ଭିଣେଇକୁ ଉଲ-ଗ୍ନ ହୋଇ କରୁଥିଲେ ଭିଡିଓ କଲ୍, ଦେଖିଦେଲା ସ୍ଵାମୀ, ରା-ଗ ରଖିଥିଲା ସ୍ତ୍ରୀ

କଲେଜ ସମୟରେ ପ୍ରେମ କରିବା ଆଉ ପ୍ରତା-ରଣା ପାଇବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ବାହାଘର ପରେ ଧୋ-କାଦେ-ବା ଏକପ୍ରକାର ଟ୍ରେଣ୍ଡ ହୋଇଗଲାଣି । ଯଦି ଆପଣ ଭାବୁଥିବେ ଯେ, ବାହାଘର ପରେ ଆପଣଙ୍କ ପତ୍ନୀ ବା ପତି ଆପଣଙ୍କୁ ଧୋ-କା ଦେବେନି, ତେବେ ତାହା ଭାବିବା ଭୁଲ । ବିବାହ ପୂର୍ବରୁ ବା ପରେ ଧୋ-କା ପାଇଁ ପ୍ରାୟତଃ ସ୍ୱାମୀଙ୍କୁ ଅପ-ରାଧୀ ଭାବେ ଗଣାଯାଏ, କିନ୍ତୁ ସମୟ ବଦଳିବା ସହ ମହିଳାମାନେ ବି ଧୋ-କା ଦେବାରେ ଲାଗିଛନ୍ତି । ଯଦି କୌଣସି ବିବାହିତ ମହିଳାଙ୍କୁ ବାହାଘର ପରେ ମାନ-ସିକ ଓ ଶାରୀ-ରିକ ଶାନ୍ତି ନମିଳେ, ତେବେ ସେମାନେ ଅନ୍ୟତ୍ର ଚାଲିଯାଆନ୍ତି । ପ୍ରେମିକ ସହ ମିଶି ସ୍ୱାମୀର ହ-ତ୍ୟା କରିବା ଘ-ଟ-ଣା ତ ସବୁଦିନ ଶୁଣିବାକୁ ମିଳୁଛି ।

ତେବେ କୌଣସି ବି ବ୍ୟକ୍ତି କାହାକୁ ଜାଣି ଶୁଣି ଧୋ-କା ଦେଇନଥାଏ । ପ୍ରତ୍ୟେକ ମହିଳା ବା ପୁରୁଷ ନିଜ ସ୍ୱାମୀ ଓ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚାହାନ୍ତି । ବିବାହ ଏକ ନୂଆ ଜୀବନର ଆରମ୍ଭ । ମନରେ ଅନେକ ସ୍ୱପ୍ନ ନେଇ ଲୋକମାନେ ଗୃହସ୍ଥ ଜୀବନରେ ପ୍ରବେଶ କରିଥାନ୍ତି । ବାହାଘର ୨ଟି ମଣିଷକୁ ଗୋଟିଏ ଡୋରରେ ବାନ୍ଧିଥାଏ ବାହାଘର ପୂର୍ବରୁ କାହା ସହିତ ପ୍ରେମସମ୍ପର୍କ ଥିବାରୁ ମହିଳ।।ମନେ ପୁରୁଷମାନଙ୍କୁ ଧୋ-କଦେବା ଆରମ୍ଭ କରିଥାନ୍ତି । ପ୍ରାୟତଃ ମହିଳାମାନେ ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ, ଫଳରେ ସେମାନେ ଧୋ-କା ଦେବାକୁ ବାଧ୍ୟ ହୋଇଥାନ୍ତି ।

ଏହି ଭଳି କିଛି ଘ-ଟ-ଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରେ ।ନବବିବାହିତ ଜଣଙ୍କ ତାଙ୍କ ଭିତ ରେ ଅସୁବିଧା ହାଇଛି।ବାପା ମାଆ ସୁନ୍ଦର ଝିଅ ଦେଖି ବାହା କଲେ ପୁଅକୁ କିନ୍ତୁ ବୋହୁ ଭିଡ଼ିଓ କରି ଉଲ-ଗ୍ନ ହୋଇ ଭେନେଇ ସହ ଖେଳ କରୁଥିଲେ ଯାହା ପୁଅ ଦେଖିନେଲେ।ଆଉ ପଚାରିବାରୁ କହୁଚି ମୋର ଭୁଲ ହୋଇଛି ଆଉ ଏମିତି କରିବିନି।ତା ପରଦିନ ବହୁ ଶଶୁରକୁ କହିଲା ମୁଁ ମନ୍ଦିର ଯିବି ମୋର ମାନ-ସିକ ଅଛି।ଏକ ବାପା ଶୁଣିକି କହିଲେ ଯାଅ ବୋଲି।ମନ୍ଦିର ରେ ପହଁଚିଲା ବେଳ କୁ କିଛି ଲୋକ ପୁଅ କି ପି-ଟି ଝିଅ ପୋଳେଇଗଲା।ଯାହା ଶୁଣି ବାପା ଆଖି ଲୁହ ରେ ଛଳ ଛଳ ହୋଇଗଲାଣି ।ଏମିତି ଝିଅ କୁ ଦ-ଣ୍ଡ ଦବା ନିହାତି ଦରକାର ।

Leave a Reply

Your email address will not be published. Required fields are marked *