ଅଡିଓ କଲ୍‌ରେ ନନ୍ଦିନୀ ମା’ ଙ୍କ କମ୍ପରମାଇଜ୍,ଦେଖନ୍ତୁ କେମିତିକା କଥା ସବୁ କହୁଛନ୍ତି !

।ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅତ୍ୟା-ଚାର, ଅନୀତି ଓ ଅନ୍ୟା-ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଅନ୍ୟା-ୟ କାର୍ଯ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତା-ରଣା, ମି-ଛ ଏବଂ ଧୋ-କା ଅଧିକ ଦେଖିବା ପାଇଁ ମିଳୁଛି।ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏମିତିକି ନିଜର ପରିବାର ଓ ପିଲା ଛୁଆଙ୍କୁ ଛାଡି ଯିବାକୁ ମଧ୍ୟ ପଛାଉ ନାହାଁନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲ-ଜ୍ୟା ଜନକ ବା ନିନ୍ଦ-ନୀୟ କଥା ଅଟେ।

ଏଭଳି ଘଟ-ଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ପ୍ରତିଦିନ ଦେଖିବାକୁ ମିଳିଥାଏ।ପ୍ରେମ ଏମିତି ଏକ ଶବ୍ଦ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ। ପ୍ରେମ କାହାକୁ କେତେବେଳେ ହୋଇଯିବ ତାହା କେହି କହି ପାରିବେ ନାହିଁ। ଆଜିକାଲିର ଯୁବକ ଯୁବତୀ ସମସ୍ତେ ପ୍ରେମ କରୁଛନ୍ତି, ତେବେ ବର୍ତ୍ତମାନ ପ୍ରକୃତ ଭଲ ପାଇବା ଦେଖା ଯାଉନାହିଁ, ଛ-ଳ-ନା, ପ୍ରତା-ରଣା ଏବଂ ସ୍ୱାର୍ଥ ରଖି ଭଲ ପାଉଛନ୍ତି।ବାହାଘରର ପରଦିନ ବୋହୂ ଘରଛାଡି ଫେ-ରା-ର ହୋଇଯିବା ଘଟଣାରେ ଉଭୟ ପକ୍ଷରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି

ମନ୍ଦିର ଯିବେ କହି ନନ୍ଦିନୀ ଫେ-ରା-ର ହେବା ପରେ ପ୍ରଥମେ ବଳରାମଙ୍କ ପରିବାର ନନ୍ଦିନୀଙ୍କ ଚରିତ୍ର ଉପରେ ଆ-ରୋ-ପ ଲଗାଇଥିଲେ । ନନ୍ଦିନୀଙ୍କର ତାଙ୍କ ଭିଣୋଇ ସହ ସମ୍ପର୍କ ଥିବା କହିବା ସହ ବାସର ରାତିରେ ବଳରାମ ଶୋଇ ପଡିଥିବା ବେଳେ ନନ୍ଦିନୀ ଭିଣୋଇ ସହ ଉଲ-ଗଗ୍ନ ହୋଇ ଭିଡିଓ କଲ୍ କରୁଥିବା ମଧ୍ୟ ଅଭି-ଯୋଗ ଆଣିଥିଲେ ।ତେବେ ଏହି କଲ ରେ ତା ମାଆ କହୁଛନ୍ତି କି ସେମାନେ ପାଞ୍ଚ ବର୍ଷ ହେଲା ଭଲ ପାଉଛନ୍ତି ଚାହିଁଥିଲେ ପଳେଇ ମଧ୍ୟ ଯାଇଥାନ୍ତେ । ତେବେ ସେପଟେ ସେହି ଭିଣେଇ ଜଣଙ୍କ କହୁଛନ୍ତି ମୋ ନାଁ ରେ କେ-ଶ କର ନାହିଁ ନ ହେଲେ ମୋ ଦାନା ପାଣି ବନ୍ଦ ହୋଇଯିବ । ତେବେ ସେପଟେ ପୁଅ ର ଭାଇ ସହ ନନ୍ଦିନୀ ଙ୍କ ମାଆ କମ୍ପରମାଇଜ କରିବାକୁ ମଧ୍ୟ କହୁଛନ୍ତି ଏବଂ କହୁଛନ୍ତି କି ତୁମ୍ଭର ବି ଗୋଟିଏ ଝିଅ ଅଛି ତୁମେ ବୁଝି ପାରୁଥିବ ।

ତେବେ ସୂଚନାଯୋଗ୍ୟ ଯେ ବଳରାମ ସାହୁ ନାମକ ଯୁବକ ନୂଆ କରି ବିବାହ କରିଥିଲେ ନନ୍ଦିନୀ ଙ୍କୁ । ତାଙ୍କ ଅଭି-ଯୋଗ ଯେଉଁଦିନ ଚଉଠି ରାତି ଥିଲା ସେଦିନ କୁଆଡ଼େ ବୟଫ୍ରେଣ୍ଡ ସହ ଭିଡ଼ିଓ ଚାଟିଂ କରୁଥିଲେ ତାଙ୍କ ପତ୍ନୀ । ଠିକ୍ ଏହି ସମୟରେ ରାତି ଅଧରେ ଉଠିପଡ଼ି ପତ୍ନୀର ଏଭଳି କା-ଣ୍ଡକୁ ଦେଖି ନେଇଥିଲେ ସ୍ୱାମୀ ବଳରାମ । ପଚାରିବାରୁ କ୍ଷ-ମା ମାଗିଲେ ନବ ବିବାହିତା ପତ୍ନୀ ।

Leave a Reply

Your email address will not be published. Required fields are marked *