IAS Interview: ଝିଅକୁ ପଚରାଯାଇଥିଲା ପ୍ରଶ୍ନ କି କଣ ତୁମେ ବିବାହ ପୂର୍ବରୁ ତୁମ କ୍ଷୀର ଆଉ କାହାକୁ ଦେଇ ପାରିବ?

UPSC ର ଏହି ଇଣ୍ଟରଭ୍ୟୁରେ ବହୁତ ଅଦ୍ଭୁତ ଏବଂ ଟ୍ରିକ ପ୍ରଶ୍ନ ପଚରାଯାଏ ଯାହା କି ଭଲ ଭଲ ଲୋକଙ୍କ ମୁଣ୍ଡ ମଧ୍ୟ ଖରାପ କରିଦିଏ ଏବଂ ଏହି ପ୍ରଶ୍ନର ଉତ୍ତର ଦେବା ଅନେକ କ୍ୟାଣ୍ଡିଡେଡ଼ ମାନଙ୍କ ପାଇଁ କଷ୍ଟ ହୋଇଯାଏ |

IAS Interview Question: ଆମ ଦେଶରେ ଅଧିକାଂଶ ଯୁବକଙ୍କର ଏହା ସ୍ୱପ୍ନ ହୋଇଥାଏ ଯେ ସେ ପଢ଼ିକରି IAS IPS ଅଫିସର ବନିବେ ଏବଂ ସେହିଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରାଥୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ନିଜ ଜୀବନର ଅନେକ ବର୍ଷ ବିତେଇ ଦିଅନ୍ତି |

ଏବଂ ଦିନ ରାତି ଏକ କରିକି ଏହି ପରୀକ୍ଷାର ପ୍ରସ୍ତୁତି କରନ୍ତି । କିନ୍ତୁ ଏହା ପରେ ମଧ୍ୟ ବହୁତ କମ ହିଁ ଏମିତି କ୍ୟାଣ୍ଡିଡେଡ଼ ଥାଆନ୍ତି ଯାହାକୁ ପ୍ରଥମ ପ୍ରୟାସରେ ହିଁ ଏହି ପରୀକ୍ଷାରେ ସଫଳତା ହାସଲ ହୋଇଯାଏ କାରଣ ଆମ ଦେଶରେ UPSC ର ପରୀକ୍ଷା ସବୁଠୁ କଠିନ ପରୀକ୍ଷା ମଧ୍ୟରେ ଗୋଟିଏ ବୋଲି ବିଶ୍ୱାସ କରାଯାଏ ଆଉ ଏହାକୁ କ୍ରାକ କରିବା ବହୁତ ହିଁ କଷ୍ଟକର ହୋଇଥାଏ ।

କହିରଖୁଛୁ ତିନିଟି ଷ୍ଟେପ ରେ ହେଉଥିବା UPSC ର ଏହି ପରୀକ୍ଷା ରେ ଶେଷ ରାଉଣ୍ଡରେ କ୍ୟାଣ୍ଡିଡେଡ଼ର ଇଣ୍ଟରଭ୍ୟୁ ନିଆଯାଇଥାଏ ଯେଉଁଥିରେ କ୍ୟାଣ୍ଡିଡେଡ଼ର ସାମାନ୍ୟ ଜ୍ଞାନ ସହିତ ମାନସିକ କ୍ଷମତାକୁ ପରଖା ଯାଇଥାଏ ଆଉ ଅନେକ ଥର ତ UPSC ର ଏହି ଇଣ୍ଟରଭ୍ୟୁ ରେ ବହୁତ ଆଶ୍ଚର୍ଯ୍ୟ ଆଉ ଟ୍ରିକି ପ୍ରଶ୍ନ ପଚରାଯାଏ ଯାହା କି ଭଲ କ୍ୟାଣ୍ଡିଡେଡ଼ଙ୍କର ମଧ୍ୟ ମୁଣ୍ଡ ଘୁରେଇଦିଏ ଆଉ ଏହି ପ୍ରଶ୍ନଗୁଡିକର ଉତ୍ତର ଦେବା ଅନେକ କ୍ୟାଣ୍ଡିଡେଡ଼ଙ୍କ ପାଇଁ ବହୁତ କଷ୍ଟକର ହୋଇଯାଇଥାଏ ।

ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଥରେ ମାଗଣା ମିଳେ କିନ୍ତୁ ଦ୍ଵିତୀୟ ଥର ନୁହେ ?

ଉତ୍ତର : ଦାନ୍ତ

ପ୍ରଶ୍ନ : ଯଦି ମୁଁ ଆପଣଙ୍କ ଭଉଣୀ ସହ ପଳେଇବି,ତ ଆପଣ କଣ କରିବେ ?

