ଶେଷରେ ସାମ୍ନାକୁ ଆସି କହିଲେ ପତ୍ନୀ ନନ୍ଦିନୀ: ଦୁଇ ଚାପୁଡ଼ା ମା-ରି କହିଛି ନନ୍ଦିନୀ, “ତୋ ପରି ସ୍ବାମୀ ମୋତେ ଦରକାର ନାହିଁ “, ଓଲା

ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁ-ଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ । ଉଜୁଡ଼ିଗଲା ନୂଆ ସଂସାର, ଭାଙ୍ଗିଗଲା ଦାମ୍ପତ୍ୟ ଜୀବନ । କଥା ଏତିକିରେ ସରିନି । ମନ୍ଦିର ଦର୍ଶନ ଆଳ କରି ସ୍ୱାମୀଙ୍କୁ ସାଙ୍ଗରେ ନେଇ ନିସ୍ତୁକ ମା-ଡ଼ ମରା-ଇଛନ୍ତି ପତ୍ନୀ । ତାସହ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ । ଏହା ନା କାନକୁ ଶୁଣିବାକୁ ଭଲ ଲାଗୁଛି, ନା ସହଜରେ କଥାଟାକୁ ଗ୍ରହଣ କରିହେଉଛି । ହେଲେ ଅଭି-ଯୋଗ କିନ୍ତୁ ଆସିଛି ଠିକ୍ ଏହିଭଳି । ଭୁବନେଶ୍ୱର ଭରତପୁର ଅଞ୍ଚଳର ବଳରାମ ସାହୁ ନାମକ ଯୁବକ ନୂଆ କରି ବିବାହ କରିଥିଲେ । ଏବେ ତାଙ୍କ ଅଭି-ଯୋଗ, ଯେଉଁଦିନ ଚଉଠି ରାତି ଥିଲା ସେଦିନ କୁଆଡ଼େ ଉଲ-ଘ୍ନ ହୋଇ ବୟଫ୍ରେଣ୍ଡ ସହ ଭିଡ଼ିଓ ଚାଟିଂ କରୁଥିଲେ ତାଙ୍କ ପତ୍ନୀ ।

ଠିକ୍ ଏହି ସମୟରେ ରାତି ଅଧରେ ଉଠିପଡ଼ି ପତ୍ନୀର ଏଭଳି କା-ଣ୍ଡକୁ ଦେଖିନେଇଥିଲେ ସ୍ୱାମୀ ବଳରାମ । ପଚାରିବାରୁ କ୍ଷ-ମା ମାଗିଲେ ନବବିବାହିତା ପତ୍ନୀ । ହେଲେ ତା’ପରଦିନ ଲିଙ୍ଗରାଜ ମନ୍ଦିର ଯିବା ଆଳ କରି ସ୍ୱାମୀ ବଳରାମଙ୍କୁ ସାଙ୍ଗରେ ନେବା ସହ ସଂପର୍କୀୟଙ୍କ ସହ ମିଶି ନିସ୍ତୁକ ମା-ଡ଼ ମା-ରିଥିଲେ ବୋଲି ଅଭି-ଯୋଗ କରିଛନ୍ତି ବଳରାମ । ଏପରିକି ହ-ତ୍ୟା ଧ-ମ-କ ବି ଦେଇଥିବା ଅଭି-ଯୋଗ କରିଛନ୍ତି । ଖବର ପାଇ ଲିଙ୍ଗରାଜ ଥା-ନା ପୋ-ଲି-ସ ପହଞ୍ଚି ବଳରାମଙ୍କୁ ଉ-ଦ୍ଧା-ର କରିଥିବା ବେଳେ ମିଡ଼ିଆ ମାଧ୍ୟମରେ ନ୍ୟା-ୟ ମାଗିଛନ୍ତି ବଳରାମ ।

ତେବେ ସୂଚନା ମୁତାବକ ମେ’ ୧୨ ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ନନ୍ଦିନୀ ନାମକ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ । ତାହାପୁଣି ବିନା ଯୌ-ତୁ-କରେ । କିନ୍ତୁ ଚଉଠି ରାତିରେ ଯେଉଁ ଘ-ଟ-ଣା ଘଟିଲା ତାକୁ ନେଇ ଏବେ ଏହି ନବ ଦମ୍ପତ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କିନ୍ତୁ ବଳରାମ ଆଣୁଥିବା ସମସ୍ତ ଅଭି-ଯୋଗକୁ ନବବିବାହିତା ପତ୍ନୀ ଖ-ଣ୍ଡ-ନ କରିବା ସହ ପାଲଟା ଆକ୍ର-ମଣର ଅଭି-ଯୋଗ ଆଣିଛନ୍ତି । କହିଛନ୍ତି, ଯଦି ବୟଫ୍ରେଣ୍ଡ ଥିଲା ତେବେ ସେ ତାଙ୍କୁ ପ୍ରେମ ବିବାହ କରିଥାନ୍ତେ ।

ବଳରାମ ଯାହା କହୁଛନ୍ତି, ସବୁ ମିଛ କଥା । ସେଦିନ ରାତିସାରା ବଳରାମ ଧ-ମ-କ ଦେଇଥିଲେ ଏବଂ ତାଙ୍କ ମାଆଙ୍କ କଥାରେ ମୋତେ ବ୍ଲେମ୍ କରିବାକୁ ସେମାନେ ଏଭଳି ଅଭି-ଯୋଗ କରୁଛନ୍ତି ବୋଲି ପ୍ରତି-କ୍ରିୟାରେ କହିଛନ୍ତି ବଳରାମଙ୍କ ନବବିବାହିତା ପତ୍ନୀ । ବିବାହର ମାତ୍ର କେଇ ଘଣ୍ଟା ଭିତରେ ଉଠିଥିବା ଝ-ଡ଼ ପଛର ରହସ୍ୟ କଣ ହୋଇଥାଏ ବୋଲି ଏଠି ପ୍ରଶ୍ନ ଉଠୁଛି । ସେପଟେ କମିଶନରେଟ୍ ପୋ-ଲି-ସ ବଳରାମଙ୍କ ଅଭି-ଯୋଗ ଆଧା-ରରେ ତ-ଦ-ନ୍ତ ଜା-ରି ରଖିଛି । ତେବେ ଘ-ଟ-ଣା ପଛର ସତ୍ୟତା ଯାହା ଥାଉନା କାହିଁକି ତାହା ଆଗାମୀ ଭବିଷ୍ୟତରେ ତ-ଦ-ନ୍ତ ପରେ ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *