ନନ୍ଦିନୀ ସହିତ ମୁଁ ଥରେ ସ-ମ୍ପ-ର୍କ ରଖିଛି, “ନନ୍ଦିନୀ ଓ ମୋ ସ-ମ୍ପ-ର୍କ ବିଷୟରେ ନ କହିବାକୁ ମତେ ଧ-ମ-କ ଦେଇଥିଲେ…”

ସ୍ବାମୀ ଙ୍କ କହିବା ଅନୁସାରେ ନନ୍ଦିନୀ ହିଁ ତାଙ୍କୁ ନିଜ ଆଡକୁ ଆକ-ର୍ଷଣ କରିଥିଲେ ଆଉ ପ୍ରୋପଜ୍ ମଧ୍ୟ କରିଥିଲେ। ପ୍ରେମ ର ସମ୍ପ-ର୍କ ରେ ଆସିବାକୁ ନନ୍ଦିନୀ ହିଁ ତାଙ୍କୁ ବାଧ୍ୟ କରାଇଥିଲେ। ନନ୍ଦିନୀ ତାଙ୍କୁ ଏ କଥା ନେଇ ଧ-ମ-କ ଦେଇଥିଲେ ଯେ ଯଦି ଏ କଥା ସେ ଆଉ କାହାକୁ ବି କହିଛନ୍ତି ତ ସେ ତାଙ୍କ ସ୍ବାମୀ ଓ ତାର ପରିବାରକୁ ଜୀବନରୁ ମା-ରିଦେ-ବ ବୋଲି। ଗତକାଲି ନନ୍ଦିନୀ ଙ୍କ ସ୍ବାମୀ କୁ କେହି ଜଣେ ମଧ୍ୟସ୍ଥ ଫୋନ କରି ଧ-ମ-କ ଦେଇଥିଲା

ଯେ ଯଦି ଏସବୁ କଥା କାହାକୁ କହିବୁ ତାହାଲେ ଆମେ ତୁମକୁ ଆଉ ତୁମ ପରିବାରକୁ ଜୀବନରୁ ମା-ରିଦେବା। ତାଙ୍କ ସ୍ବାମୀ ଙ୍କ କହିବା ଅନୁସାରେ ନଦିନୀ ର ଭିଣେଇ ମଧ୍ୟ ତାକୁ କଲ୍ ରେ ଧ-ମ-କ ଦେଇଥିଲା। ଫୋନରେ ସେ ଧ-ମ-କ ଦେଇଥିଲା ଯେ ଯଦି ତୁ ତା ସହ ଶାରି-ରୀକ ସମ୍ପର୍କ କଥା କାହା ଆଗରେ କହିବୁ ତାହାଲେ ତୋ ପରିବାର ଓ ତୋ ନିଜ ଜୀବନ ପ୍ରତି ବି-ପ-ଦ ଅଛି,ମାନେ ଆମେ ମା-ରିଦେବୁ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ନନ୍ଦିନୀ ର କେ-ସ ରେ ତାର ଭିଣେଇ କଣ ପାଇଁ ମୁଣ୍ଡ ପୁରାଉଛି,ଆଉ ଯଦି ପୂରାଉଚି ତ ତାର ସ୍ବାମୀ କୁ କଣ ପାଇଁ ଜୀବନରୁ ମା-ରିଦେ-ବା ପାଇଁ ଧ-ମ-କ ଦେଉଛନ୍ତି । ତା ମାନେ ନନ୍ଦିନୀ କଣ ତା ଭିଣେଇ ପାଖରେ ଅଛି। ନନ୍ଦିନୀ କଣ ତା ଭିଣେଇ ସହ ମିଶି କିଛି ଷ-ଡ଼ଯ-ନ୍ତ୍ର ଚଲେଇଛି।ନନ୍ଦିନୀ କଣ ପାଇଁ ଏମିତି କରୁଛି। ଯଦି ତାର ତା ଭିଣେଇ ସହ ରହିବାର ଥିଲା କଣ ପାଇଁ ୟାକୁ ବାହା ହଉଥିଲା ଆଉ କଣ ପାଇଁ ତା ସହ ଶାରି-ରୀକ ସ-ମ୍ପ-ର୍କ ରଖିଥିଲା। ଏମିତି ସବୁ କାମ କରିବା ପରେ ନନ୍ଦିନୀ ତା ସ୍ବାମୀ ର ଘରୁ ସବୁ କିଛି ଲୁ-ଟି ନେଇ କଣ ତା ଭିଣେଇ ସହ ଫେ-ରା-ର।

Leave a Reply

Your email address will not be published. Required fields are marked *