ଉତ୍ତର : ମୋତେ ବହୁତ ଖୁସ ହେବ,କାରଣ ମୁଁ ମୋ ଭଉଣୀ ପାଇଁ ଆପଣଙ୍କ ଠୁ ଭଲ ମ୍ୟାଚ ଖୋଜିପାରିବିନି ।

ପ୍ରଶ୍ନ : ଯଦି ଗୋଟିଏ ପୁଅ ଗୋଟିଏ ଝିଅକୁ ପ୍ରପୋଜ୍ କରେ ତ ପ୍ରପୋଜ କରିବା କଣ ଅପ-ରାଧର ଶ୍ରେଣୀ ରେ ଆସିବ ?

ଉତ୍ତର : ନା ସାର । ଆଇପିଏସିର କୌଣସି ବି ସେକ୍ସନ ରେ ପ୍ରପୋଜ କରିବାକୁ ଅପ-ରାଧର ଶ୍ରେଣୀରେ ରଖାଯାଇ ନାହିଁ ।

ପ୍ରଶ୍ନ : ଓକିଲ କଳା ରଙ୍ଗର କୋର୍ଟ ହିଁ କାହିଁକି ପିନ୍ଧନ୍ତି ?

ଉତ୍ତର : କଳା କୋର୍ଟ ଅନୁଶା-ସନ ଆଉ ଆତ୍ମବିଶ୍ୱାସକୁ ଦର୍ଶାଇ ଥାଏ ।

ପ୍ରଶ୍ନ : ଦୁଇଜଣ ଯାଆଁଳା ଛୁଆ ମେ ମାସରେ ଜନ୍ମ ହୋଇଥିଲେ,କିନ୍ତୁ ତାଙ୍କ ଜନ୍ମଦିନ ଜୁନରେ ଅଟେ । ଏହା କେମିତି ସମ୍ଭବ ?

ଉତ୍ତର : ମେ ଏକ ସହରର ନାଁ ଅଟେ ।

ପ୍ରଶ୍ନ : ଗୋଟିଏ ପୁରୁଷ ଆଠ ଦିନ ବିନା ନିଦରେ କେମିତି ରହିପାରେ ?

ଉତ୍ତର : ସେ ରାତିରେ ସୋଇଥାଏ ।

ପ୍ରଶ୍ନ : ଯଦି କୌଣସି ପୁଅ ଆପଣଙ୍କ ସହ ଅଫିସ ରେ ସେଲ୍ଫି ନେବାକୁ ଚାହେଁ ତ ଆପଣ କଣ କରିବେ ?

ଉତ୍ତର : ମହିଳା କ୍ୟାଣ୍ଡିଡେଡ଼ କହିଛନ୍ତି କି ତାଙ୍କୁ ଏହି ଟ୍ରେନିଙ୍ଗ ରେ କୁହାଯିବ କି ବିଭିନ୍ନ ପରିସ୍ଥିତିରେ କେମିତି ବ୍ୟବହାର କରିବାକୁ ହେବ ।

ପ୍ରଶ୍ନ : ଯଦି ଆପଣ ନୀଳ ସମୁଦ୍ରରେ ନାଲି ପଥର ପକେଇବେ ,ତ କଣ ହେବ ?

ଉତ୍ତର : ପଥର ଓଦା ହେବ ଆଉ ବୁଡିଯିବ ।

ପ୍ରଶ୍ନ : ଯଦି ଗୋଟିଏ କବାଟ ବନେଇବା ପାଇଁ ଆଠ ପୁରୁଷଙ୍କୁ ଦଶ ଘଣ୍ଟା ଲାଗେ,ତ ଏହାକୁ ବନେଇବା ପାଇଁ ଚାରି ଜଣ ଲୋକଙ୍କୁ କେତେ ସମୟ ଲାଗିବ ?

ଉତ୍ତର : ବିଲକୁଲ ବି ନୁହେଁ,କାରଣ ଏହା ପ୍ରଥମରୁ ହିଁ ବନିସାରିଛି ।

ପ୍ରଶ୍ନ : କ୍ୟାଣ୍ଡିଡେଡ଼ ଙ୍କୁ ପଚରାଗଲା ଆପଣଙ୍କ ଦୁଇ ଗୋଡ଼ ମଝିରେ କଣ ଅଛି ?

ଉତ୍ତର : କ୍ୟାଣ୍ଡିଡେଡ଼ ବହୁତ ଭାବିକି କହିଲା ମୋ ଦୁଇ ଗୋଡ଼ର ମଝିରେ ଆଣ୍ଠୁ ଅଛି ।

Leave a Reply

Your email address will not be published. Required fields are marked *