ଆରେ ! ପ୍ରିୟଙ୍କା ଚୋପ୍ରାଙ୍କ ଚେହେରାକୁ କଣ ହେଲା ? ମୁହଁର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ..କରିବାକୁ ଲାଗିଲେ କମେଣ୍ଟ ।

ହିନ୍ଦୀ ଫିଲ୍ମର ଜରିଆରେ ଦର୍ଶକମାନଙ୍କ ହୃଦୟରେ ନିଜ ଜାଗା ବନେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡରେ କମ୍ ନଜର ଆସୁଛନ୍ତି । ସେ ବିଦେଶୀ ଫିଲ୍ମରେ ଏହି ସମୟରେ ଅଧିକ ବ୍ୟସ୍ତ ଅଛନ୍ତି । ନିଜ ସ୍ୱାମୀ ଏହା ଆମେରିକା ରେ ରହୁଥିବା ଅଭିନେତ୍ରୀ ବହୁତ ଲୋକପ୍ରିୟ ଅଟନ୍ତି । ସେ ସୋସିଆଲ ମିଡିଆରେ ମ-ଦଜ୍ଞ ବହୁତ ସକ୍ରିୟ ରୁହନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ସହ ଯୋଡି ହେଇ ରୁହନ୍ତି ।

ପ୍ରିୟଙ୍କା ପ୍ରାୟତଃ ନିଜର କୌଣସି ନା କୌଣସି ଫୋଟୋ ସେୟାର କରିଥାନ୍ତି । ତାଙ୍କ ଫ୍ୟାନ୍ସ ମଧ୍ୟ ନିଶ୍ଚିନ୍ତ ଭାବରେ ତାଙ୍କ ଫୋଟୋ ଉପରେ ପ୍ରେମ ବରଷାନ୍ତି । ନିକଟରେ ଅଭିନେତ୍ରୀ ଏମିତି ଏକ ଫୋଟୋ ସେୟାର କରିଦେଇଛନ୍ତି ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରିୟଙ୍କାର ମୁହଁର ଏହି ଅବସ୍ଥା ଦେଖି ଫ୍ୟାନ୍ସ ଚିନ୍ତାରେ ଅଛନ୍ତି । ଏହା ପରେ ସମସ୍ତେ ଜାଣିବାକୁ ଚାହୁଁଥିଲେ କି ତାଙ୍କର କଣ ହେଲା ।

ୱେବସିରିଜର ସୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା :-

ବଲିଉଡରେ ନାମ କମେଇବା ପରେ ବର୍ତ୍ତମାନ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡ଼ ରେ ମଧ୍ୟ ସଫଳତା ପାଇଛନ୍ତି । ସେ ବିଦେଶୀ ଫିଲ୍ମ ରେ କାମ କରୁଛନ୍ତି । ଏହା ସହିତ ହିଁ ସେ ବିଦେଶୀ ୱେବସିରିଜର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।ତାଙ୍କର Citadel ନାମକ ୱେବସିରିଜ ଶୀଘ୍ର ହିଁ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଆସିବାକୁ ଯାଉଛି ।

 

View this post on Instagram

 

A post shared by Priyanka (@priyankachopra)

ଅଭିନେତ୍ରୀ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି । କେବେ ନିଜଠୁ ଛୋଟ ପୁଅ ସହ ବିବାହକୁ ନେଇକି ସେ ହେଡଲାଇନ ରେ ଆସିଛନ୍ତି । କେବେ ତାଙ୍କ ଝିଅର ସ୍ୱାସ୍ଥ୍ୟ ପାଇଁ ତାଙ୍କର କଥାବାର୍ତ୍ତା ଲାଗିଥାଏ । ସେ ଭାରତରେ ରୁହନ୍ତି ନାହିଁ । ଏହା ପରେ ମଧ୍ୟ ତାଙ୍କର ପ୍ରଶସଙ୍କର ସେଠାରେ କୌଣସି କମି ନାହିଁ । ଅଭିନେତ୍ରୀଙ୍କର ଗୋଟିଏ ଫୋଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ।

