ବ୍ରେ-କ୍ଅ-ପ ପରେ ନିଜ ‘ଏକ୍ସ’ ଙ୍କର ବେଷ୍ଟ ଫ୍ରେଣ୍ଡ ବନିଯାଇ ଥିଲେ ଏହି ତାରକାମାନେ,ଲିଷ୍ଟରେ ବଡ଼ ବଡ଼ କଳାକାରମାନଙ୍କ ନାମ ।

ପ୍ରାୟତଃ ଆପଣ ଦେଖିଥିବେ କି କାହାର ବ୍ରେକ୍ଅପ ହେଇଯାଏ ତ ସେ ଲୋକ ପରସ୍ପରକୁ ଘୃଣା କରିବାକୁ ଲାଗନ୍ତି । ପ୍ରେମୀ ଓ ପ୍ରେମିକା ସମ୍ପର୍କ ଭା-ଙ୍ଗିବା ପରେ ପରସ୍ପରଙ୍କର ମୁହଁ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଯଦିଓ ସବୁ ଜାଗାରେ ଏମିତି ହିଁ ହେବ ଏହା ଜରୁରୀ ନୁହେଁ । ଖାସ କରି ବଲିଉଡରେ ଏମିତି କଦାପି ବି ହୁଏ ନାହିଁ । ଆମେ ଆପଣଙ୍କୁ କିଛି ତାରକାମାନଙ୍କ ସହ ଭେଟ କରୁଛୁ ଯେଉଁମାନେ ବ୍ରେ-କ୍ଅ-ପ ପରେ ନିଜ ‘ଏକ୍ସ’ ର ବେଷ୍ଟ ଫ୍ରେଣ୍ଡ ବନିଗଲେ ।

ଡ଼ିନୋ ମୋରିୟା – ବିପାଶା ବସୁ :-

ଏହି ଲିଷ୍ଟରେ ସର୍ବ ପ୍ରଥମ ନାମ ଅଭିନେତା ଏବଂ ମଡ଼େଲ୍ ଡ଼ିନୋ ମୋରିୟା ଏବଂ ଅଭିନେତ୍ରୀ ବିପାଶା ବସୁଙ୍କର ଅଟେ । ଦୁହେଁ ହିଁ ଗୋଟିଏ ଜମାନା ରେ ମଡ଼େଲିଙ୍ଗ କରୁଥିଲେ । ଗୋଟିଏ ଜଣାଶୁଣା ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରୁଥିବା ଉଭୟ ତାରକା କେବେ ପରସ୍ପରକୁ ଭଲ ପାଉଥିଲେ ।

ଦୁହିଁଙ୍କ ଭିତରେ ବହୁତ ପ୍ରେମ ଥିଲା । ପ୍ରାୟତଃ ସେମାନଙ୍କୁ ପରସ୍ପର ସହ ଡେଟ କରୁଥିବାର ଦେଖା ଯାଉଥିଲା । ଯଦିଓ ତାପରେ ଦୁହେଁ ନିଜ ନିଜ ରାସ୍ତା ବଦଳେଇ ଦେଲେ । କିନ୍ତୁ ବ୍ରେକ୍ଅପ ପରେ ଦୁହେଁ ବେଷ୍ଟ ଫ୍ରେଣ୍ଡ ବନିଗଲେ । ଡ଼ିନୋ ମୋରିୟା ଗାର୍ଲ ଫ୍ରେଣ୍ଡ ବିପାଶା ବସୁଙ୍କ କରଣଙ୍କ ସହ ବିବାହରେ ମଧ୍ୟ ଆସିଥିଲେ । ଦୁହିଁଙ୍କର ଆଜି ବି ବହୁତ ଭଲ ବନ୍ଧୁତା ଅଛି । ପରସ୍ପରଙ୍କର ଯତ୍ନ ମଧ୍ୟ ଦୁହେଁ ଆଜି ହି ରଖୁଛନ୍ତି ।

ରଣବୀର କପୁର – ଦୀପିକା ପାଦୁକୋନ :-

ଲିଷ୍ଟରେ ଦ୍ୱିତୀୟ ନାଁ ପ୍ରସିଦ୍ଧ ଅଭିନେତା ରଣବୀର କପୁର ଆଉ ଦୀପିକା ପାଦୁକୋନଙ୍କର ଅଟେ । ଦୁଇଜଣ କଳାକାର ପରସ୍ପର ସହ ଫିଲ୍ମ ରେ କାମ କରିଛନ୍ତି । ଏହି ସମୟରେ ଦୁହିଁଙ୍କ ବିଚାର ମିଶିଲା ଏବଂ ପରସ୍ପର ସହ ପ୍ରେମ ହୋଇଗଲା । ଦୀପିକା ଆଉ ରଣବୀର ଗୋଟିଏ ସମୟରେ ପ୍ରେମ ରେ ବୁଡି ରହିଥିଲେ ।

