ଏହି ଚୋ-ରର କା-ଣ୍ଡ କା-ରନା-ମା ଦେଖିଲେ ଆପଣଙ୍କ ର-କ୍ତ ଗରମ ହୋଇ ଉଠିବ,ଦେଖନ୍ତୁ ଭିଡ଼ିଓ

ଦୁନିଆ ରେ ଏମିତି ଅନେକ ଘ-ଟଣା ଘଟେ ଯାହା ଆମକୁ ଆଶ୍ଚାଜ୍ୟ କରିଦିଏ। ଯାହା ଆମକୁ ବେଳେ ବେଳେ ହସିବା ପାଈ ବାଧ୍ୟ କରିଦିଏ । ସେମିତି ଚୋ-ରି କରିବା ଲୋକଙ୍କ ପାଇଁ ଏକ ବଡ଼ ଫ୍ୟାସନ ହୋଇଗଲାଣି। ଚୋର ମାନେ ଏବେ ଏମିତି ଚୋ-ରି କରୁଛନ୍ତି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିୟେତନାମ ରେ ଦୁଇଜଣ ଛୋଟ ବାଳକ ଦୁଇଟି ବାଇକ୍ ଚୋ-ରି କରିବା କୁ ଆସିଥିଲେ।

ସେ ଦୁହେଁ ବାଇକ୍ ଚୋ-ରି କରିଥିଲେ ଆଉ ଚୋ-ରି କରିବା ପରେ କେମେରା ସାମ୍ନା ରେ ଜୁହାର ହେବାର ମଧ୍ୟ ଦେଖିବା ମିଳିଥିଲା । ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଜଣେ ମହିଳା ଦୋକାନ ରୁ ଜିନିଷ କିଣି ଗାଡି ର ସାମ୍ନାରେ ରଖିଥିଲେ ସେହି ସମୟରେ ଦୁଇଟି ବାଇକ୍ ଆସି ସେହି ମହିଲାଙ୍କ ଗାଡ଼ିକୁ ଅବରୋଧ କରିବାକୁ ଚେଷ୍ଟା କରିଥିଲେ ।

ଆଉ ସୁଯୋଗ ଦେଖି ମହିଳାକୁ ଅନ୍ୟମନସ୍କ କରି ତାଙ୍କ ଗାଡିରେ ରଖା ଯାଇଥିବା ଜିନିଷକୁ ଚତୁରତାର ସହିତ କାଢି ନେଇଥିଲେ ।ଆଉ ସେହି ମହିଳା କିଛି ଜାଣିବା ପୂର୍ବ ରୁ ସେଠାରୁ ପଲାଇ ଯାଇଥିଲେ ।ଏକ ପେଟ୍ରୋଲ ପମ୍ପ ରେ ଜଣେ ବ୍ୟକ୍ତି ଆସି ତେଲ ପକାଇ ବା କହିଲେ ଆଉ ସେଠାରେ ଥିବା ସେଲାସ ମ୍ୟାନ ତେଲ ପକାଇବା ପରେ ସେହି ଗାଡି ବାଲାଟି ପଇସା ନଦେଇ ଗାଡିଟିକୁ ଜୋରରେ ଚଳାଇ ପଳାଇଲେ ଏହା ଦେଖି ତେଲ ପକାଉଥିବା ଲୋକୋଟି ସେହି ଗାଡିର ପଛ କାଚକୁ ଏକ ଟେକା ସାହାଯ୍ୟରେ ଭା-ଙ୍ଗି ଦେଇଥିଲେ ।

Leave a Reply

Your email address will not be published. Required fields are marked *