ସୋସିଆଲ ମିଡିଆରେ ଭାଇରଲ ହେଲା ଅଶ୍ଚର୍ୟକର ଘ-ଟଣା: ଦୁଇ ଛୁଆଙ୍କୁ ଠେଲି ଟ୍ରେନ୍ ରୁ ଡେ-ଇଁ ପଡିଲେ ମା’, ଆଉ ତା’ପରେ…

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘ-ଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେଉଛି।ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ନିଜ ଦୁଇ ଛୁଆଙ୍କୁ ଧରି ଭୁଲ ବଶତଃ ଟ୍ରେନରେ ଚଢି ଗଲେ ଆଉ ତା ପରେ ଓଲହାଇବା ପାଇଁ ଚଳନ୍ତା ଟ୍ରେନରୁ ଏଭଳି ଡେ-ଇଁଲେ ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।କେବଳ ମହିଳା ନିଜେ ନୁହେଁ ନିଜର ଦୁଇ ପିଲାଙ୍କୁ ମଧ୍ୟ ସେ କିଛି ନ ଭାବି ଠେଲି ଦେଉଛନ୍ତି।ଡେଇଁଲେ ତ ଡେଇଁଲେ,ହେଲେ ପ୍ଲାଟଫର୍ମ କଡରେ ପଡିଯାଉଛନ୍ତି ଆଉ ଏଥିରେ ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା ।

ହେଲେ ଶୋଭାଗ୍ୟ ବଶତଃ ତାଙ୍କର କିଛି କ୍ଷ-ତି ହୋଇ ନାହିଁ।କାରଣ ଠିକ ସମୟରେ ସେଠାରେ ଥିବା ଜଣେ ଆରପିଏଫ ଯବାନ ମୁକେଶ ଗୁସବାହ ମହିଳାଙ୍କୁ ପ୍ଲାଟଫର୍ମରୁ ଟାଣି ଆଣିଲେ ଯାହାଫଳରେ ମହିଳାଙ୍କ ଜୀବନ ବଞ୍ଚି ଗଲା। ଏବେ ଆରପିଏଫ ଯବାନ ମୁକେଶଙ୍କର ବହୁତ ପ୍ରଶଂସା କରୁଛନ୍ତି ୟୁଜର୍ସ ମାନେ କାରଣ ତାଙ୍କର ପାଇଁ ଆଜି ମହିଳାଙ୍କ ଜୀବନ ବଞ୍ଚି ଗଲା । ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରେଲୱେ ଷ୍ଟେ-ସ-ନରେ ପହଞ୍ଚି ଥିଲେ । ହେଲେ ମହିଳା ଜଣକ ଭୁଲ ବଶତଃ ଜୟପୁର ଓ ନାଗପୁର ଟ୍ରେନରେ ଚଢି ଯାଇଥିଲେ ତାଙ୍କୁ ଅଲଗା ସ୍ଥାନକୁ ଯିବାର ଥିଲା । ପରେ କଣ କରିବେ କିଛି ଉପାୟ ନ ପାଇଁ ନିଜ ଦୁଇ ଛୁଆଙ୍କୁ ଠେଲି ନିଜେ ମଧ୍ୟ ଚଳନ୍ତା ଟ୍ରେନରୁ ଡେ-ଇଁ ପଡିଥିଲେ।

Leave a Reply

Your email address will not be published. Required fields are marked *