ଭୁବନେଶ୍ୱରରେ ପୁଣି ଅକାଳରେ ଚାଲିଗଲା ଦୁଇ ପ୍ରେମ ପକ୍ଷୀଙ୍କ ଜୀବନ

ପ୍ରେମ ଦୁନିଆରେ ଏହି ପ୍ରେମ ଶବ୍ଦ ଟି ଭାରି ନିଆରା । ପ୍ରେମରେ କେବେ ଜାତି ଗୁତ୍ର ଦେଖି ନଥାଏ ନା କେବେ ଦେଖୁଥାଏ ବୟସ ର ସୀମା । ଏହି ପ୍ରେମ ତ ଦିନେ ନା ଦିନେ ସମସ୍ତକୁ ହୋଇଥାଏ । ପ୍ରେମ ର କୌଣସି ଭାଷା ନଥାଏ କି କୌଣସି ଶବ୍ଦ ନଥାଏ। ପ୍ରେମ ତ ଶୁଦ୍ଧ,ଶାଶ୍ଵତ ଓ ଚିରନ୍ତନ ଅଟେ। ପ୍ରେମ ଅନ୍ୟ ଜଣଙ୍କ ପାଇଁ ଏକ ତୀବ୍ର, ଗଭୀର ସ୍ନେହ । ପ୍ରେମ ଅର୍ଥ ମଧ୍ୟ କାହା ପାଇଁ ଏହି ତୀବ୍ର ସ୍ନେହ ଅନୁଭବ କରିବା ହୋଇଥାଏ ।ହେଲେ କିଛି ଲୋକ ଏହା ର ମାନେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି ।

ଦୁନିଆରେ ପ୍ରେମ ସମ୍ପୂର୍ଣ୍ଣ ଭାବରେ ଅନ୍ଧ ଏହା ଆମେ ସମସ୍ତେ ଭଲ ଭାବରେ ଜାଣୁ ତେବେ ଏହି ପ୍ରେମ ବର୍ତ୍ତମାନ ଯାଏ ଅନେକ ଜୀବନ ନେଇ ସାରିଲାଣ ।ଏହିପରି ଏକ ଘ-ଟ-ଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ଘ-ଟ-ଣା ହେଉଛି ଭୁବନେଶ୍ୱର ଅଞ୍ଚଳର ଜଣେ ପ୍ରେମିକ ଓ ଆଉ ଜଣେ ପ୍ରେମିକା ଏକ ଦିନରେ ଆ-ତ୍ମହ-ତ୍ୟା କରି ଦେଇଛନ୍ତି।

ଯାହା ଫଳରେ ବର୍ତ୍ତମାନ ଏହି ଘ-ଟ-ଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଲୋଚନା ର ଏକ କାରଣ ହୋଇଛି।ଘ-ଟ-ଣା ସେମାନେ ଦୁହେଁ ପରସ୍ପର କୁ ବହୁତ ଅଧିକ ଭଲ ପାଉଥିଲେ।ତେବେ ସେମାନେ ପରସ୍ପର ସହିତ କୌଣସି କାମ ସମୟ ରେ ଦେଖା ହୋଇଥିଲେ।ଏହା ସହିତ ଏହା ପରେ ସେମାନେ ପରସ୍ପର ସହିତ ବନ୍ଧୁ ହୋଇ ଯାଇ ଥିଲେ। ସେମାନେ ପରସ୍ପର ସହିତ ବନ୍ଧୁ ହେବା ପରେ ସେମାନେ ପରସ୍ପର ସହିତ ସମ୍ପର୍କ ବଢାଇ ଥିଲେ ଏହା ସହିତ ସେମାନେ ବହୁତ ଭଲ ସାଙ୍ଗ ହେବା ସହିତ ସେମାନେ ଧୀରେ ଧୀରେ ପରସ୍ପରକୁ ଭଲ ପାଇ ବସିଥିଲେ ।

ସମୟ ବିତି ଚାଲିଲା।ଏହା ସହିତ ସେମାନଙ୍କ ମଧ୍ୟରେ ସ-ମ୍ପ-ର୍କ ମଧ୍ୟ ଅଧିକ ଗଭୀର ହୋଇ ଚାଲିଲା। ଏହା ପରେ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ସେମାନେ ପରସ୍ପରକୁ ବିବାହ କରିବା ପାଇଁ ସମସ୍ତ ନିଷ୍ପତି ନେଇଥିଲେ। ଏହା ପରେ ଘର ଲୋକୋ କୁ ଜଣାଇ ଥିଲେ ହେଲେ ଘରେ ରାଜି ହେଇ ନଥିଲେ। ମନା କରିବ ପରେ ଦୁହେଁ ଅନେକ କାନ୍ଦି ଥିଲେ ଆଉ ଏହା ପରେ ଆ-ତ୍ମହ-ତ୍ୟା କରିବାର ଯୋଜନା କରିଥିଲେ ଓ ଆ-ତ୍ମହ-ତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *