ପ୍ରେମିକ ସହିତ ଲୁ-ଚି ପାର୍କ ଆସିଥିଲେ ବିବାହିତା ମହିଳା । ହେଲେ ସ୍ଵାମୀ ହାବୁଡରେ ପଡିଗଲେ । ଆଉ ତା’ ପରେ କଣ ହେଲା ଆସନ୍ତୁ ଜାଣିବା ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ବାମୀ ଏବଂ ସ୍ତ୍ରୀ ସମ୍ପ-ର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ବାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି । ଆପଣ ମାନେ ଅନେକ ସମୟରେ ଦେଖିବା ପାଇଁ ପାଇଥିବେ ଯେ କିଛି ଲୋକ ନିଜର କଳୁଷିତ ମନଭାବ ରଖି ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅ-ବୈ-ଧ ସ-ମ୍ପ-ର୍କ ରଖିଥାନ୍ତି । ତେବେ ଏପରି କରିବା ଫଳରେ ସମ୍ପ-ର୍କରେ ଫାଟ ସୃଷ୍ଟି ହୋଇଥାଏ । ସବୁ ଦିନ ପରିବାର ମଧ୍ୟରେ କଳି ଝ-ଗ-ଡ଼ା ଆଶାନ୍ତି ଲାଗିରହେ ।

ଶେଷରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝ-ଗ-ଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ । ଏପରି କି ଛା-ଡ଼ ପ-ତ୍ର ମଧ୍ୟ ହୋଇ ଯାଇଥାଏ । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପିଲା ମାନଙ୍କ ଉପରେ ଏହାର ବହୁତ ଖରାପ ପ୍ର-ଭା-ବ ପଡିଥାଏ । ପରୋ-କିୟା ପ୍ରୀ-ତି ଯୋଗୁଁ ଅନେକ ପରିବାର ଭା-ଙ୍ଗିଯାଇଥିବା ଦେଖିବା ପାଇଁ ମିଳିଥାଏ । ଏପରି କି ନିଜ ପିଲା ଛୁଆଙ୍କୁ ମାଆ ବାପା ଭୁଲି ଯାଇଛନ୍ତି । ଆପଣ ମାନେ ଏପରି ଅନେକ ନ୍ୟୁଜ ଦେଖିବା ପାଇଁ ପାଇଥିବେ ।

https://youtu.be/8uiTexE2yvQ

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଲ-ଜ୍ୟାଜ-ନକ ଘ-ଟ-ଣା ଦେଖିବା ପାଇଁ ମିଳିଛି । ଘଟଣାଟି ହେଉଛି ଜଣେ ବିବାହିତ ମହିଳା ସ୍ଵାମୀ ଏବଂ ନିଜର ପିଲାଙ୍କୁ ଭୁଲି ପ୍ରେମିକ ସହ ପାର୍କର ରୋ-ମା-ନ୍ସ କରୁଥିଲା । ଆଉ ତାଙ୍କ ସ୍ଵାମୀ ବହୁତ ଦିନରୁ ସନ୍ଦେହ କରୁଥିବାରୁ ଖୋ-ଜି ଖୋ-ଜି ଯାଇ ସେହି ପାର୍କରେ ପହଞ୍ଚି ସ୍ତ୍ରୀକୁ ତାର ପ୍ରେମିକ ସହ ରଙ୍ଗେ ହାତ ଧରିଲା । ଆସନ୍ତୁ ଏବେ ଜାଣିବା ସମ୍ପୂର୍ଣ ଘ-ଟ-ଣା ବିଷୟରେ ।

ତେବେ ଭାଇରାଲ ହେଉଥିବା ଏଇ ଭିଡ଼ିଓଟି ପଶ୍ଚିମବଙ୍ଗର ଏକ ପାର୍କରେ ବୋଲି ଜଣା ପଡ଼ିଛି । ଜଣେ ସୁନ୍ଦରୀ ସ୍ତ୍ରୀ ନିଜର ସ୍ଵାମୀ ଠାରୁ ଲୁ-ଚି ପ୍ରେମିକ ସହ ନିରୋଳା ସମୟ ବିତାଇବା ପାଇଁ ସେହି ପାର୍କ ଯାଇଥିଲେ । ହେଲେ ସେଠାରେ ସ୍ଵାମୀ ତାଙ୍କୁ ତାଙ୍କ ପ୍ରେମୀ ସହ ଧରି ନେଇଥିଲେ । ଆଉ ସେଠାରେ ଥିବା ଲୋକଙ୍କୁ ଘ-ଟ-ଣା ବିଷୟରେ କହୁଥିବା ବେଳେ ପତ୍ନୀ ଜଣକ ନିଜ ଭୁଲ୍ ମାନିବା ବଦଳରେ ସ୍ବାମୀଙ୍କୁ ଓଲଟା ଆଙ୍ଗୁଳି ଦେଖାଇ ଯୁ-କ୍ତି କରୁଥିଲେ ।

Leave a Reply

Your email address will not be published. Required fields are marked *