“ନିଶା ନିଶା ରାତି ..ପେଗ ବଢ଼େଇ ଦେ” ଗୀତରେ ପୁଣି ମାତାଲ ଷ୍ଟାଇଲ୍ରେ ଜବରଦସ୍ତ ଡାନ୍ସ କଲେ ଅଭିନେତ୍ରୀ ଉଷାସୀ ମିଶ୍ର

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।

ଆଜିକାଲି ତ ସବୁ ପିଲା ଏବଂ ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ଆଉ ସମସ୍ତେ ଏବେ ସୋସିଆଲ୍ ମିଡିଆ ସାଇଟ୍ ସହ ଯୋଡିତ। ଏବେ ଇନ୍ଷ୍ଟାଗ୍ରାମ୍ ର ରିଲ୍ସ ଭିଡିଓ ବହୁତ ଟ୍ରେଣ୍ଡ୍ ରେ ରହୁଛି, କାରଣ ସବୁ ଲୋକ ଏବେ ରିଲ୍ସ କରୁଛନ୍ତି ଆଉ ସେହି ସବୁ ମଧ୍ୟରୁ କିଛି ରିଲ୍ସ ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ଆଉ ଏହାକୁ ଲୋକେ ଖୁବ୍ ଭାଇରାଲ୍ କରିଥାଆନ୍ତି। ସିନେ କଳାକାର ମାନେ ତ ନିଜର ଛୋଟ ଛୋଟ କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି

ଏବେ ସୋସିଆଲ୍ ମିଡିଆରେ ଓଲିଉଡ୍ ର ହିରୋଇନ ଉଷସୀ ମିଶ୍ରଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ କି ଉଷସୀ ଏକ ବୋଟଲ୍ ଧରି ନି-ଶା ନି-ଶା ରାତି ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏଥିରେ କେବଳ ଉଷସୀ ମିଶ୍ର ନାଚୁ ନାହାଁନ୍ତି ତାଙ୍କ ସହ ଆହୁରି ଅନେକ କଳାକାର ମଧ୍ୟ ନାଚୁଥିଲେ ଆଉ ସମସ୍ତଙ୍କ ହାତରେ ଗୋଟେ ଗୋଟେ ବୋଟଲ୍ ଥିଲା ଆଉ ସମସ୍ତେ ନି-ଶା ନି-ଶା ରାତି ଗୀତରେ ଝୁମି ଝୁମି ନାଚୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଆଉ ଲୋକମାନେ ଉଷସୀଙ୍କର ଏହି ଡ୍ୟାନ୍ସ କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *