କି-ନ୍ନ-ର ବୋଲି ଜାଣି ବି ଭଲ ପାଇବାର ଅଭିନୟ କଲା, ଆଉ ମୋ ତାଳି ମା-ରି ରୋଜଗାର କରିଥିବା ସବୁ ଟଙ୍କା ଲୁ-ଟିନେ-ଇ ଧ-ରେଇ ଦେଲା ଥାଳ

ପ୍ରେମିକ ଜଣକ କିନ୍ନର ବୋଲି ଜାଣି ମଧ୍ୟ ତାକୁ ଭଲ ପାଇଥିଲା, ବେଦୀରେ ବସି ବାହା ହେଇଥିଲା ଆଉ ତା ସହ ୬ ବର୍ଷ ମଧ୍ୟ ସାଙ୍ଗରେ ରହିଥିଲା।କି-ନ୍ନ-ର ଜଣଙ୍କର ତାଳି ମା-ରା ସବୁ ଟଙ୍କା,ଆଉ ସୁନା ବ୍ରେସେଲେଟ ପାଇଁ ତାଙ୍କୁ ପ୍ରତିଦିନ ନିର୍ଯା-ତନା ଦେଉଥିଲା ।ଏମିତି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ର ସରଧାପୁର ଗ୍ରାମରେ। ସ୍ବାମୀ ଙ୍କ ନାମ ଆଲୋକ ଓ କିନ୍ନର ଜଣଙ୍କ ନାମ ହେଉଛି ପ୍ରିୟଙ୍କା। ପ୍ରିୟଙ୍କା କିନ୍ନର ବୋଲି ଜାଣିବା ସ୍ଵତେ ଆଲୋକ ତାକୁ ଭଲ ପାଇଥିଲା ଓ ବାହା ମଧ୍ୟ ହେଇଥିଲା

ତା ସହ ପରିବାର ଭାବେ ୬ ବର୍ଷ ସାଙ୍ଗରେ ରହିଥିଲା। ସବୁଦିନ ସୁନା ମୁଦି, ବ୍ରେସେଲେଟ୍,ଆଉ ଟଙ୍କା,ପଇସା ନେଇକି ପ୍ରତା-ରଣା ଦେଉଥାଏ ସ୍ବାମୀ ଆଲୋକ।କିନ୍ନର ରୁ ବଧୂ ସାଜିଥିବା ପ୍ରିୟଙ୍କା ଙ୍କ କହିବା ଅନୁସାରେ ସେ ଯାହା ବି ସମ୍ପତ୍ତି ନିଜେ ରଖିଥିଲେ ଯେପରିକି: ସୁନା ମୁଦି,ସୁନା ବ୍ରେସଲେଟ, ଚେନ ଆଉ ୬-୭ ଲକ୍ଷ ଟଙ୍କା ମଧ୍ୟ ଆଲୋକ ଓ ତାଙ୍କ ପରିବାରକୁ ଦେଇଥିଲେ ମଧ୍ୟ ଆଲୋକ ର ପରିବାର ଲୋକେ ପ୍ରିୟଙ୍କା କୁ ଦାବି କରୁଛନ୍ତି ଯେ ତୁ ଆମକୁ କିଛି ବି ଦେଇନୁ।

ଆଲୋକ ର ପରିବାର ଲୋକେ ପ୍ରିୟଙ୍କା ଙ୍କୁ ମି-ଥ୍ୟା ଅଭି-ଯୋଗ ରେ ଟାଙ୍ଗିଆ, କଟୁରୀ ଧରି ପ୍ରିୟଙ୍କା ଆଉ ତାଙ୍କ ପରିବାରକୁ ଧମ-କାଉ-ଛନ୍ତି,ଜୀବନରୁ ମା-ରିଦେ-ବା ପାଇଁ ମଧ୍ୟ ଧମ-କାଉ-ଛନ୍ତି।ବିବାହର ଦୀର୍ଘ ୬ ବର୍ଷ ପରେ ଟଙ୍କା,ସୁନା,ଗହଣା କୁ ନେଇ ପ୍ରତା-ରଣା କରିଛନ୍ତି ସ୍ବାମୀ ଆଲୋକ। ଦୁହେଁ ପରସ୍ପରକୁ ଭଲ ପାଇ ବାହା ହେଇଥିଲେ,ସାଙ୍ଗରେ ୬ ବର୍ଷ ରହିଥିଲେ,ମାତ୍ର କିଛି ଦିନ ଯିବା ପରେ ଆଲୋକ ମନରେ ପ୍ରିୟଙ୍କା ଙ୍କ ପ୍ରତି ଭଲପାଇବା ମଉଳି ଗଲା ଆଉ ପ୍ରତା-ରଣା କରିବା ଆରମ୍ଭ କହିଲା।

ଏବେ ପ୍ରିୟଙ୍କା କହୁଛନ୍ତି ଯେ ତାଙ୍କ ସୁନା, ଗହଣା ଆଉ ଟଙ୍କା ସବୁକିଛି ଫେରାଇ ଦେବାକୁ,ମାତ୍ର ଆଲୋକ ର ପରିବାର ଲୋକେ ଏସବୁ କଥା କୁ ମିଛ ବୋଲି କହି ପ୍ରିୟଙ୍କା କୁ ନିର୍ଯ୍ୟା-ତନା ଦେଉଛନ୍ତି ବୋଲି ଅନୁଗୁଳ ଥା-ନାରେ ଅଭି-ଯୋଗ କରିଛନ୍ତି କିନର ପ୍ରିୟଙ୍କା। ଏପଟେ ଅନୁଗୁଳ ପୋ-ଲି-ସ ଏହି ଘ-ଟ-ଣା ଉପରେ ତାର ତ-ଦ-ନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *