ସାମ୍ନାକୁ ଆସିଲା ନନ୍ଦିନୀ ଙ୍କ ହ୍ବାଟସପ୍ ଚାଟ୍, ମି-ଛ ସବୁ ଧରା ପଡ଼ିଲା

ବିବାହ ପୂର୍ବରୁ ନନ୍ଦିନୀ ଙ୍କ ସହ ଦିନ ରାତି ହ୍ବାଟସପ୍ ରେ ଚାଟ୍ କରୁଥିଲେ,ଦିନ ଆରମ୍ଭ ହଉଥିଲା ଆଇ ଲଭ ୟୁ ରେ ଆଉ ରାତି ସରୁଥାଏ ଆଇ ଲଭ ୟୁ ରେ। ମାତ୍ର ନନ୍ଦିନୀ ଯେବେ ଘର ଛାଡ଼ି ଗଲା ସେ ସାଙ୍ଗରେ ସବୁ କିଛି ଟଙ୍କା,ଗହଣା ଘରୁ ଲୁ-ଟି ନେଇଗଲା। ଏସବୁ ଶୁଣିଲା ପରେ ସ୍ବାମୀ ନିଜକୁ କହୁଛି ମୁଁ ବୋକା ଆଉ ଉଲ୍ଲା ବୋଲି।ସ୍ବାମୀ ନନ୍ଦିନୀ ର ସବୁ ଚାଟ୍ କୁ ସାମ୍ନାକୁ ଆଣିଛି ଯେଉଁଥିରେ ଖାଲି ଆଇ ଲଭ ୟୁ ଆଉ ଆଇ ମିସ୍ ୟୁ ଲେଖା ହେଇଛି, ବାହାଘର ପୂର୍ବରୁ ଉଭୟେ ଫୋନ କଲ୍ ରେ ମଧ୍ୟ କଥା ହେଉଥିଲେ,ପରସ୍ପରକୁ ଭଲ ଭାବେ ଜାଣିଥିଲେ ମଧ୍ୟ।

ପୁଅ ଏଭଳି କହୁଥିବା ବେଳେ ଝିଅ,କିନ୍ତୁ ମାନିବାକୁ ନାରାଜ,କହୁଛି ଏସବୁ ମିଛ ବୋଲି।ନନ୍ଦିନୀ ଙ୍କ କହିବା ଅନୁସାରେ ସେ ପୁଅ କୁ ବାହାଘର ଆଗରୁ ଜାଣିନଥିଲେ କି ଚିହ୍ନିନଥିଲେ। କିନ୍ତୁ ଚାଟ୍ ରୁ ସମ୍ପୂର୍ଣ୍ଣ ଭାବେ ଜଣା ପଡ଼ୁଛି କି ନନ୍ଦିନୀ ପୁଅ କୁ ଭଲ ଭାବରେ ଜାଣିଥିଲେ। ଚାଟ୍ ରେ ଲେଖା ଅଛି ଧନ, ଗେହ୍ଲା,ଖାଇଲ ନା ନାହିଁ,କେଉଁଠି ଅଛ,ଫଟୋ ଦିଅ,ଏମିତି ସବୁ। ସକାଳ ର ଗୁଡ୍ ମୋର୍ଣିଂ ରୁ ଷ୍ଟାର୍ଟ କରି ରାତି ର ଗୁଡ୍ ନାଇଟ୍ ପର୍ଯ୍ୟନ୍ତ ହ୍ବାଟସପ୍ ରେ ଚାଟ୍ ଚାଲିଥାଏ ଓ କଲ୍ ମଧ୍ୟ ଚାଲିଥାଏ । ଚାଟ୍ ରେ ସମ୍ପୂର୍ଣ୍ଣ ଭାବେ ଜଣାପଡୁଥିଲେ ମଧ୍ୟ କଣ ପାଇଁ ନନ୍ଦିନୀ ମି-ଛ କହୁଛି।

ବାହାଘର ପର ଦିନ ରାତିରେ ନନ୍ଦିନୀ ନିଜ ଭିଣେଇ ସହ ଭିଡ଼ିଓ କଲ୍ ରେ ବିନା କପଡ଼ା ରେ ଥିଲେ,ଯାହାକୁ ତାଙ୍କ ସ୍ବାମୀ ଦେଖିଥିଲେ ଆଉ ତାପରେ ଏମିତି ବି-ବା-ଦ ଆରମ୍ଭ ହେଇଥିଲା।ଏହିସବୁ ଘ-ଟ-ଣା ର ପରଦିନ ମନ୍ଦିର ଯିବି କହି କୁଆଡେ ଫେ-ରା-ର ହେଇଥିଲେ। ପରିବାର କହିବା ଅନୁଯାୟୀ ସେ ସବୁ ସୁନା, ଗହଣା ନେଇ ସାଙ୍ଗରେ ଚାଲି ଯାଇଥିଲେ। ଏବେ ଭରତପୁର ଥା-ନାରେ ନନ୍ଦିନୀ ଙ୍କ ନାମରେ ମି-ଛ କହୁଥିବା ଅଭି-ଯୋଗ ରେ ଧା-ରା ୪୨୦ ରେ ମା-ମ-ଲା ରୁ-ଜୁ ହେଇଛି। ତେବେ କଣ ପାଇଁ ନନ୍ଦିନୀ ଏମିତି ମି-ଛ କହୁଛନ୍ତି ଏହା ଏବେ ମନରେ ପ୍ରଶ୍ନ ମା-ରୁଛି। ଏହାପରେ ଦେଖାଯାଉ ଘଟ-ଣାରେ କେତେ କଣ ସତ୍ୟତା ରହିଛି।

Leave a Reply

Your email address will not be published. Required fields are marked *