ବଳରାମଙ୍କ ପରିବାରର ବଡ ଅଭି-ଯୋଗ ,ବାହାଘର ଦିନ ଭଡ଼ାରେ ଆସିଥିଲେ ବାପା !

ଭୁବନେଶ୍ବରର ବହୁ ଚର୍ଚ୍ଚିତ ଚଉଠି ରାତିରେ ନ୍ୟୁ-ଡ କଲ ମା-ମ-ଲା । ବୋହୁ ନନ୍ଦିନୀଙ୍କ ନାମରେ ଆଇପିସି ୪୨୦ ଦ-ଫା ଲାଗୁକଲା ପୁ-ଲି-ସ । ଅପ-ରାଧିକ ଷ-ଡ଼ଯ-ନ୍ତ୍ର ୧୨୦ବି ମା-ମ-ଲା ବି ରୁ-ଜୁ ହୋଇଛି । ଭରତପୁର ଓ ଲିଙ୍ଗରାଜ ଥା-ନାରେ ନନ୍ଦିନୀଙ୍କ ନାମରେ ମା-ମ-ଲା ରୁ-ଜୁ କରାଯାଇଛି । କିନ୍ତୁ ଏବେ ବି ଫେ-ରା-ର ଅଛନ୍ତି ନନ୍ଦିନୀ । ପୁଲି-ସକୁ ନନ୍ଦିନୀ ଧ-ରା ଦେଉନାହାନ୍ତି । ଦେବେ ଏତେ ସବୁ ପରେ ବି ନନ୍ଦିନୀ କେଉଁଠି ସେ ସମ୍ପର୍କରେ ଜଣାପଡ଼ିନି । ବିବାହ ପରଦିନ ସ୍ୱାମୀଙ୍କୁ ମାଡ଼ ମା-ରି ସୁନା ଅଳଙ୍କାର ଧରି ପଳାଇଥିବା ଅଭି-ଯୋଗ ନନ୍ଦିନୀଙ୍କ ନାଁରେ ରହିଛି ।

ଗତ ତିନି ଦିନ ଧରି ଏହି ମାମ-ଲାରେ ତଦ-ନ୍ତ କରାଯାଉଛି । ହେଲେ ଏବେ ବି ତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନି । ସୂଚନା ଯୋଗ୍ୟ ଯେ ବାହାଘରର ଠିକ ପରଦିନ ବୋହୂ ଫେ-ରା-ର ହୋଇଯିବା ଘଟ-ଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଗଲା । ଚଉଠି ରାତି ପରଦିନ ଚଖମା ଦେଇ କନ୍ୟା ସେପଟେ ଗାଏବ । ତାପରେ ବରଘର ଲୋକେ ଅଭି-ଯୋଗ ଆଣିଲେ ଯେ, କନ୍ୟା ଜଣକ ଆଉ ଜଣକ ସହ କଥା ହୋଇ ସୁନା ଓ ଟଙ୍କା ଧରି ଫେ-ରା-ର ହୋଇଯାଇଛନ୍ତି ।

କିନ୍ତୁ ଯୁବତୀଜଣକ ଗଣମାଧ୍ୟମରେ ବୟାନ ରଖିଥିଲେ ଯେ ତାଙ୍କୁ ଜୋ-ରଜ-ବରଦ-ସ୍ତ ବାହା କରାଯାଇଛି ଓ ବାହାଘର ସମୟରେ ସେ ବର ଘର ଲୋକଙ୍କ ଯେଉଁ ବ୍ୟବହାର ଦେଖିଲେ, ସେ ଆଉ ରହିହେବନାହିଁ ବୋଲି ବି-ଚା-ର କରି ଚାଲିଆସିଲେ । ସେମାନେ ଆହୁରି ଅଭି-ଯୋଗ କରିଛନ୍ତି କି ନି-ର୍ବ-ନ୍ଧ କୁ ଡକେଇକି ଜୋ-ର୍ ଜବ-ରଦ-ସ୍ତ ବିବାହ କରେଇଦେଲେ । ହେଲେ ଏକଥାକୁ ବଳରାମ ସାହୁଙ୍କ ଜଣେ ସମ୍ପ-ର୍କୀୟ ମିଡ଼ିଆ ସାମ୍ନାରେ ସମୂର୍ଣ୍ଣ ଭାବରେ ଖ-ଣ୍ଡନ କରି ପାଲଟା ଆକ୍ର-ମଣ କରିଛନ୍ତି ।

ସେ କହିଛନ୍ତି ଯେ ଏକଥାର କୌଣସି ସତ୍ୟତା ନାହିଁ । ଯଦି ଆମେ ନି-ର୍ବନ୍ଧ ନାଁରେ ବାହାଘର କରେଇଲୁ ତୋ ଏତେ ଲୋକ ଗିଫ୍ଟ ଧରିକି କଣ ପାଇଁ ଆସିଥିଲେ । ନିର୍ବ-ନ୍ଧରେ ତୋ ଏତେ ଲୋକ କେବେ ଆସନ୍ତି ନାହିଁ । ଆଉ ପୂର୍ବରୁ ନନ୍ଦିନୀ ର ମା, ଭଉଣୀ ଓ କକାଙ୍କ ସମ୍ପର୍କରେ ଆମେ ଜାଣିଥିଲୁ ଓ ଦେଖିଥିଲୁ । କିନ୍ତୁ ବାହାଘର ଦିନ ବାପା ହଠାତ୍ କଉଠୁ ଆସିଲେ । ସେମାନେ ହୁଏତ ଭଡ଼ାରେ ବାପା ଆଣିଥାଇ ପାରନ୍ତି ବୋଳି ପାଲଟା ପ୍ରଶ୍ନ କରିଛନ୍ତି ନିର୍ଯ୍ୟାତନାର ଶି-କା-ର ହୋଇଥିବା ବଳରାମଙ୍କ ଭଉଣୀ ।

Leave a Reply

Your email address will not be published. Required fields are marked *