ବାଘ ସହ ବୋଟିଂର ମଜା ନେଉଛନ୍ତି ଏ ମହିଳା , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ସବୁ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହାକି ଦେଖିଲେ ଆପଣମାନେ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ପଶୁ ପକ୍ଷୀ କହାକୁ ବାଃ ଭଲ ନ ଲାଗେ |ମଣିଷ ମାନଙ୍କ ଠାରୁ ପଶୁ ମାନେ ବହୁତ ବିଶ୍ୱାସୀ ହେଇଥାନ୍ତି |ହୁଏତ ମଣିଷ ଧୋ-କା ଦେଇପାରିବ କିନ୍ତୁ ପୋଷା କୁକୁର ନୁହେଁ |କେବଳ ଯେ କୁକୁରକୁ ନିଜ ଆୟତରେ କରିହେବ ତାହା ନୁହେଁ ଭଲ ପାଇବା ଆଦର ସେନେହ ଦେଲେ ମହାବଳ ବାଘକୁ ବି ନିଜ ଆୟତ୍ତରେ କରିହେବ |ସେମିତି କିଛି ଘ-ଟ-ଣା ବିଷୟରେ ଆସନ୍ତୁ ଜାଣିବା |ବାଘ ହେଉଛି ତାଙ୍କ ଗୃହପାଳିତ ପଶୁ ପୋଷା କୁକୁର ପରି। ବାଘକୁ ମଧ୍ୟ ପୋଷା କରି ଛନ୍ତି |

ଆପଣ ମାନେ ଇଣ୍ଟରନେଟରେ ଦେଖିଥିବେ ଜଣେ ମହିଳା ବାଘ ସହ ବୋଟିଙ୍ଗ କରୁଛନ୍ତି କଥାଟି ଅବିଶ୍ୱାସୀ କର ହେଲେ ବି ସତ ଅଟେ |ସମସ୍ତେ ବାହାରକୁ ଗଲା ବେଳେ କୁକୁର, ବିଲେଇ ସାଙ୍ଗରେ ଧରି ଯିବାକୁ ଭଲ ପାଉଥିବା ବେଳେ ଜଣେ ମହିଳା ବାଘ ସହ ବୁଲିବାକୁ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *