ସେଲଫି ହେଲା କାଳ: ଟିକିଏ ଅସାବଧାନତା ପାଇଁ ମୃ-ତ୍ୟୁ ସହିତ ସଂ-ଘ-ର୍ଷ କରୁଛନ୍ତି ଦୀପକ

ଫୋଟ ଗୋଟେ ମୁହୂର୍ତ ଯାହା ପରେ ସୃତି ପାଲଟି ଯାଏ |ସେ ପାଇଁ ସବୁ ମୁହୂର୍ତକୁ ସୃତି ରୂପେ ସାଇତି ରଖିବା ପାଇଁ ଫୋଟ ଉଠାଯାଏ |ଫୋଟ ହିଁ ଏପରି ଏକ ଜିନଷ ଯାହା କ୍ଷ୍ୟଣ କରେ ଗୋଟେ ମୁହୂର୍ତ କୁ ମନରେ ଆଙ୍କି ଦେବ |ହେଲେ ଆଜି ସମସ୍ତଙ୍କୁ ଏପରି ଫୋଟ ଉଠା ରୋ-ଗ ମାତିଲାଣି ଯେ ବି-ପ-ଦ ସ୍ଥାନକୁ ମଧ୍ୟ ପାଦ ଦେବାକୁ ପଛଉନାହାନ୍ତି ଏ ପରି କିଛି ଘ-ଟ-ଣା ବିଷୟରେ ଆସନ୍ତୁ ଜାଣିବା |ଏବେ ଯୁବ ପିଢ଼ି ମାନଙ୍କୁ ଘା-ରିଛି ସେଲ୍ଫି ନି-ଶା |ବି-ପ-ଦ ପୂର୍ଣ୍ଣ ଜାଗା ମଧ୍ୟ୍ୟ ସେଲ୍ଫି ନେବାକୁ ପଛଉ ନାହାନ୍ତି |ଆଉ ଯୋଉଥି ପାଇଁ ଅନେକ ସମୟରେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି |ତଥାପି ଚେତୁ ନାହାନ୍ତି ଯୁବ ପିଢ଼ି |

ପୁଣି ଏମିତି ଅଘ-ଟଣ ଘଟିଛି ବଲାଙ୍ଗୀରର ଲୁହି ସିଂହା ରେଳଷ୍ଟେସନରେ ଟିକିଏ ଅସାବଧାନତା ଯୋଗୁଁ ଯୁବକ ଆଜି ମୃ-ତ୍ୟୁ ଶ-ଜଯ୍ୟ-ୟା ରେ ମୃ-ତ୍ୟୁ ସହ ଯୁ-ଦ୍ଧ କରୁଛନ୍ତି ଯୁବକ |ତାଙ୍କର ଏପରି ଅବସ୍ଥା ହେଇଚି ରେଳ ଷ୍ଟେସନ ରେ ସେଲ୍ଫି ନେବା ସମୟରେ |20ବର୍ଷର ଯୁବକ ଦୀପକ ବେହେରା ସାଙ୍ଗ ମାନଙ୍କ ସହ ନୁଆଁ ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଯାତ୍ରା ଦେଖି ସାରିବା ପରେ ସାଙ୍ଗ ମାନଙ୍କ ସହ ରେଳ ଷ୍ଟେସନ ଆସିଥିଲେ |

ରେଳ ଷ୍ଟେ-ସ-ନରେ ଛିଡା ହୋଇଥିବା ମାଲଗାଡି ଉପରେ ଚଢି ସେଲ୍ଫି ଉଠାଉ ଥିଲେ |ଏହି ସମୟରେ ଦୀପକ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ଯାଇଥିଲେ |ଫଳର ବିଦୂତ ଆ-ଘା-ତ ଲାଗି ଯିବା ଫଳରେ ଦୀପକ ତଳେ ପଡି ଯାଇଥିଲେ |ସାଙ୍ଗ ମାନେ ଦୀପକ କୁ ବଲାଙ୍ଗୀର ମେଡିକାଲରେ ଭର୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁ-ତର ହେବାରୁ ତାଙ୍କୁ icu ରେ ଭର୍ତି କରାଯାଇଛି |ଏବେ ଦୀପକର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଜଣା ପଡିଛି |

Leave a Reply

Your email address will not be published. Required fields are marked *