ଧୋ-କାବା-ଜ ବୋହୂର କା-ରନା-ମା : ସାମ୍ନାକୁ ଆସିଲା ନନ୍ଦିନୀ ଭିଣୋଇ , ମଧ୍ୟସ୍ଥି ଆଉ ମା ,ଭିଣେଇ ହିଁ ଦେଖୁଥିଲେ ଶାଳୀର ମୁକୁଳା ଦେହ

ବାହା ହୋଇ ସାତଜନ୍ମର ସାଥୀ ହେବା ପାଇଁ ଅଗ୍ନି ଆଗରେ ଶ-ପ-ଥ ନେଇଥିଲା ସ୍ତ୍ରୀ । ହେଲେ ଚତୁର୍ଥୀ ରାତିରୁ ହିଁ ସ୍ୱାମୀକୁ ଦେଲା ଧୋକା । ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହିତ ନ୍ୟୁ-ଡ୍ ଭିଡିଓ କଲ୍ କରି ସ୍ୱାମୀକୁ ଧୋ-କା ଦେଉଥିଲା । ଏଭଳି କିଛି ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଭରତପୁରରେ । ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁ-ଡ୍‌ ଭିଡିଓ କଲ୍‌ କରୁଥିବା ବେଳେ ସ୍ୱାମୀ ଦେଖିଥିବାର ଅଭି-ଯୋଗ କରିଥିଲେ । ଏହାସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମା-ଡ଼ ଖାଇଥିବାର ଅଭି-ଯୋଗ କରିଛନ୍ତି ।

ତାଙ୍କ କହିବାନୁଯାୟୀ, ସ୍ତ୍ରୀ ନନ୍ଦିନୀ ତାଙ୍କୁ ଧୋ-କା ଦେବା ସହ ବୟଫ୍ରେଣ୍ଡ ଦ୍ୱାରା ନିସ୍ତୁକ ମା-ଡ଼ ମାରିଛନ୍ତି । ନୂଆ କରି ବାହା ହୋଇଥିବା ଓ ଆାକ୍ର-ମଣର ଶି-କା-ର ହୋଇଥିବା ସ୍ୱାମୀ ବଳରାମ ସାହୁ ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଏଭଳି ଅଭି-ଯୋଗ କରିଛନ୍ତି । ତାଙ୍କ ଅଭି-ଯୋଗ ହେଲା, ପିପିଲି ଅଞ୍ଚଳର ନନ୍ଦିନୀ ନାମକ ଝିଅ ସହିତ ତାଙ୍କର କିଛି ଦିନ ତଳେ ବାହାଘର ହୋଇଥିଲା । ଚତୁର୍ଥୀ ରାତି ଅଧରେ ସେ ଉଠିପଡ଼ି ଦେଖିଲେ, ତାଙ୍କ ସ୍ତ୍ରୀ ଉଲ-ଗ୍ନ ହୋଇ ଅନ୍ୟ ଏକ ପୁଅ ସହିତ ଭିଡିଓ କଲରେ କଥା ହେଉଛନ୍ତି ।

ପ୍ରଶ୍ନ କରିବାରୁ ସେ ପ୍ରଥମେ ନିଜ ଭଉଣୀ ସହ କଥା ଦେଉଥିବାର କହିଥିଲେ କିନ୍ତୁ ସତ ଧ-ରାପ-ଡ଼ିବା ପରେ ସେ ସ୍ୱାମୀଙ୍କୁ କ୍ଷ-ମା ମାଗିଥିଲେ । ଆଉ କେବେ ଏପରି କରିବେନି ବୋଲି ମଧ୍ୟ ସ୍ବାମୀଙ୍କୁ କହିଥିଲେ । ପରଦିନ ଲିଙ୍ଗରାଜ ମନ୍ଦିରକୁ ଯିବାକୁ କହିଥିଲେ । ସେଠାକୁ ଯିବା ପରେ ଝିଅ ଓ ତାଙ୍କ ସଂପ-ର୍କୀୟମାନେ ସ୍ୱାମୀଙ୍କୁ ପ୍ରବଳ ମା-ଡ଼ ମା-ରିଥିଲେ । ଏପରିକି ଜୀବନରେ ମା-ରିଦେ-ବାକୁ ଧ-ମ-କ ଦେଇଥିବା ବଳରାମ କହିଛନ୍ତି ।

ଖବର ପାଇ ଲିଙ୍ଗରାଜ ଥା-ନା ପୋ-ଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ସମସ୍ତଙ୍କୁ ଥା-ନାକୁ ନେଇଥିଲା । ଏ ସଂପ-ର୍କରେ ଭରତପୁର ଥା-ନାରେ ବଳରାମ ସାହୁ ଅଭି-ଯୋଗ କରିବା ସହ ନ୍ୟା-ୟ ଭିକ୍ଷା କରିଛନ୍ତି । ତେବେ ତ-ଦ-ନ୍ତ ପରେ ଏବେ ତାଙ୍କ ଭିଣୋଇ ହିଁ ନନ୍ଦିନୀର ବୟଫ୍ରେଣ୍ଡ୍ ବୋଲି ଜାଣିବାକୁ ମିଳିଛି ଯାହା ସହ ସେ ରାତିରେ ନ୍ୟୁ-ଡ କଲ୍ କରୁଥିଲେ । ଏବେ ଅପେକ୍ଷା କେତେ ଜଲ୍ଦୀ ସେହି ଧୋ-କା ଦେଇଥିବା ବୋହୂ ଗି-ର-ଫ ହେଉଛି ଆଉ କେବେ ଷ-ଡ଼ଯ-ନ୍ତ୍ରର ଶି-କା-ର ହୋଇଥିବା ବଳରାମଙ୍କ ସରଳ ପରିବାରକୁ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *