“ମୋ ସହିତ ପ୍ରଥମେ ସମ୍ପର୍କ ରଖିଲେ, ଆଉ ତା ପରେ ପାଠ ପଢିବାକୁ ପଇସା ନେଲେ..ଆଉ ଏବେ କହୁଛି ତୁ କିଏ ମୁଁ ଜାଣିନି”

ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ । ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ର-ତାର-ଣା ଏବଂ ଧୋ-କା କିଭଳି ହୋଇଥାଏ । ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷାକୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ । ଆଉ ଯାହା ତାଙ୍କୁ ସମାଜରେ ଅପ-ମାନିତ ଏବଂ ନିନ୍ଦିତ କରାଇଥାଏ । ଆପଣମାନେ ଏପରି ବିଭିନ୍ନ ଘ-ଟ-ଣା ସମ୍ପର୍କରେ ଜାଣିଥିବେ । ଆପଣମାନେ ବହୁତ୍ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିବେ ।

ସମସ୍ତଙ୍କ ଇଚ୍ଛା ଥାଏ ନିଜର ପ୍ରେମକୁ ସଫଳ ରୂପ ଦେବା ପାଇଁ, ବିବାହ କରି ଜୀବନସାଥି ବନେଇବା ପାଇଁ । ହେଲେ ଯେତେବେଳେ ଜଣେ ବ୍ୟକ୍ତି ନିଜ ମନରେ ସ୍ବାର୍ଥ ରଖି ପ୍ରେମ କରିଥାଏ ସେତେବେଳେ ସେହି ପ୍ରେମ ରେ ଧୋ-କା ଏବଂ ପ୍ରତା-ରଣା ମିଳିଥାଏ । ପ୍ରେମରେ ଦୁଇଜଣଙ୍କ ପଟରୁ ଭଲ ପାଇବା ଥିବା ଦରକାର । ଯଦି ଜଣଙ୍କ ମନରେ ପ୍ରକୃତ ପ୍ରେମ ନଥିବ ସେତେବେଳେ ପ୍ରେମ ସଫଳ ହୋଇ ପାରିବ ନାହିଁ । ଆଜିକାଲି କିଛି କ୍ଷଣିକ ଦୈହିକ ସୁଖ ପାଇଁ ପ୍ରେମ କରୁଛନ୍ତି ଆଉ ପରେ ପ୍ରତା-ରଣା । ସେହିଭଳି ଏକ ଘ-ଟଣା ନିକଟରେ ଘଟିଛି । ମହିଳା ଜଣଙ୍କ ନିଜ ପ୍ରେମିକଙ୍କ ନାଁରେ ଅଭି-ଯୋଗ ଆଣିଛନ୍ତି ।

ତେବେ ବନ୍ଧୁଗଣ ସୂଚନା ମୁତାବକ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଭରତପୁର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍ ରେ ଜଣେ ଯୁବତୀ ନର୍ସ କାମ କରୁଥିଲେ । ସେଠାରେ ଜଣେ ଯୁବକ ରୋଗୀର ଅପଡେଟ ଜାଣିବା ପାଇଁ ଯୁବତୀଙ୍କ ଠାରୁ ନମ୍ବର ନେଇଥିଲେ । ତାପରେ ମେସେଜ କଲ୍ ଓ ଭିଡ଼ିଓ କଲ୍ କରି ସମ୍ପର୍କକୁ ଆଗକୁ ବଢ଼ାଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖିଥିଲେ । ପାଠ ପଢିବା ନାଁରେ ୮୦ ହଜାର ଟଙ୍କା ମଧ୍ୟ ନେଇଗଲେ ।

ଆଉ ବର୍ତମାନ କିନ୍ତୁ ଚିହ୍ନିବାକୁ ମଧ୍ୟ ମନା କରିଦେଉଛନ୍ତି ଯୁବକ ଜଣଙ୍କ । ସେ ଗୋଟାଏ ସମୟ ପରେ ଯୁବତୀଙ୍କୁ ଉପେକ୍ଷା କରିବା ଆରମ୍ଭ କରିଦେଲେ ଏବଂ ବିବାହ କରିବାକୁ ସିଧା ସିଧା ମନା ମଧ୍ୟ କରିଦେଲେ । ଫଳରେ ପୀଡିତ ଯୁବତୀ ଜଣଙ୍କ ଭରତପୁର ଥା-ନାରେ ଉକ୍ତ ଯୁବକଙ୍କ ନାଁରେ ଅଭି-ଯୋଗ ଆଣିଛନ୍ତି । ଆଉ ସେ ଦାବି କରିଛନ୍ତି ଯେ ସେ ଯୁବକ ଜଣଙ୍କ ତାଙ୍କୁ ବିବାହ କରୁ ନହେଲେ ତାଙ୍କର ସମସ୍ତ ପଇସା ଫେରସ୍ତ କରୁ ବୋଲି । ତେବେ ପୋ-ଲି-ସ୍ ଏହି ଘ-ଟଣା ସଂପ-ର୍କରେ ତ-ଦ-ନ୍ତ କରି ଆଗକୁ କଣ ପଦକ୍ଷେପ ନେଉଛି ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *