋ ଠୁ ଏଇ ଆଶା କେବେ କରନଥିଲି।

ସୁର ରାଉତରାୟ କହୁଛନ୍ତି କି ତୋ ଭଳିଆ ଚିକ୍କଣିଆ ହିରୋ ଆମ ଓଡ଼ିଶା ର ଗର୍ବ ଗୌରବ। ତୁ ସେମିତି ମାଇଚିଆ ଙ୍କ ଭଳିଆ କଣ ହଉଚୁ ବେ। ତୁ କହୁଚୁ କି କାଲି ତୁ ଆ-ତ୍ମହ-ତ୍ୟା କରିବୁ,କଣ ହେଇଛି କି ତୋର। ସୁର କହୁଛନ୍ତି କି କେତେ ସୁନ୍ଦୁରିଆ ହିରୋ ଆମର ଗର୍ବ,ଆଉ ତୋର ଏମିତି କଣ ହେଇଗଲା କି ଯେ ତୁ ଆ-ତ୍ମହ-ତ୍ୟା କରିବୁ କହୁଛୁ।ସାମାନ୍ୟ ସେ ଝିଅ ପାଇଁ ତୁ ଆ-ତ୍ମହ-ତ୍ୟା କରିବୁ,ଆରେ ତୋତେ ତ ଆଜି କହିଲେ କାଲି କେତେ ସୁନ୍ଦୁରିଆ ଝିଅ ମିଳିବେ।

ତୋ ପଛରେ ତୋ କେତେ ଝିଅ ପାଗଳ,କେତେ ଝିଅ ତୋତେ ମିଳିଯିବେ,ତୁ ସେଇ ସାମାନ୍ୟ ଝିଅ ପାଇଁ ନିଜ ଜୀବନ କୁ ହରେଇବୁ ଛି।ସୁର ରାଉତରାୟ କହୁଛନ୍ତି ଯେ ତୁ ମା-ରି-ବୁ କଣ ପାଇଁ ବେ,ତୋ ପଛରେ ତ କେତେ ନାରୀ ପାଗଳ,ସିଏ ନହେଲା ନାହିଁ ଆଉ କାହାକୁ ଦେଖ, ବାକି ମ-ରି-ବୁ କଣ ପାଇଁ। ମୁଁ ମ-ରି-ବା-କୁ ପସନ୍ଦ କରେନି ଆଉ ଯେ ମ-ରି-ବ ବୋଲି କୁହେ ସେ ହଉଛି କାପୁରୁଷ,ଏମିତି କହିଛନ୍ତି ସୁର ରାଉତରାୟ।

Leave a Reply

Your email address will not be published. Required fields are marked *