ନନ୍ଦିନୀ କହିଲା ମୋର ମାନ-ସିକ ଅଛି ବର୍ଷେ ପରେ ସେ-କ୍ସ କରିବା ,କିନ୍ତୁ ରାତିରେ ଉଲ-ଗ୍ନ ହୋଇ କରୁଥିଲା ଭିଡିଓ କଲ

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ସିନ୍ଦୁର ପିନ୍ଧି ସାତ ଜନମର ସାଥୀ ହେବାକୁ କଥା ଦେଇଥିଲେ । ହେଲେ ସାତ ଦିନ ନ ପୁରୁଣୁ ସ୍ବାମୀଙ୍କୁ ମା-ଡ ମା-ରି ଫେ-ରାର ହୋଇଗଲେ ନବବଧୂ । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘ-ଟ-ଣା ଘଟିଛି ଭୁବନେଶ୍ବର ଭରତପୁର ଥା-ନା ଅଞ୍ଚଳରେ । ଏହା ଶୁଣିବାକୁ ଟିକେ ତାଜୁବ ଲାଗୁଥିଲେ ବି ଘଟ-ଣାଟି କିନ୍ତୁ ସତ । ସରୁନାହିଁ ରାଜଧାନୀରେ ଏହି ନବ ବିବାହିତ ଦମ୍ପତ୍ତିଙ୍କ ହାଇଡ୍ରାମା । ଗୋଟିଏ ପଟେ ସ୍ୱାମୀ ନିଜ ସ୍ତ୍ରୀ ଉପରେ ମା-ର୍ପି-ଟ୍ କରିବା ସହିତ ଘରୁ ସୁନା ଗହଣା ଏବଂ ଟଙ୍କା ଚୋ-ରିର ଅଭି-ଯୋଗ ଆଣିଥିବା ବେଳେ ସ୍ତ୍ରୀ ଯୌ-ତୁ-କ ନିର୍ଯା-ତନାର ପାଲଟା ଅଭି-ଯୋଗ ଆଣିଛନ୍ତି ।

ଭରତପୁର ଠାରେ ଘଟିଥିବା ଏଭଳି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭି-ଯୋଗକାରୀ ସ୍ୱାମୀ ବଳରାମ ସାହୁ ସୋମବାର ଦିନ ନିଜ ନବବିବାହିତା ସ୍ତ୍ରୀ ନାମରେ ଏ-ତ-ଲା ଦେଇଥିଲେ । ବଳରାମଙ୍କ କହିବା ଅନୁଯାଇ ତାଙ୍କ ସ୍ତ୍ରୀ ବିବାହ ଚଉଠି ରାତିରେ ମାନ-ସିକ ଅଛି ବର୍ଷେ ପର୍ଯ୍ୟନ୍ତ ଶାରୀ-ରିକ ସମ୍ପ-ର୍କ ରଖିବ ନାହିଁ ବୋଲି କହି ସେ ଶୋଇଗଲା ପରେ ରାତିରେ ପ୍ରେମିକ ସହିତ ନ୍ୟୁ-ଡ଼ ଭିଡ଼ିଓ କଲରେ ଵ୍ୟସ୍ତ ଥିଲା । ଶବ୍ଦ ଶୁଣି ନିଦ ଭା-ଙ୍ଗିଯିବା ପରେ ଦେଖି ପଚାରିବାରୁ ସେ ତାଙ୍କ ଭଉଣୀ ଭିଣୋଇ ବୋଲି ପ୍ରଥମେ କହି ଆଉ ଏପରି ଭୁଲ କରିବିନି ବୋଲି ମଧ୍ୟ କହିଥିଲା ।

ତେବେ, ପରଦିନ ସ୍ୱାମୀ ସହିତ ମନ୍ଦିର ଯିବା ବାହାନାରେ ଘରୁ ସବୁ ସୁନା ଗହଣା ଏବଂ ଟଙ୍କା ନେଇ ଫେ-ରାର ହୋଇ ଯାଇଥିଲେ । ତେବେ, ସ୍ୱାମୀର ଏଭଳି ଅଭି-ଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖ-ଣ୍ଡନ କରିଛନ୍ତି ତାଙ୍କ ସ୍ତ୍ରୀ ନନ୍ଦିନୀ । ନବ ବିବାହିତାଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀ ଜଣେ ଓଲା । ସେ ନିଜ ବାପା ମାଆଙ୍କ କଥାରେ ପରିଚାଳିତ । ବିବାହ ପରଦିନ ରାତିରେ ଯୌ-ତୁ-କ ଟଙ୍କା ମାଗିବା ସହିତ ମାନ-ସିକ ନିର୍ଯା-ତନା ଦେଇଥିଲେ ।

ପରଦିନ ସେମାନେ ମନ୍ଦିର ଯାଇଥିଲେ ହେଁ ସେଠାରେ ଲୋକଙ୍କ ଆଗରେ ଅପ-ମାନିତ କରିବାରୁ ସେ ତାଙ୍କୁ ଦୁଇଟି ଚା-ପୁ-ଡ଼ା ମା-ରିଥିବା ମହିଳା ଜଣକ କହିଛନ୍ତି । ତେବେ, ଘଟ-ଣାର ସମ୍ପୂର୍ଣ୍ଣ ସତ୍ୟତା ସାମ୍ନାକୁ ଆସିନଥିଲେ ହେଁ ଉଭୟ ପକ୍ଷ ଲୋକଙ୍କୁ ପଚ-ରାଉ-ଚରା କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସି ପାରିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । କିନ୍ତୁ ବଳରାମ ଏବଂ ତାଙ୍କ ପରିବାର ପୋ-ଲି-ସ୍ ଠିକ୍ ଭାବରେ ତ-ଦ-ନ୍ତ କରୁନାହିଁ ବୋହୂ ସପକ୍ଷ ନେଇଥିବାର ପୁନଃ ଅଭି-ଯୋଗ ଆଣିଛନ୍ତି । ତେବେ ଘ-ଟଣା ପଛର ସତ୍ୟତା ଯାହା ଥାଉନା କାହିଁକି ତାହା ଆଗାମୀ ଭବିଷ୍ୟତରେ ନିଶ୍ଚୟ ସ୍ପଷ୍ଟ ହୋଇଯିବ ବୋଲି ଆଶା ।

Leave a Reply

Your email address will not be published. Required fields are marked *