ପୁଣି ଧୀରେ ଧୀରେ ଏମାନଙ୍କର ସମ୍ପର୍କରେ ଖଟା ଆସିବାକୁ ଲାଗିଲା । ଦୁଇ ବର୍ଷ ପର୍ଯ୍ୟନ୍ତ ସାଥିରେ ରହିବା ପରେ ଏହି ଦୁହିଁ ଜଣ ଅଲଗା ଅଲଗା ରହିବାର ନିଷ୍ପତ୍ତି କରିନେଲେ । ଯଦିଓ ବ୍ରେ-କ୍ଅ-ପ ସମୟରେ ଦୀପିକା ରଣବୀରଙ୍କୁ ଧୋ-କେବା-ଜ ମଧ୍ୟ କହିଦେଇଥିଲେ । ଏହା ପରେ କିଛି ବର୍ଷ ବିତିଲା ଆଉ ସେମାନଙ୍କ ଭିତରେ ଦୂରତା ଶେ-ଷ ହୋଇଗଲା । ବର୍ତ୍ତମାନ ଏହି ଦୁହେଁ ବହୁତ୍ ଭଲ ବନ୍ଧୁ ଅଟନ୍ତି । ରଣବୀରଙ୍କ ବିବାହରେ ଦୀପିକା ତାଙ୍କୁ ଖାସ ଉପହାର ମଧ୍ୟ ପଠେଇ ଥିଲେ ।

ହ୍ରିତିକ ରୋଶନ-ସୁଜୈନ ଖାନ :-

ଏହି ଲିଷ୍ଟରେ ତୃତୀୟ ନାମ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନ ସୁଜୈନ ଖାନଙ୍କର ଅଟେ । ଦୁହେଁ ଗୋଟିଏ ସମୟରେ ପ୍ରେମୀ ଆଉ ପ୍ରେମିକା ଥିଲେ । ବଲିଉଡ ରେ ସଫଳତା ମିଳିବା ପରେ ମଧ୍ୟ ହ୍ରିତିକ ତାଙ୍କୁ ଭୁଲିନଥିଲେ । ସେ ପିଲାଦିନର ସାଙ୍ଗ ସହ ବିବାହ କରିନେଇଥିଲେ ।

ଦୁହିଁଙ୍କ ମଧ୍ୟ ଭଲ ସମ୍ପର୍କ ଥିଲା । ତାଙ୍କର ଦୁଇ ପୁଅ ମଧ୍ୟ ହେଲେ । ଯଦିଓ ୧୪ବର୍ଷ ପରେ ଅଚାନକ ହିଁ ଦୁହେଁ ଅଲଗା ହେବାର ନିଷ୍ପତ୍ତି କରିନେଲେ । ତାଙ୍କର ଛା-ଡ଼ପ-ତ୍ର ତ ନିଶ୍ଚିନ୍ତ ହେଲା କିନ୍ତୁ ତାଙ୍କ ବନ୍ଧୁତା ଉପରେ ଅଞ୍ଚ ବି ଆସିଲା ନାହିଁ । ଏବେ ବି ଦୁହେଁ ନିଜ ପିଲାମାନଙ୍କର ଦେଖାଶୁଣା ସାଥିରେ ମିଶିକି କରନ୍ତି । ପାରିବାରିକ ସମୟ ବିତେଇବା କଥା ଆସିଲେ ଦୁହେଁ ଏକା ସାଥୀରେ ନଜର ଆସନ୍ତି ।

ସଲମାନ ଖାନ – କ୍ୟାଟ୍ରିନା କୈଫ :-

ଲିଷ୍ଟରେ ବଲିଉଡର ଦବଙ୍ଗ ସଲମାନ ଖାନ ଆଉ କ୍ୟାଟ୍ରିନା କୈଫଙ୍କର ନାଁ ମଧ୍ୟ ସାମିଲ ଅଛି । ସଲମାନଙ୍କୁ ଐଶ୍ୱର୍ୟା ସହ ବ୍ରେ-କ୍ଅ-ପ ପରେ ଅନେକ ବର୍ଷ ପରେ କ୍ୟାଟ୍ରିନାଙ୍କ ରୂପରେ ତାଙ୍କ ପ୍ରେମ ନଜର ଆସିଥିଲା । ସଲମାନ ଆଉ କ୍ୟାଟ୍ ଙ୍କ ଭିତରେ ବହୁତ ପ୍ରେମ ଥିଲା । ଦୁହେଁ ସାଥିରେ ରହୁଥିଲେ ।

ପ୍ରାୟ ୪ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କର ସାଥ ରହିଲେ ପୁଣି ତାଙ୍କର ବ୍ରେ-କ୍ଅ-ପ ହୋଇଗଲା । ଯଦିଓ ଏହା ପରେ ମଧ୍ୟ ଦୁହିଁଙ୍କର ବନ୍ଧୁତା ଭା-ଙ୍ଗିନଥିଲା । ଏହି ଦୁଇଜଣ ଆଜି ମଧ୍ୟ ପରସ୍ପରଙ୍କର ବେଷ୍ଟ ଫ୍ରେଣ୍ଡ ଅଟନ୍ତି । କୌଣସି ବି ସୁଖ ହେଉ ଅବା ଦୁଃ-ଖ,ଏହି ଦୁଇଜଣ ପରସ୍ପର ସହ ହିଁ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *