ବାହାଘର ପରଦିନ ଷ-ଡଯ-ନ୍ତ୍ର କରି ସ୍ୱାମୀକୁ ପି-ଟି ପ୍ରେମିକ ସହ ଛୁ ମା-ରିଲା ସ୍ତ୍ରୀ| ଆଉ ସାଥିରେ ନେଇଗଲେ ମିଳିଥିବା ଟଙ୍କା, ସୁନା ଗହଣା

ବିବାହ କରିବା ପ୍ରତ୍ୟେକ ପୁଅର ସ୍ୱପ୍ନ । କେବଳ ପୁଅ ନୁହେଁ ତାଙ୍କ ପିତାମାତା ମଧ୍ୟ ଘରକୁଏକ ସୁନ୍ଦର ଏବଂ ସୁଶୀଳ ବୋହୂ ଆଣିବାର ସ୍ୱପ୍ନ ଦେଖନ୍ତି । କିନ୍ତୁ ରାଜଧାନୀରେ ଗୋଟିଏ ପରିବାରକୁ ନୂଆ ବୋହୂ ଆଣିବା ମ-ହ-ଙ୍ଗା ପଡିଛି । ବିବାହର ଦୁଇ ଦିନ ପରେ ବୋହୂ ଏମିତି କାମ କରିଲା ଯେ ଶଶୁର ଘର ଲୋକଙ୍କ ମୁଣ୍ଡ ଲାଜରେ ତଳକୁ ହେଇଗଲା । ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ୧୨ ତାରିଖରେ ବାହାଘର କିନ୍ତୁ ୧୩ ତାରିଖରେ ବୋହୂ ଛୁ ।

ଘରୁ ଗଲାବେଳେ ଗହଣା ସହିତ ଲୋକଙ୍କ ଠାରୁ ମିଳିଥିବା ସମସ୍ତ ଟଙ୍କା ପଇସା ଧରି ଚଂ-ପ-ଟ ମା-ରିଥିବା ଅଭି-ଯୋଗ ହୋଇଛି । ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଭରତପୁର ଥା-ନା ଅଂଚଳରେ । ପୁଅ ଝିଅ ଉଭୟ ପରିବାର ଦେଖା ଚାହାଁ ପରେ ବାହାଘର ଠିକ୍ ହୋଇଥିଲା । ବେଦୀରେ ବସି ବୈଦିକ ରୀତି ନୀତିରେ ବାହାଘର ମଧ୍ୟ ସମ୍ପନ୍ନ ହୋଇଥିଲା । ଆଉ ବାହାଘରର ଦ୍ଵିତୀୟ ଦିନରେ ଝିଅ ମାନସିକ କରିଛି ଲିଙ୍ଗରାଜ ମନ୍ଦିର ଯିବା ପାଇଁ ପୁଅକୁ କହିଥିଲା । ପରିବାର ଲୋକଙ୍କ ଅନୁମତି ନେଇ ଦୁଇ ଜଣ ମନ୍ଦିର ଗଲେ ।

ହେଲେ ମନ୍ଦିର ନିକଟରେ ପୂର୍ବରୁ ଜଗି ରହିଥିବା ଝିଅର ପ୍ରେମିକ ଏବଂ ଅନ୍ୟ କିଛି ଲୋକ ପୁଅକୁ ନିସ୍ତୁକ ମା-ଡ଼ ମା-ରିବା ସହିତ ଝିଅକୁ ନେଇ ଫେ-ରାର ହୋଇଯାଇଥିଲେ । ତେବେ ଏନେଇ ପୁଅର ପରିବାର ଲୋକଙ୍କ ସହ ଭେଟି ଜଣା ପଡ଼ିଥିଲା ସମ୍ପୂର୍ଣ ସତ୍ୟ ଘ-ଟଣା । ତେବେ ଉକ୍ତ ଯୁବକ ଜଣଙ୍କ ନାମ ହେଉଛି ବଳରାମ ସାହୁ ଆଉ ତାଙ୍କ ପତ୍ନୀଙ୍କ ନାମ ହେଉଛି ନନ୍ଦିନୀ (ଛଦ୍ମନାମ) ।

ତେବେ ଯୁବକଙ୍କ କହିବା ଅନୁସାରେ ସେ କେବେ ବିଶ୍ୱାସ କରି ନଥିଲେ ଯେ ଜୀବନ ସାରା ପାଇଁ ଯାହା ହାତ ଧରି ସେ ବାଟ ଚାଲିବାକୁ ବାଛିଥିଲେ, ସେ ଝିଅ ତାଙ୍କ ବିଶ୍ଵାସରେ ବି-ଷ ଦେବ ବୋଲି । ତାଙ୍କ କହିବା ଅନୁସାରେ ଝିଅଙ୍କ ପୂରା ପରିବାର ସେଠାରେ ଉପସ୍ଥିତ ଥିଲେ । ଜୋ-ରଜ-ବରଦ-ସ୍ତ ତାଙ୍କୁ ତାଙ୍କ ଘରକୁ ଯିବାକୁ କହିଥିଲେ ହେଲେ ସେ ନଯିବାରୁ ନିସ୍ତୁକ ମା-ଡ଼ ମା-ରିଥିଲେ । ବର୍ତମାନ ପୁଅଘର ଲୋକେ ନ୍ୟା-ୟ ଆଶାରେ ଅଛନ୍ତି । ଆଉ ଲିଙ୍ଗରାଜ ଥା-ନା ଏହାର ତ-ଦ-ନ୍ତ ଭାର ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *