ମୁହଁ ଖୋଲିଲେ ନନ୍ଦିନୀ ଙ୍କ ଭିଣେଇ , “ମୁଁ ନନ୍ଦିନୀର ଭିଣେଇ ନୁହେଁ…ମୁଁ କିଛି ଦୋ-ଷ କରିନି ମୋ ନାଁ କାହିଁକି ଉଠୁଛି”

ଭରତପୁର ଧୋ-କାବା-ଜ ବୋହୂ ମାମ-ଲାରେ ବର୍ତ୍ତମାନ ଆହୁରି ଅନେକ ରହସ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଛନ୍ତି ବୋହୂର ଭିଣୋଇ , ମଧ୍ୟସ୍ଥି ଓ ଧରମ ମା । ତେବେ ଲୋକଙ୍କ ନଜରକୁ ଆସିଥିବା ନନ୍ଦିନୀର ଭିଣୋଇ ହେଉଛି ସେଇ ଭିଣୋଇ ଯାହା ସହିତ ବିବାହ ଦିନ ନନ୍ଦିନୀ ନ୍ୟୁ-ଡ ଭିଡ଼ିଓ କଲ କରିଥିଲା ଆଉ ସ୍ୱାମୀ ସ୍ୱାମୀ ଆଗରେ ଧ-ରା ପଡ଼ିଥିଲା । ପୁଣି ଧ-ରା ପଡ଼ିବା ପରେ ସୁଯୋଗ ଦେଖି ସ୍ୱାମୀକୁ ମା-ଡ଼ ମା-ରି ଫେ-ରାର ହୋଇ ଯାଇଥିଲା ।ତେବେ ଏହି ମାମ-ଲାର ରହସ୍ୟ ଦିନକୁ ଦିନ ଫି-ଟିବାରେ ଲାଗିଛି । ମା-ମ-ଲା ପଛରେ ଆହୁରି ଏକାଧିକ ହାତ ଥିବା ଜଣା ପଡ଼ିଛି ।

ବର୍ତ୍ତମାନ ବିବାହର ମଧ୍ୟସ୍ଥି କରିଥିବା ବ୍ୟକ୍ତି ତାରଣ ବେହେରା ଲୋକଲୋଚନକୁ ଆସିବା ପରେ ଅନେକ ଦ୍ଵନ୍ଦ ପ୍ରକାଶ ପାଇଛି । କୁହାଯାଉଛି ଯେ ଏହି ମଧ୍ୟସ୍ଥି ଧୋ-କାବା-ଜ ବୋହୂ ଏବଂ ତାର ଭିଣୋଇର ପ୍ଲାନରେ ସାମିଲ ଅଛି । ଏସବୁ ମଧ୍ୟରେ ଆଉ ଏକ ଚେହେରା ସାମ୍ନାକୁ ଆସିଛି । ଯିଏକି ବଳରାମ ସାହୁଙ୍କ ପରିବାର ଆଗରେ ନିଜକୁ ନନ୍ଦିନୀଙ୍କ ମା ଭାବେ ପରିଚୟ କରାଇଥିଲେ ।ଆମେ କହିଲୁ ସେତେବେଳେ ମନ୍ତ୍ରୀଙ୍କ ନାମ ନେଇ ଧ-ମ-କ ଦେଉଛନ୍ତି।ସେ କହିଲେ କି ଆମର ଆମ ଗାଁରେ ନାମ ଅଛି।ଆମ ଘରକୁ ଏମଏଲଏ ଆସନ୍ତି।ଏମିତି ଅନେକ କଥା କହି ଧ-ମ-କ ଦେଲେ। ସେମାନେ ନିଜେ ଆସି ଆମ ପୁଅକୁ ପସନ୍ଦ କରିଥିଲେ।

ସେ ନିଜେ ମଧ୍ୟ ଡେଟ ଫାଇନାଲ କରି ଥିଲେ।ସେଦିନର ରାତି ଯାକ ସେ ମୋ ସହ କଥା ହେଉଥିଲେ।ସେ ତାଙ୍କ ପରିବାର ବିସୟରେ ମତେ ସବୁ କଥା କହିଲେ।ମତେ ବହୁତ ଧ-ମ-କ ମଧ୍ୟ ଦେଇଥିଲେ। କହିଲେ କି ଦେଖ ମୋ ବଡ଼ ଭାଉଜ ଏମିତି ଘର ଛାଡ଼ି ରାଗିକି ପଳେଇ ଥିଲେ ବୋଲି ଆମେ ଏମିତି କେସ କରିଥିଲୁ।ସେ ମୋତେ ଭିଡିଓ ମଧ୍ୟ ଦେଖିଥିଲେ।ଏହା କୌଣସି ନୂଆ କଥା ନୁହେଁ।ସେ ପୂର୍ବରୁ ତାଙ୍କ ଭାଉଜଙ୍କ ନାମରେ ଏମିତି ଅନେକ କଥା କହୁଛନ୍ତି।ହେଉଥିଲେ ଆଉ ତାଙ୍କ ପରିବାର ବିଷୟରେ ସବୁ କଥା କହୁଥିଲେ।ଆଉ ମତେ ଧ-ମ-କ ମଧ୍ୟ ଦେଇଥିଲେ।

କହିଲେ କି ମୋ ବଡ଼ ଭାଉଜ ଏଇମିତି ଘର ଛାଡ଼ି ପଳେଇ ଥିଲେ ବୋଲି ଆମେ କେସ କରିଥିଲୁ।ଏହା ପରେ ସେ ମତେ ହଇ-ରାଣ ବି କଲେ କି କହିଲେ ତମେ ଯୌ-ତୁ-କ କାହିଁକି ଆଣିଲ ନାହିଁ।ନନ୍ଦିନୀ ଙ୍କୁ ବହୁତ ମା-ଡ ମା-ରିଛନ୍ତି ଯାହା ସହୀ ପାଇଲେଣି ।ଖାଇବା ପାଇଁ ଠିକ ସେ ଦଉ ନଥିଲେ।ସେ ତାଙ୍କ ଭିଣୋଇ ନୁହନ୍ତି ବୋଲି କହିଛନ୍ତି ।ଆଉ ସେ ନନ୍ଦିନୀ ଙ୍କ ଭଲ ସାଙ୍ଗ ବୋଲି ସେ କହିଛନ୍ତି ।ଆଉ ଏ ସବୁ ରେ ତାଙ୍କ ର କିଛି ବି ହାତ ନାହିଁ ବୋଲି ସେ କହୁଛନ୍ତି ।ନନ୍ଦିନୀ ଙ୍କ ବଡ ଭଉଣୀ କହିବା ସେ ମନ୍ଦିର ପାଖକୁ ଯାଇଥିଲେ। ଆଉ ସେ ଗତିଏ କଥା ଦାବି କରୁଛନ୍ତି କି ସେ ନନ୍ଦିନୀ ଙ୍କ ଭିଣୋଇ ନୁହଁ।

Leave a Reply

Your email address will not be published. Required fields are marked *