ରାତିରେ ତାଙ୍କ ଦେହ ଉପରେ ମୋ ହାତଟା ଟିକେ ପଡିଗଲା, ଆଉ ତାପରେ ସେ କହିଲେ ଆମେ କରିବା ….

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘ-ଟ-ଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘ-ଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘ-ଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି।

ଏକା ସୋସାଇଲ ମିଡିଆରେ ସବୁ ବେଳେ ସେଇ ନନ୍ଦିନୀ ଖବବ ପ୍ରଚାର ହେଉଛି।ଆପଣ ମାନେ ବି ଶୁଣିଥିବେ ଆଉ ଦେଖି ଥି ବେ ଯାହା ଲଜୟ ର କଥା।ସ୍ବାମୀ ଙ୍କ କହିବା ଅନୁସାରେ ନନ୍ଦିନୀ ହିଁ ତାଙ୍କୁ ନିଜ ଆଡକୁ ଆକ-ର୍ଷଣ କରିଥିଲେ ଆଉ ପ୍ରୋପଜ୍ ମଧ୍ୟ କରିଥିଲେ। ପ୍ରେମ ର ସମ୍ପର୍କ ରେ ଆସିବାକୁ ନନ୍ଦିନୀ ହିଁ ତାଙ୍କୁ ବାଧ୍ୟ କରାଇଥିଲେ। ନନ୍ଦିନୀ ତାଙ୍କୁ ଏ କଥା ନେଇ ଧ-ମ-କ ଦେଇଥିଲେ ଯେ ଯଦି ଏ କଥା ସେ ଆଉ କାହାକୁ ବି କହିଛନ୍ତି ତ ସେ ତାଙ୍କ ସ୍ବାମୀ ଓ ତାର ପରିବାରକୁ ଜୀବନରୁ ମା-ରିଦେବ

ଗତକାଲି ନନ୍ଦିନୀ ଙ୍କ ସ୍ବାମୀ କୁ କେହି ଜଣେ ମଧ୍ୟସ୍ଥ ଫୋନ କରି ଧ-ମ-କ ଦେଇଥିଲାଯେ ଯଦି ଏସବୁ କଥା କାହାକୁ କହିବୁ ତାହାଲେ ଆମେ ତୁମକୁ ଆଉ ତୁମ ପରିବାରକୁ ଜୀବନରୁ ମା-ରିଦେବା। ତାଙ୍କ ସ୍ବାମୀ ଙ୍କ କହିବା ଅନୁସାରେ ନଦିନୀ ର ଭିଣେଇ ମଧ୍ୟ ତାକୁ କଲ୍ ରେ ଧ-ମ-କ ଦେଇଥିଲା। ଫୋନରେ ସେ ଧ-ମ-କ ଦେଇଥିଲା ଯେ ଯଦି ତୁ ତା ସହ ଶାରି-ରୀକ ସମ୍ପର୍କ କଥା କାହା ଆଗରେ କହିବୁ ତାହାଲେ ତୋ ପରିବାର ଓ ତୋ ନିଜ ଜୀବନ ପ୍ରତି ବି-ପ-ଦ ଅଛି,ମାନେ ଆମେ ମା-ରିଦେବୁ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ନନ୍ଦିନୀ ର କେ-ସ ରେ ତାର ଭିଣେଇ କଣ ପାଇଁ ମୁଣ୍ଡ ପୁରାଉଛି,ଆଉ ଯଦି ପୂରାଉଚି ତ ତାର ସ୍ବାମୀ କୁ କଣ ପାଇଁ ଜୀବନରୁ ମା-ରିଦେ-ବା ପାଇଁ ଧ-ମ-କ ଦେଉଛନ୍ତି । ତା ମାନେ ନନ୍ଦିନୀ କଣ ତା ଭିଣେଇ ପାଖରେ ଅଛି। ନନ୍ଦିନୀ କଣ ତା ଭିଣେଇ ସହ ମିଶି କିଛି ଷ-ଡ଼ଯ-ନ୍ତ୍ର ଚଲେଇଛି।ନନ୍ଦିନୀ କଣ ପାଇଁ ଏମିତି କରୁଛି। ଯଦି ତାର ତା ଭିଣେଇ ସହ ରହିବାର ଥିଲା କଣ ପାଇଁ ୟାକୁ ବାହା ହଉଥିଲା ଆଉ କଣ ପାଇଁ ତା ସହ ଶାରି-ରୀକ ସ-ମ୍ପ-ର୍କ ରଖିଥିଲା। ଏମିତି ସବୁ କାମ କରିବା ପରେ ନନ୍ଦିନୀ ତା ସ୍ବାମୀ ର ଘରୁ ସବୁ କିଛି ଲୁ-ଟି ନେଇ କଣ ତା ଭିଣେଇ ସହ ଫେ-ରା-ର।

Leave a Reply

Your email address will not be published. Required fields are marked *