ନନ୍ଦିନୀ ଦେଖେଇଲେ ପର୍ଶନାଲ ୱାଟସଆପ ଚାଟ୍… ନୂଆ ବୋହୂକୁ ଭାତ ଆଉ ଆଚାର ଦେଲେ ଖାଇବା ପାଇଁ

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘ-ଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ।ବିବାହ ପୂର୍ବରୁ ବା ପରେ ଧୋ-କା ପାଇଁ ପ୍ରାୟତଃ ସ୍ୱାମୀଙ୍କୁ ଅପ-ରାଧୀ ଭାବେ ଗଣାଯାଏ, କିନ୍ତୁ ସମୟ ବଦଳିବା ସହ ମହିଳାମାନେ ବି ଧୋ-କା ଦେବାରେ ଲାଗିଛନ୍ତି । ଯଦି କୌଣସି ବିବାହିତ ମହିଳାଙ୍କୁ ବାହାଘର ପରେ ମାନ-ସିକ ଓ ଶାରୀ-ରିକ ଶାନ୍ତି ନମିଳେ, ତେବେ ସେମାନେ ଅନ୍ୟତ୍ର ଚାଲିଯାଆନ୍ତି । ପ୍ରେମିକ ସହ ମିଶି ସ୍ୱାମୀର ହ-ତ୍ୟା କରିବା ଘ-ଟଣା ତ ସବୁଦିନ ଶୁଣିବାକୁ ମିଳୁଛି ।

ତେବେ କୌଣସି ବି ବ୍ୟକ୍ତି କାହାକୁ ଜାଣି ଶୁଣି ଧୋ-କା ଦେଇନଥାଏ । ତେବେ ଏମିତି କିଛି ଘ-ଟ-ଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘ-ଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ସାଙ୍ଗମାନେ ଆଜି ଆମେ ଜାଣିବା ବର୍ତ୍ତମାନ ସମୟରେ ଆସିଥିବା ଏକ ବହୁତ ବଡ଼ ଖବର ବିଷୟରେ।ତେବେ ଆପଣ ସେହି ରାଜଧାନୀର ଧୋ-କେବା-ଜ ବୋହୁ କଥା ତ ନିଶ୍ଚୟ ଭାବରେ ଜାଣିଥିବେ।ଏହି ଘ-ଟଣା ଏବେ ବର୍ତ୍ତମାନ ସମୟରେ ଅନେକ ମାତ୍ରାରେ ଭାଇରାଲ ହେଉଛି।ତେବେ ଏହାକୁ ନେଇ କିଛି ନୂତନ ଖବର ମିଳିଛି ଆସନ୍ତୁ ଜାଣିନେବା କଣ ରହିଛି ଏହାର ସମ୍ପୂର୍ଣ୍ଣ ଖବର।

ତେବେ ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଧୋ-କେବା-ଜ ବୋହୂର।ସେ ତାଙ୍କ ସ୍ୱାମୀ ଙ୍କୁ ମାଡ ମା-ରି ଚାଲିଯାଇଥିଲେ। ପରେ ପୁଅଘର ଲୋକ ପୋ-ଲି-ସ ପାଖ ରେ ଅଭି-ଯୋଗ କରିଥିଲେ।ପରେ ସେମାନେ କହିଥିଲେ ଯେ ସେ ଝିଅ ତାଙ୍କୁ ଘରୁ ସୁନା ଗହଣା ଆଉ ପଇସା ନେଇଥିଲା।ଏବେ ଝିଅ ଅଭିଯାଗ କରୁଛି ସମାନେ ତାଙ୍କୁ ନିର୍ଯା-ତନା ଦେଉଥିଲେ ବୋଲି।ଆଉ ଯୌ-ତୁକ ବିଷୟ ରେ କହୁଥିଲେ ନହେଲେ ସେମାନେ ତାକୁ ଘରୁ ବାହାର କରିଦେବେ ବୋଲି କହୁଥିଲେ।

ଏବେ ସେ ଭାଟପ୍ପ ରେ ତାଙ୍କ ଘର ଲୋକଙ୍କୁ କହିଛନ୍ତି ଜୀ ମୁ ଏଠି ଖୁସି ରେ ନାହିଁ।ମୋତେ ସେମାନେ ଯୌ-ତୁ-କ ମାଗୁଛନ୍ତିଆଉ ନଦେଲେ ସେମାନେ ମୋତେ ଘରୁ ବେହରାଇଚ କରିଦେବେ ବୋଲି କହୁଛନ୍ତି।ଆଉ ତାଙ୍କୁ ଆଜି ଭାତ ଆଉ ଆଚାର ଦେଇଛନ୍ତି ଖାଇବା ପାଇଁ ।ଆଉ ସେ କହୁଛନ୍ତି ଇ ହେଏଟ ମୟା ଲାଇଫ ।ମୁ ଯଦି ଜାଣିଥାନ୍ତି ମୋ ସ୍ୱାମୀ ଏମିତି ତାହେଲେ ମୁଁ କେବେ ତାଙ୍କୁ ବାହା ହୋଇନଥାନ୍ତି।ଏମିତି ଅଭି-ଯୋଗ ଆଣିଛନ୍ତି ଝିଅ ଜଣଙ୍କ।

Leave a Reply

Your email address will not be published. Required fields are marked *