ଏହି ଫୋଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ :-

ଏମିତିରେ ପ୍ରିୟଙ୍କା ତ ନିଜ ଫୋଟୋ ସେୟାର କରି ହିଁ ଥାଆନ୍ତି । ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ନେଇ ସମସ୍ତ ଅପଡେଟ ଚାହାନ୍ତି । ନିକଟରେ ହିଁ ଅଭିନେତ୍ରୀ ଏମିତି ଫୋଟୋ ଅପଲୋଡ଼ କରିଦେଲେ ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡିଗଲେ । ପ୍ରିୟଙ୍କା ନିଜର ଯେଉଁ ଫୋଟୋ ସେୟାର କଲେ,ସେଥିରେ ତାଙ୍କ ମୁହଁର ଅବସ୍ଥା ବହିଟି ଖରାପ ନଜର ଆସୁଥିଲା । ଏହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ତାଙ୍କ ଚେହେରା ରେ ର-କ୍ତର ଚିହ୍ନ ସଫା ସଫା ନଜର ଆସୁଥିଲା । ତେବେ ଚେହେରା ବହୁତ ଥ-କିଯା-ଇ ଥିବାର ଦେଖାଯାଉଥିଲା । ଚେହେରା ରେ ଖ-ଣ୍ଡି-ଆ ଏବଂ ର-କ୍ତ ଦେଖି ଗୋଟେ ଥର ତ ଫ୍ୟାନ୍ସର ହୃଦୟ ବାହାରି ଗଲା । ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଏମିତି ଅବସ୍ଥାରେ ଦେଖି ଲୋକ ପା-ଗ-ଳ ହୋଇଗଲେ । ସମସ୍ତେ କମେଣ୍ଟ କରି ତାଙ୍କୁ ପଚାରିବାକୁ ଲାଗିଲେ କି ତାଙ୍କର ଏହି ଅବସ୍ଥା ପ୍ରକୃତରେ କେମିତୁ ହୋଇଗଲା । କଣ ସୁଟିଙ୍ଗ ରେ ତାଙ୍କୁ ଆ-ଘା-ତ ଲାଗିଗଲା ।

ଜାଣନ୍ତୁ ଫୋଟୋର ଅସଲି ସତ ଯାହା ପରେ ଜଣାପଡିଲା :-

ବଲିଉଡ ଅଭିନେତ୍ରୀର ଫୋଟୋକୁ ଦେଖି ଲୋକ ଚିନ୍ତାରେ ପଡିଯାଇ ଥିଲେ । ଯଦିଓ କିଛି ହିଁ ସମୟ ପରେ ଫୋଟୋର ଅସଲି ସତ ସାମ୍ନାକୁ ଆସିଗଲା । ଏହି ଫୋଟୋ ପ୍ରକୃତରେ ତାଙ୍କ ସୁ-ଟି-ଙ୍ଗ ସେଟର ଥିଲା । ପ୍ରିୟଙ୍କା ସେଲ୍ଫି ରେ ଯେଉଁ ଫୋଟୋକୁ ସେୟାର କରିଥିଲେ ,ସେଥିରେ ସେ ମେକଅପ ରେ ଥିଲେ । ତାଙ୍କ ଚେହେରାରେ ର-କ୍ତର ଚିହ୍ନ ଆଉ ଖ-ଣ୍ଡି-ଆ କେବଳ ମେକଅପ ଥିଲା ।

ଏହି ସତ କୁ ଜାଣି ଫ୍ୟାନ୍ସଙ୍କ ଜୀବନରେ ଜୀବନ ଆସିଥିଲା । ଆପଣଙ୍କୁ କହିରଖୁଛୁ କି ପ୍ରିୟଙ୍କା ଚୋପ୍ରା ଆମେରିକା ଷ୍ଟାର ନିକ ଜୋନସ୍ ଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି ଯାହାର ଜନ୍ମ ସମୟ ପୂର୍ବରୁ ହୋଇଯାଇଥିଲା । ଅବସ୍ଥା ଗମ୍ଭୀର ହେବା କାରଣରୁ ପିଲାକୁ ଶହେ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରଖିବାକୁ ପଡିଥିଲା । ନିକଟରେ ଅଭିନେତ୍ରୀ ପିଲାଟିର ମୁହଁ ଦେଖାଇ ଥିଲେ ।

Leave a Reply

Your email address will not be published. Required fields are marked *