ବି-ୟ-ର ପ୍ରେମୀମାନଙ୍କ ପାଇଁ ଖୁସିଖବର, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଦୁନିଆରେ ଲୋକମାନେ କୌଣସି ଜିନିଷକୁ ଭଲ ପାଆନ୍ତୁ ବା ନ ପାଆନ୍ତୁ କିନ୍ତୁ ଆପଣ ନିଶ୍ଚିତ ଭାବରେ ଏପରି ଲୋକ ପାଇବେ ଯେଉଁମାନେ ମ-ଦ୍ୟପା-ନକୁ ବହୁତ ଭଲ ପାଆନ୍ତି। ଯଦି ଆମେ ବଜାରରେ ମିଳୁଥିବା ବିଭିନ୍ନ ମ-ଦ୍ୟପା-ନ ବିଷୟରେ କଥା ହେବା ତେବେ ଆପଣ ଅନେକ ପ୍ରକାର ମ-ଦ ପାଇବେ।

କିନ୍ତୁ ଆଜିର ଯୁବପିଢ଼ି ବିଷୟରେ କଥା ବାର୍ତା ହେଲେ ଆଜିର ଯୁବ ପିଢ଼ି ମ-ଦ ଅପେକ୍ଷା ବି-ୟ-ର ପିଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଯୁବକ ମହଙ୍ଗା ବି-ୟ-ର ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ଗୋଟେ ଗ୍ଲାସ ବି-ୟ-ର ପିଇବା ପରେ ଆଉ ଇଛା କରନ୍ତି ନାହିଁ। ସେ ଗୋଟେ ବି-ୟ-ର ଗ୍ଲାସରେ ଏତେ ବି-ୟ-ର ପିଇବାକୁ ଚାହାନ୍ତି ଯେ ଅନ୍ୟ ଏକ ବି-ୟ-ର ଗ୍ଲାସ ଆବଶ୍ୟକ ପଡେନାହିଁ।

ଏହା ବ୍ୟତୀତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନାକ ପର୍ଯ୍ୟନ୍ତ ବି-ୟ-ର ପିଇଦେବେ ହେଲେ ମ-ଦ୍ୟପା-ନ କରିବେ ନାହିଁ। ପ୍ରକୃତରେ ମ-ଦ ଅପେକ୍ଷା ବି-ୟ-ର ଅଧିକ ଲାଭଦାୟକ ଅଟେ। ଷ୍ଟୋନ ପରି ରୋଗର ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ବି-ୟ-ର ପିଆଯାଏ। କିନ୍ତୁ ବିୟରର ଏକ ଅସୁବିଧା ହେଉଛି ଏହା ପିଇବା ଦ୍ୱାରା ମୋଟାପଣ ଶୀଘ୍ର ହୋଇଥାଏ।

ଯାହା ଯୁବକମାନଙ୍କ ପାଇଁ ଆଦୌ ଭଲ ନୁହେଁ। ଆଜି ଆମେ ବି-ୟ-ର ପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆଣିଛୁ ଯାହା ସେମାନେ ଶୁଣି ବହୁତ ଖୁସି ହେଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଖୁସି ଖବର।

ବି-ୟ-ର କମ୍ପାନୀଗୁଡିକ ବି-ୟ-ର ପ୍ରେମୀମାନଙ୍କ ପାଇଁ ଏକ ନୂଆ ବି-ୟ-ର ବଜାରକୁ ଲଞ୍ଚ କରିଛନ୍ତି। ଯେଉଁ ଲୋକମାନେ ଚାହୁଁଥିଲେ ଗୋଟିଏ ମ-ଦ ବୋତଳରେ ଦୁଇ ବୋତଲ ପରିମାଣର ମ-ଦ ପିଇବେ ବୋଲି ସେମାନଙ୍କ ଇଛା ପୂର୍ଣ୍ଣ ହୋଇଯାଇଛି।
ଏହା ଲୋକଙ୍କୁ ବହୁତ ଖୁସି କରାଇବ ବିଶେଷ କରି ଯେଉଁମାନେ ମ-ଦ୍ୟପା-ନ କରନ୍ତି ସେମାନେ ମଧ୍ୟ ବି-ୟ-ର ପିଅନ୍ତୁ ଏବଂ ମ-ଦ୍ୟପା-ନକୁ କମ କରନ୍ତୁ ବୋଲି କମ୍ପାନୀ ଆଶା କରିଛି। ବିଶେଷକରି ଦୋକାନୀମାନେ କହିଛନ୍ତି ଯେ ଏହି ବି-ୟ-ର ଯୁବପିଢ଼ି ମଧ୍ୟରେ ଅଧିକ ଚାଲିବ।

ପୂର୍ବରୁ ବଜାରରେ କେବଳ ଆଠ ଡିଗ୍ରୀ ମ-ଦ୍ୟପା-ନ ସହିତ ବିୟର ଉପଲବ୍ଧ ଥିଲା। ବଜାରରେ ଆଠ ଡିଗ୍ରୀ ବିୟର କ୍ୟାନର ମୂଲ୍ୟ 110 ରୁ 130 ଟଙ୍କା ମଧ୍ୟରେ ରହିଛି। କିନ୍ତୁ ବର୍ତ୍ତମାନ ବୋତଲର ମୂଲ୍ୟ 150 ଟଙ୍କାରେ ପହଁଞ୍ଚିଛି। ଯେଉଁଲୋକମାନେ ଗୋଟେ କ୍ୟାନ ପିଇବା ପରେ ଆଉ ପିଇବାକୁ ଇଛା କରନ୍ତି ନାହିଁ କିନ୍ତୁ ସେମାନଙ୍କୁ ଅଧିକ ନି-ଶା ଦରକାର ତେବେ ସେମାନେ ଏହି ନୂଆ କ୍ୟାନ କୁ କିଣିପାରିବେ। ଏହି ନୂଆ କ୍ୟାନରେ ଆଠ ଡିଗ୍ରୀ କୁ ବଢ଼ାଇ ଆଲକୋହଲକୁ 15 ଡିଗ୍ରୀ କରାଇଦିଆଯାଇଛି।

Leave a Reply

Your email address will not be published. Required fields are marked *